Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏହି ଦିନ ପରଦାକୁ ଆସିବ ‘ମର୍ଦାନୀ’ ୩

ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ 'ମର୍ଦାନୀ ୩' କୁ ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମର ପୂର୍ବ ଦୁଇଟି ଭାଗ କୁ ଲୋକ ମାନେ ଖୁବ୍ ପସନ୍ଦ କରିଥିଲେ ଓ ଏହା ବକ୍ସ ଅଫିସ ରେ ମଧ୍ୟ ରେକର୍ଡ ଭାଙ୍ଗିଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମର ପାର୍ଟ ୩ର ରିଲିଜ ତାରିଖ…

ପ୍ରିୟଦର୍ଶନଙ୍କ ଫିଲ୍ମରେ ଅନ୍ଧ ହେବେ ସୈଫ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ ଏବେ ଲୋକପ୍ରିୟ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ଏକ ଅନ୍ଧ ଲୋକଙ୍କ ଭୂମିକା କରିବେ । ଏହି ଫିଲ୍ମ ନେଇ ସେ ବେଶ ଉତ୍ସାହିତ ଅଛନ୍ତି ବୋଲି ସୈଫ କହିଛନ୍ତି । ମୋହନଲାଲ ଅଭିନୀତ ମାଲାୟଲମ ଫିଲ୍ମ…

ନ୍ୟୁମେରୋଲଜି ବଦଳାଇଦେଲା ଜୀବନ: ମୁସଲମାନ ହୋଇ ମଧ୍ୟ ନୁଶରତ କରନ୍ତି ମାଆ ସନ୍ତୋଷୀଙ୍କ ବ୍ରତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚା ନ୍ୟୁମେରୋଲଜିକୁ ଅଧିକ ବିଶ୍ୱାସ କରନ୍ତି। ସେଥିପାଇଁ ସେ ତାଙ୍କ ନାମର ବନାନ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ନାମ ନୁସରତ ଭରୁଚା ଠାରୁ ନୁଶ୍ରତ ଭରୁଚା ନାମରେ ପରିବର୍ତ୍ତନ କରିଛନ୍ତି। ଆଉ ଏହା ପରେ ତାଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିଛି।…

ଚନ୍ଦୁ ଚାମ୍ପିୟନ ପାଇଁ ପ୍ରଥମ ପସନ୍ଦ ଥିଲେ ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ତାଙ୍କ ଅଳ୍ପ ଦିନ ଫିଲ୍ମ କ୍ୟାରିୟରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଭଲ ଫିଲ୍ମ ଚୟନ କରୁଥିଲେ । ୨୦୨୦ରେ ହଠାତ ତାଙ୍କ ମୃତ୍ୟୁ ଖବର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହାଲାଇ ଦେଇଥିଲା । ଯେତେବେଳେ ତାଙ୍କର ମୃତ୍ୟୁ ହେଲା ସେତେବେଳେ…

ଥମୁନି ଯାତ୍ରା କଳି: ବାପି ପଣ୍ଡାଙ୍କୁ କ୍ଷମା ମାଗିବାକୁ ଦାବି କଲେ ଯାତ୍ରା ମାଲିକ

ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କଳାକାର ଓ ଯାତ୍ରା ପାର୍ଟି ମାଲିକମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଯାତ୍ରା ମାଲିକମାନେ କଳାକାରମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା କ୍ଷମା ନ ମାଗିଲେ…

ଏପ୍ରିଲ ୨୫ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ରାକେଟ’

ଭୁବନେଶ୍ବର: ଏପ୍ରିଲ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା 'ରାକେଟ'। ଶ୍ରୀ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅଛନ୍ତି ଶ୍ରୀଲେଖା ପଣ୍ଡା। ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ଯୁବ ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି। କାହାଣୀ ରଚନା କରିଛନ୍ତି ହେମନ୍ତ ପାତ୍ର ।…

ଗୋଆରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘ଲଢେଇ’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ବଡ ଖୁସି ଖବର।ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ଲଢେଇ' ଆଗାମୀ ଦିନରେ ଗୋଆରେ ପ୍ରଦର୍ଶିତ ହେବାକୁ ଯାଉଛି। ଗୋଆ ସରକାର ଏକଥା ସ୍ପଷ୍ଟ କରିଛନ୍ତି। ନିକଟରେ ଗୋଆ ଓଡ଼ିଆ ସମାଜ ଏବଂ ଗୋଆ…

୧୩ ଥର ପରେ ଏଥର ରିଲିଜ ହେବ କି ବବି ଦେଓଲଙ୍କ ଏହି ଫିଲ୍ମ

ମୁମ୍ବାଇ: ସାଉଥର ସୁପରଷ୍ଟାର ପୱନ କଲ୍ୟାଣ ଓ ବବି ଦେଓଲଙ୍କ ବହୁ ପ୍ରତୀକ୍ଷିତ ହରି ହର ବୀର ମଲ୍ଲୁ ଫିଲ୍ମ ଏବେ ବାରମ୍ବାର ରିଲିଜ ତାରିଖ ଘୁଂଚିବା ନେଇ ଚର୍ଚ୍ଚାରେ ରହିଛି । ୧୩ ଥର ରିଲିଜ ତାରିଖ ଘୁଂଚିବା ଯୋଗୁ ପ୍ରଶଂସକମାନେ ମଧ୍ୟ ହତାଶ ହୋଇ ପଡିଲେଣି । ୨୦୨୦ ପରଠାରୁ ଏହି ଫିଲ୍ମର ରିଲିଜ…

ସଲମାନଙ୍କୁ ହତ୍ୟା ଧମକ, ଗୁଜରାଟରୁ ଅଭିଯୁକ୍ତ ଚିହ୍ନଟ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। ସୋମବାର ସକାଳେ ମୁମ୍ବାଇର ଓ୍ଵର୍ଲି ଟ୍ରାଫିକ ବିଭାଗର ହ୍ଵାଟ୍ସଆପ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଥିଲା। ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ହତ୍ୟା କରିବା ସହ ତାଙ୍କ ଗାଡ଼ିକୁ ବମ୍‌ରେ ଉଡ଼ାଇ ଦେବା…

‘ଘରେ ପଶି ମାରିବୁ ‘, ପୁଣି ସଲମାନଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ପୁଣି ଭାଇଯାନଙ୍କୁ ମିଳିଲା ହତ୍ୟା ଧମକ। ଏହାର ସିଧା ଘରେ ପଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଛି। ଏଥିସହିତ ସଲମାନ ଖାନଙ୍କ କାର ଉପରେ ମଧ୍ୟ ବୋମା ମାଡ଼ କରିବାର ନୂଆ ଧମକ ଦେଇଛି ଦୃର୍ବୁତ୍ତ। ସେପଟେ ଏନେଇ ୱର୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। କିଏ ଏଭଳି ଧମକ…