Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡରେ ଶୋକର ଛାୟା: ଅଜୟ ଦେବଗନଙ୍କୁ ଷ୍ଟାର୍ ବନାଇଥିବା ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ

ମୁମ୍ବାଇ: ବଲିଉଡରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର । ହିନ୍ଦୀ ସିନେମା ଜଗତର ବର୍ଷୀୟାନ ତଥା ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ କୁକୁ କୋହଲିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ବୟସାଧିକ୍ୟ କାରଣରୁ ସେ କିଛି ଦିନ ହେବ…

ବଢୁଛି ଟକ୍ସିକ କ୍ରେଜ; ଆଡଭାନ୍ସ ବୁକିଂରେ ୪୦ କୋଟି ପାର

ନୂଆଦିଲ୍ଲୀ: ୟଶଙ୍କ ଫିଲ୍ମ ଟକ୍ସିକ (ଟକ୍ସିକ: ଏ ଫେଇରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ) ପାଇଁ ଆଗୁଆ ବୁକିଂ ଅଗଷ୍ଟ ୨୧ ତାରିଖରେ ଆରମ୍ଭ ହୋଇଥିଲା। ଫିଲ୍ମଟି ଅଗଷ୍ଟ ୨୬ ତାରିଖରେ ଥିଏଟରରେ ମୁକ୍ତିଲାଭ କରିବ। ତେବେ ଆଗୁଆ ବୁକିଂରେ ଫିଲ୍ମଟି ଦମଦାର କଲେକ୍ସନ କରିଛି। ଗୀତୁ ମୋହନଦାସଙ୍କ…

କ୍ରିତି ସାନନଙ୍କ ‘ରାକ୍ଷୀ ବିଜ୍ଞାପନ’ ବିବାଦ ଉପରେ ବର୍ଷିଲେ କଙ୍ଗନା ରଣାୱତ: କହିଲେ,…

ମୁମ୍ବାଇ: ବଲିଉଡ୍‌ରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ନିକଟରେ ଅଭିନେତ୍ରୀ କ୍ରିତି ସାନନଙ୍କ ଏକ ରକ୍ଷାବନ୍ଧନ ବିଜ୍ଞାପନକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ, ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବଲିଉଡ୍‌ର 'କ୍ୱିନ୍' ତଥା ସାଂସଦ କଙ୍ଗନା ରଣାୱତ।…

ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’;ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର ବିଶ୍ୱାସର କାହାଣୀକୁ ନେଇ…

ଭୁବନେଶ୍ବର:ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’। ପୁନର୍ଜନ୍ମର କାହାଣୀ ସହ ପ୍ରେମ, ପରମ୍ପରା, ରହସ୍ୟ ରହିଛି ଏହି ଫିଲ୍ମରେ । ଏହି ଗଣେଶ ପୂଜାରେ ଫିଲ୍ମଟି ମୁକ୍ତିଲାଭ କରିବ । ଫିଲ୍ମ ରିଲିଜ ପୂର୍ବରୁ ଅଡିଓ ଓ ଟ୍ରେଲର ରିଲିଜ ହୋଇଯାଇଛି । ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର…

୨୧ ବର୍ଷ ପରେ ନେଗେଟିଭ୍ ଭୂମିକାରେ ଫେରୁଛନ୍ତି ଅଜୟ ଦେବଗନ?

ମୁମ୍ବାଇ: ବଲିଉଡର ସିଙ୍ଘମ୍ ତଥା ଭର୍ସାଟାଇଲ୍ ଅଭିନେତା ଅଜୟ ଦେବଗନ୍ ଖୁବଶୀଘ୍ର ଦର୍ଶକଙ୍କୁ ଏକ ନୂଆ ଏବଂ ଭୟାନକ ଅବତାରରେ ନଜର ଆସିବାକୁ ଯାଉଛନ୍ତି । ଦୀର୍ଘ ୨୧ ବର୍ଷର ବ୍ୟବଧାନ ପରେ ସେ ପୁଣିଥରେ ଏକ 'ସୁପରନେଚୁରାଲ୍ ଥ୍ରିଲର୍' ବା ଅଲୌକିକ ହରର୍ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତୁତ…

‘ମଧୁବାଲା’ଙ୍କ ବାୟୋପିକରେ ନଜର ଆସିବେ ସାରା ଅର୍ଜୁନ, ଜାଣନ୍ତୁ କେବେଠୁ ସୁଟିଂ ଆରମ୍ଭ…

ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ତାଙ୍କର ଆଗାମୀ ଫିଲ୍ମ "ଲଭ୍ ଆଣ୍ଡ୍ ୱାର୍"ର ସୁଟିଂ ଶେଷ କରିବାକୁ ଯାଉଛନ୍ତି। ଏହା ପରେ ସେ ତାଙ୍କର ପରବର୍ତ୍ତୀ ଖାସ୍ ପ୍ରୋଜେକ୍ଟରେ କାମ ଆରମ୍ଭ କରିବେ। ରିପୋର୍ଟରୁ ଜଣାପଡିଛି ଯେ ସେ ହିନ୍ଦୀ ସିନେମାର ପ୍ରସିଦ୍ଧ…

ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର

ନୂଆଦିଲ୍ଲୀ: ସାଉଥର ଲୋକପ୍ରିୟ ଆକ୍ସନ ଅଭିନେତା ଅଜିଥ କୁମାରଙ୍କ ରେସିଂ କାର ପୂନର୍ବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଉଥ୍ ସୁପରଷ୍ଟାର ତଥା ପେସାଦାର ରେସର୍ ଅଜିଥ୍ କୁମାର ୟୁରୋପରେ ଆୟୋଜିତ ଏକ କାର୍ ରେସିଂ ପ୍ରତିଯୋଗିତା ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବେଲଜିୟମ୍‌ର…

ଏହି ଦିନ ପରାଦକୁ ଆସିବ ‘ଦଣ୍ଡକାଳୀ-ଦ ଫ୍ଲେମ୍ ଅଫ ଜଷ୍ଟିସ’ , ରିଲିଜ ହେଲା ଫିଲ୍ମ ଟିଜର

ଭୁବନେଶ୍ବର:ଚଳିତବର୍ଷ ଗଣେଶ ପୂଜାରେ ମୁକ୍ତିଲାଭ କରିବ ସିନେକ୍ରାଫ୍ଟ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ– ଦ ଫ୍ଲେମ୍ ଅଫ୍ ଜଷ୍ଟିସ୍’ । ପରମ୍ପରା ଓ ଆଧୁନିକ ସିନେମାର ମିଶ୍ରଣରେ ପ୍ରସ୍ତୁତ ଏହି ସିନେମା ଦଣ୍ଡନାଚର ପରମ୍ପରାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବ । ତେବେ ସିନେମା…

Pranab Patnaik: ପଞ୍ଚଭୂତରେ ଲୀନ ସ୍ୱର କିମ୍ବଦନ୍ତୀ ପ୍ରଣବ ପଟ୍ଟନାୟକ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ଏକ ସୁବର୍ଣ୍ଣ ଅଧ୍ୟାୟର ଅବସାନ ହୋଇଛି। ଓଡ଼ିଶାର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ନିଜ ସ୍ୱରର ଚିର ଛାପ ଛାଡ଼ିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ଶୁକ୍ରବାର ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ…

ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍‌ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨

ମୁମ୍ବାଇ:ବଲିଉଡ୍ ଷ୍ଟାର୍ ସନ୍ନି ଦେଓଲ୍ ଏବଂ ଜଣାଶୁଣା ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ଯୋଡ଼ି ବଟୱାରା ୧୯୪୭ ପରେ ପୁଣିଥରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି । ଏହି ଯୋଡ଼ି ଘାୟଲ, ଦାମିନୀ ଓ ଘାତକ ଭଳି ସୁପରହିଟ୍ ଫିଲ୍ମ ଦେଇଛନ୍ତି ।  ଏବେ ସେମାନଙ୍କର ୫ମ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି…