Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେବେ ରିଲିଜ ହେବ “ଦୃଶ୍ୟମ ୩”; ଡେଟ୍ ଆନାଉନ୍ସ କଲେ…

ମୁମ୍ବାଇ: ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରୀଲର ଫିଲ୍ମ "ଦୃଶ୍ୟମ ୩"ର ଟିଜର ରିଲିଜ୍ ହୋଇଛି। ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ଏହି ଫିଲ୍ମ ମୋହନଲାଲ-ଜିତୁ ଜୋସେଫଙ୍କ ଫିଲ୍ମ "ଦୃଶ୍ୟମ"ର ହିନ୍ଦୀ ରିମେକ୍ ଅଟେ। ଦକ୍ଷିଣ ଭାରତୀୟ ସଂସ୍କରଣରେ ଏହି ଫିଲ୍ମର ସୁଟିଂ ଦୁଇ…

ଧୂରନ୍ଧରର ସଫଳତା ପରେ ବର୍ଡରରେ ଅଭିନୟ କରିବେ ଅକ୍ଷୟ

ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଭୂମିକା ବେଶ ଚର୍ଚ୍ଚାର କାରଣ ସାଜିଛି । ରହେମାନ ଡକୈତ ଭୂମିକାରେ ସେ ଚମତ୍କାର ଅଭିନୟ କରିଛନ୍ତି । ଏବେ ତାଜା ଖବର ଅନୁସାରେ ବର୍ଡର ୨ରେ ମଧ୍ୟ ଅକ୍ଷୟ ଅଭିନୟ କରିବାକୁ ଯାଉଛନ୍ତି । ଏଥିସହ ସେ ୨୮ ବର୍ଷ ପରେ ସନୀ ଦେଓଲଙ୍କ ସହ ପୂର୍ନବାର…

Ollywood Movie; ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ନୂଆବର୍ଷରେ ଆସୁଛି ଓଡ଼ିଆ ଫିଲ୍ମ ‘ଅହମ୍’..

ଭୁବନେଶ୍ୱର: ନୂଆ ବର୍ଷରେ ଦର୍ଶକଙ୍କୁ ଫୁଲ ଏଣ୍ଟରଟେନମେଣ୍ଟ କରିବାକୁ ଆସୁଛି ଓଡ଼ିଆ ଫିଲ୍ମ 'ଅହମ୍' । ଫିଲ୍ମଟି ବିଜୟଲକ୍ଷ୍ମୀ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି । ଜାନୁଆରୀରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ, ଆଜି ଏହାର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର…

Sunny Deol and Akshaye Khanna:୨୯ ବର୍ଷ ପରେ ପୁଣି ଏକାଠି ହେବେ ସନି ଦେଓଲ ଏବଂ ଅକ୍ଷୟ ଖାନ୍ନା, ଅପେକ୍ଷାରେ…

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ ଖାନ୍ନା ବର୍ତ୍ତମାନ ଧୂରନ୍ଧର ସିନେମାରେ ନିଜ  ଭୂମିକା ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଡକାୟତ ରେହମାନ ଚରିତ୍ରରେ ଅଭିନୟ କରି ପ୍ରଶଂସକମାନଙ୍କୁ ପ୍ରଭାବିତ କରିଥିଲେ। ତାଙ୍କ ଭାଇରାଲ ନୃତ୍ୟ ଏବଂ ଚରିତ୍ରକୁ ସମସ୍ତେ ପସନ୍ଦ କରୁଛନ୍ତି। ୨୦୨୫ ମସିହାରେ, ଅକ୍ଷୟ…

ଟକ୍ସିକରେ ପ୍ରଶଂସକଙ୍କୁ ପ୍ରଭାବିତ କରୁଛି କିୟାରାଙ୍କ ଫାଷ୍ଟ ଲୁକ

ମୁମ୍ବାଇ: ୟଶ ଅଭିନୀତ ଟକ୍ସିକ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅବଶ୍ୟ ଏବେ ୟଶଙ୍କ ପ୍ରତ୍ୟେକ ଫିଲ୍ମ ପୂର୍ବରୁ ଦର୍ଶକମାନେ ଉତ୍ସାହିତ ହେବା ସ୍ୱାଭାବିକ ହୋଇଯାଇଛି । ଟକ୍ସିକରେ ୟଶଙ୍କ ସହିତ ନୟନତାରା ଓ କିୟାରା ଆଡଭାନୀ ଅଭିନୟ କରୁଛନ୍ତି । ମେକର୍ସଙ୍କ ପକ୍ଷରୁ ଏବେ…

ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମୁଣ୍ଡରେ ଲାଗିଛି ଆଘାତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଶନିବାର ରାତିରେ ଏହି ଦୁର୍ଘଟଣା ହୋଇଛି । ଜଣେ ମଦ୍ୟପ କାର୍ ଡ୍ରାଇଭର ନୋରାଙ୍କ ଗାଡ଼ିକୁ ପିଟିଥିବା ସୂଚନା । ଘଟଣା ପରେ ମଦ୍ୟପ ଡ୍ରାଇଭର ଗିରଫ ହୋଇଛି ।…

“ଅବତାର: ଫାୟାର ଆଣ୍ଡ୍ ଆସ୍”ର ଦମଦାର ଓପନିଂ…

ନୂଆଦିଲ୍ଲୀ: ଜେମ୍ସ କ୍ୟାମେରନଙ୍କ "ଅବତାର" ଏହାର ତୃତୀୟ ଫ୍ରାଞ୍ଚାଇଜ "ଅବତାର: ଫାୟାର ଆଣ୍ଡ୍ ଆସ୍" ସହିତ ଭାରତରେ ଏଣ୍ଟ୍ରି କରିଛି। "ଅବତାର: ଫାୟାର ଆଣ୍ଡ୍ ଆସ୍" ଡିସେମ୍ବର ୧୯ ତାରିଖରେ ଭାରତରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି କେବଳ ରିଲିଜ୍ ହେବା ପରେ ବିପୁଳ…

ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ଆସିବେ ପରଦାକୁ

ମୁମ୍ବାଇ: ଅମୀର ଖାଁ ଅଭିନୀତ ଓ ରାଜକୁମାର ହିରାନୀ ନିର୍ଦ୍ଦେଶିତ ଥ୍ରୀ ଇଡିଏଟ୍ସର ସୀକ୍ୱେଲକୁ ନେଇ ବେଶ କିଛି ଦିନ ହେବ ଖବର ପ୍ରକାଶ ପାଇ ଆସୁଛି । ନୂତନ ରିପୋର୍ଟ ଅନୁସାରେ ଫିଲ୍ମମେକର୍ସ ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ପରଦାକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ଏହାର ସ୍କ୍ରିପ୍ଟ ଚୂଡାନ୍ତ…

Bharti singh: ପୁଣି ଥରେ ମା’ ହେଲେ କମେଡି କୁଇନ୍ ଭାରତୀ ସିଂହ, ସୁଟିଂ ସେଟରୁ ଗଲେ ହସ୍ପିଟାଲ…

ମୁମ୍ବାଇ: ଘରେ ଘରେ ପରିଚିତ ଥିବା କମେଡି କୁଇନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କମେଡି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ, ଲେଖକ-ହୋଷ୍ଟ ହର୍ଷ ଲିମ୍ବାଚିୟାଙ୍କ ଦ୍ୱାରଦେଶରେ ପୁଣି ଥରେ ଖୁସି ଆସି ପହଞ୍ଚିଛି। ଏହି ଦମ୍ପତି ସେମାନଙ୍କର…

ଛୋଟ ପରଦାରେ ଧମାଲ୍ କରିବେ ଅକ୍ଷୟ କୁମାର, ଆସୁଛି  ‘Wheel Of Fortune…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଏବଂ OTT ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଥିବା ରିଆଲିଟି ଗେମ୍ ଶୋ’ ହ୍ୱିଲ୍ ଅଫ୍ ଫର୍ଚୁନ୍ 'ର ହୋଷ୍ଟିଂ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ଛୋଟ ପରଦାକୁ ଫେରିବା ନେଇ ସୂଚନା ମିଳିଛି। ତେବେ ସୋନି…