Latest Odisha News

BREAKING NEWS

Browsing Category

ମନୋରଞ୍ଜନ

KING COMING: ବଦଳିବନି ରିଲିଜ୍ ଡେଟ୍‌, ଡିସେମ୍ବର ୨୪ରେ “କିଙ୍ଗ” ରିଲିଜ୍

ମୁମ୍ବାଇ : ଚଳିତ ବର୍ଷ ଖ୍ରୀଷ୍ଟମାସ୍ ସପ୍ତାହରେ ବକ୍ସ ଅଫିସରେ ହେବ ଧମାକା । ଆସିବ ବଲିଉଡ ବାଦଶାହ ଶାହାରୁଖଙ୍କ ଆକ୍ସନ ଥ୍ରୀଲର । ଡଙ୍କୀ ପରେ ଚଳିତ ବର୍ଷ ଆସୁଛି କିଙ୍ଗ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ କିଙ୍ଗ୍ । ୩ବର୍ଷ ପରେ ବଲିଉଡ ବାଦଶାହ ଶାହାରୁଖ ନେବେ ଧମାକେଦାର ରିଏଣ୍ଟ୍ରି ।…

Phoolan: ଟରୋଣ୍ଟୋ ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ୍‌, ପ୍ରିମିୟରରେ “ଫୁଲନ୍‌”କୁ ପ୍ରଶଂସା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଫୁଲନ୍ ଫିଲ୍ମକୁ ଅଜସ୍ର ସମ୍ମାନ । ଚର୍ଚ୍ଚିତ ନାଁ ଫୁଲନ୍ ଦେବୀଙ୍କ ଉପରେ ଆଧାରିତ ରିଚି ମେହେଟଟ୍ଟାଙ୍କ ଫିଲ୍ମ ଫୁଲନ୍‌କୁ ବିଶ୍ୱ ପ୍ରେମିୟରରେ ମିଳିଲା ଷ୍ଟାଣ୍ଡିଂ ଓଭେସନ । ବୁଧବାର ଟରୋଂଟୋ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ରିିଚି…

ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ପୁଣି ଥରେ ତାଙ୍କର ଲୋକପ୍ରିୟ କମେଡି ଗ୍ୟାଙ୍ଗ ସହିତ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି। OTT ପ୍ଲାଟଫର୍ମ Netflix "The Great Indian Kapil Show" ର ପଞ୍ଚମ ସିଜିନ୍ ଘୋଷଣା କରିଛି। ଏହି ଖବର ଦର୍ଶକଙ୍କ ପାଇଁ ଏକ ଉପହାର ଯେଉଁମାନେ…

Flight Scare: ଆକାଶରେ ହଠାତ୍‌ ଥରିଲା ଫ୍ଲାଇଟ୍‌, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍‌…ତା’ ପରେ କିଛି ଏମିତି…

ମୁମ୍ବାଇ: ଅଭିନେତ୍ରୀ ତଥା ଗାୟିକା ଶେହନାଜ ଗିଲଙ୍କ ଫ୍ଲାଇଟ୍‌ ଯାତ୍ରା ବେଳେ ହଠାତ୍‌ ଟର୍ବୁଲେନ୍ସ ଯୋଗୁଁ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆକାଶରେ ବିମାନ ହଠାତ୍‌ ହଲଚଲ ହେବାରୁ ଶେହନାଜ ଭୟଭୀତ ହୋଇପଡ଼ିଥିଲେ। ସେହି ସମୟରେ ସେ ବାରମ୍ବାର ‘ୱାହେଗୁରୁ’ଙ୍କ ନାମ ଜପୁଥିବା…

ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର

ମୁମ୍ବାଇ: ବଲିଉଡର ସୁପରଷ୍ଟାର ତଥା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନ ସଲମାନ ଖାନଙ୍କ ଏକ ନୂଆ ସୋସିଆଲ୍ ମିଡିଆ ପୋଷ୍ଟ ଏବେ ଇଣ୍ଟରନେଟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ସବୁବେଳେ ନିଜର 'ଦବଙ୍ଗ' ଅନ୍ଦାଜ ଏବଂ ଖୁସି ମିଜାଜ୍ ପାଇଁ ଜଣାଶୁଣା ଥିବା ଭାଇଜାନଙ୍କର ଏକ ରହସ୍ୟମୟ ତଥା…

ମୋହିତ ସୁରିଙ୍କ ସହିତ ହାତ ମିଳାଇଲେ ରାମ ଗୋପାଳ ବର୍ମା: ବଡ଼ ପରଦାରେ ଆସିବ ଫିଲ୍ମ ‘ଧୁରନ୍ଧର’ଠୁ ବଡ଼…

ମୁମ୍ବାଇ: ରାମ ଗୋପାଳ ବର୍ମା ତାଙ୍କର ପରବର୍ତ୍ତୀ ଫିଲ୍ମ ପାଇଁ "ସୈୟାରା" ଫେମ୍ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ସହ ହାତ ମିଳାଇଛନ୍ତି। ସେ ରବିବାର ଏହି ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଥିଲେ। ସେ ଘୋଷଣା କରିଥିବା ଫିଲ୍ମକୁ ସହ-ପ୍ରଯୋଜନା କରିବେ ଏବଂ ମୋହିତ ସୁରୀ ଏହାକୁ ନିର୍ଦ୍ଦେଶନା ଦେବେ।…

ସୁପରହୀରୋ ହେବେ ଅମୀର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର୍ ପରଫେକ୍ସନିଷ୍ଟ ଅମୀର ଖାନ୍ ଏବେ ଏକ ସୁପରହିରୋ ଫିଲ୍ମରେ ନଜର ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ପ୍ରଜେକ୍ଟ ପାଇଁ ସେ ନିଜର ପୁରୁଣା ବନ୍ଧୁ ତଥା ପ୍ରଯୋଜକ ସାଜିଦ୍ ନାଡିଆଡୱାଲା ଏବଂ ନିର୍ଦ୍ଦେଶକ ଆର. ବାଲ୍କିଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଆମିର ଏହି…

TV ‘Dustbin Medium’: ‘ଟିଭି ହେଉଛି ଡଷ୍ଟବିନ୍ ମିଡିୟମ୍’! ଟିଭି ଅଭିନେତାଙ୍କ ଷ୍ଟାଇଲ୍‌କୁ ନେଇ ଏମିତି…

ମୁମ୍ବାଇ: ଟେଲିଭିଜନ୍ ଇଣ୍ଡଷ୍ଟ୍ରିକୁ ନେଇ ଅଭିନେତା ରୋହିତ ରୟଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ। ନିଜେ ଟେଲିଭିଜନ୍‌ରୁ ଅଭିନୟ ଜୀବନ ଆରମ୍ଭ କରିଥିବା ରୋହିତ ଟିଭି ଇଣ୍ଡଷ୍ଟ୍ରିକୁ ‘ଡଷ୍ଟବିନ୍ ମିଡିୟମ୍’ ବୋଲି କହିଛନ୍ତି। ଏଥିସହ ଟିଭି ଅଭିନେତାଙ୍କ ତୁଳନାରେ ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଅଧିକ…

Virushka in “Hanuman Ansh”: ଦର୍ଶକଙ୍କ ମନ କିଣୁଛି ‘ହନୁମାନ ଅଂଶ’, ଆସିବ ସିକ୍ବେଲ୍…ପାର୍ଟ-୨ରେ ହେବ…

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ହନୁମାନ ଅଂଶ’। ଫିଲ୍ମର ସଫଳତା ମଧ୍ୟରେ ଏହାର ଆଗାମୀ ଦୁଇଟି ପାର୍ଟକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ମେକର୍ସ। ନିର୍ମାତା ନମ୍ରତା ସିଂହ କହିଛନ୍ତି, ଆରମ୍ଭରୁ ହିଁ ଏହାକୁ ଟ୍ରିଲୋଜି ଭାବେ ତିଆରି କରିବାର ଯୋଜନା ଥିଲା। ପ୍ରଥମ ଫିଲ୍ମରେ…

ବଡ଼ ପରଦାରେ ବି ହିଟ୍ ହେଲା ‘ମିର୍ଜାପୁର’: ୪ ଦିନରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା

ମୁମ୍ବାଇ: ମୋବାଇଲ୍ ଓ ଟିଭି ପରଦାରେ ଦର୍ଶକଙ୍କ ମନ ଜିଣିଥିବା ଲୋକପ୍ରିୟ ୱେବ୍ ସିରିଜ୍ 'ମିର୍ଜାପୁର' ଏବେ ବଡ଼ ପରଦାରେ ବି କମାଲ୍ କରୁଛି । ଗତ ସେପ୍ଟେମ୍ବର ୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା 'ମିର୍ଜାପୁର: ଦି ମୁଭି' ବକ୍ସ ଅଫିସ୍‌ରେ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି…