Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Dua steals spotlight: ପୂରା ବାପାଙ୍କ କାର୍ବନ କପି ଝିଅ ଦୁଆ…ଫଟୋଶୁଟ୍‌ରେ ମମ୍ମି-ପାପାଙ୍କ ମଝିରେ ଚୋରି କରିନେଲେ…

ମୁମ୍ବାଇ: ଡିଟ୍ଟୋ ଛୋଟ ରଣଭୀରଙ୍କ ଫିମେଲ୍ ଭର୍ସନ୍! ଇଣ୍ଟରନେଟର ମନ କିଣିଲା ବେବି ଦୁଆଙ୍କ ନିଷ୍କପଟ ହସ! ଫ୍ୟାନ୍ସ କହିଲେ ବାପାଙ୍କ ଛୋଟ ପ୍ରତିଛବି! ବଲିଉଡ୍‌ର ଚର୍ଚ୍ଚିତ କପଲ୍ ଦୀପିକା ପାଦୁକୋନ୍ ଓ ରଣଭୀର ସିଂହ ଖୁବଶୀଘ୍ର ଦ୍ୱିତୀୟଥର ପାଇଁ ମାତା-ପିତା ହେବାକୁ ଯାଉଛନ୍ତି।…

“ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …

ଭୁବନେଶ୍ବର:ଓଡ଼ିଆ ଚଳଚ୍ଚିତ୍ର "ମାଳିପୁଟ ମେଲୋଡିଜ୍" ଆସନ୍ତା ସେପ୍ଟେମ୍ବର ୧୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ । କୋରାପୁଟର କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ ସହ ସଂଘର୍ଷର କାହାଣୀକୁ ନେଇ ଆସୁଛି "ମାଳିପୁଟ ମେଲୋଡିଜ୍" । ଆଧୁନିକତାର ଛାପରେ ଲୋପ ପାଉଥିବା କୂଳ ବେଉସା, ଗ୍ରାମ୍ୟ…

ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ୍ ଯାଦବଙ୍କୁ ଏକ ପୁରୁଣା ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଜେଲ୍ ଦଣ୍ଡାଦେଶରୁ ତାଙ୍କୁ ତୁରନ୍ତ ରିହାତି ମିଳିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ସାମ୍ନାରେ ଏକ କଡ଼ା ସର୍ତ୍ତ…

Hanuman Ansh: ୨୧ ବର୍ଷୀୟା ଯୁବତୀଙ୍କ କମାଲ! ପ୍ରଥମ ଫିଲ୍ମ…୧୦୦ କୋଟି ପାର୍!

ମାତ୍ର ୨୧ ବର୍ଷ ବୟସ। ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ବଡ଼ ଅଭିଜ୍ଞତା ନାହିଁ। ନା ପ୍ରଚାର, ନା ଅଛନ୍ତି ବଡ଼ ଷ୍ଟାର…ତଥାପି ତାଙ୍କ କାହାଣୀର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିଛି । ଫିଲ୍ମଟି ବି ମଧ୍ୟ ୨ କୋଟି ଟଙ୍କାରୁ କମ୍‌ ବଜେଟ୍‌ରେ ତିଆରି ହୋଇଛି। କିନ୍ତୁ ଏହି ଛୋଟ ବଜେଟ୍‌ର ଫିଲ୍ମ ଏବେ…

୧୦୦ କୋଟି ଟପିଲା ‘ହନୁମାନ ଅଂଶ’

ନୂଆଦିଲ୍ଲୀ: 'ହନୁମାନ ଅଂଶ' ଚଳଚ୍ଚିତ୍ର  ବକ୍ସ ଅଫିସରେ ଧମାଲ କରୁଛି। ଏହା ରୋଜଗାର ଦୃଷ୍ଟିରୁ ଖୁବ୍ ଦମଦାର କଲେକସନ କଲାଣି। ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର 'ହନୁମାନ ଅଂଶ।ଚଳଚ୍ଚିତ୍ରର ମୋଟ ମୋଟ ଆୟ ୧୧୭.୪୬ କୋଟିରେ ପହଞ୍ଚିଛି। ଯେତେବେଳେ ନେଟ୍ କଲେକସନ ୯୯.୯୦…

ଆପଲ୍ ପ୍ରତିଷ୍ଠାତା ଓ କୈଞ୍ଚି ଧାମ ଆଶ୍ରମର କାହାଣୀ: ଯୁବ ପ୍ରଯୋଜିକାଙ୍କୁ ଦେଲା ଫିଲ୍ମ ନିର୍ମାଣର ନୂଆ ଖୋରାକ

ମୁମ୍ବାଇ: ଆପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେକ୍ ଆଇକନ୍ ଷ୍ଟିଭ୍ ଜବସ୍ ଏବଂ ତାଙ୍କର ଭାରତୀୟ ଆଧ୍ୟାତ୍ମିକ ଯାତ୍ରା ସମ୍ପର୍କରେ ଅନେକେ ଅବଗତ । ୧୯୭୦ ଦଶକରେ ଆଧ୍ୟାତ୍ମିକ ଶାନ୍ତି ଓ ମାର୍ଗଦର୍ଶନ ଲାଭ କରିବା ପାଇଁ ସେ ଉତ୍ତରାଖଣ୍ଡ ସ୍ଥିତ କୈଞ୍ଚି ଧାମ…

ଇଣ୍ଟିମେଟ୍ ସିନ୍ ବେଳେ ଅସହଜ ଲାଗିଲେ କ’ଣ କରନ୍ତି ଷ୍ଟାର୍? ଅଭିନେତ୍ରୀ ରସିକା ଦୁଗ୍ଗଲ କହିଲେ ଏହାର ପଛର ସତ

ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ୍ ‘ମିର୍ଜାପୁର’ର ଅପାର ସଫଳତା ପରେ ଏବେ ଏହା ଉପରେ ଆଧାରିତ ‘ମିର୍ଜାପୁର- ଦ ମୁଭି’ ବଡ଼ ପରଦାକୁ ଆସିସାରିଛି ଏବଂ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଛି । ସିରିଜ୍ ଭଳି ଫିଲ୍ମରେ ମଧ୍ୟ ଅନେକ ଚର୍ଚ୍ଚିତ ଚରିତ୍ର ପୁନର୍ବାର ନଜର ଆସିଛନ୍ତି, ଯେଉଁଥିରେ…

‘ବିଗ୍ ବସ୍ ୨୦’: ସଲମାନ ଖାନ୍‌ଙ୍କ ହୋଷ୍ଟିଂରେ ଆରମ୍ଭ ହେବ ନୂଆ ସିଜିନ୍, ଜାଣନ୍ତୁ କେବେ ଏବଂ କେଉଁଠି…

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ' ‘ବିଗ୍ ବସ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ସର୍ବଦା ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳେ। ବର୍ତ୍ତମାନ ଏହି ଶୋ'ର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି କଥା ସାମ୍ନାକୁ ଆସିଛି। ଖୁବ୍‌ଶୀଘ୍ର ଟିଭି ପରଦାକୁ ଫେରୁଛି ଏହି…

Miss World 2026: ମିସ୍ ୱାର୍ଲ୍ଡ ୨୦୨୬ କ୍ରାଉନ୍ ପିନ୍ଧିଲେ ଜୋହେରି ମୋଲା

ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ ୨୦୨୬ କ୍ରାଉନ୍ ପିନ୍ଧିଲେ ଜୋହେରି ମୋଲା। ଭିଏତନାମର ନହା ଟ୍ରାଙ୍ଗରେ ଆୟୋଜିତ ମିସ୍ ୱାର୍ଲ୍ଡ ୨୦୨୬ ଟାଇଟଲ ହାତେଇଛନ୍ତି ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲା ଡୋମିନିକ୍ୟୁଜ୍। ସେ ଗ୍ରାଣ୍ଡ ଫିନାଲେରେ ସାରା ବିଶ୍ୱର ଅନେକ ସୁନ୍ଦର ପ୍ରତିଯୋଗୀଙ୍କୁ ପଛରେ ପକାଇ…