Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କପିଲ ଶର୍ମାଙ୍କ କାଫେରେ ୩ୟ ଥର ପାଇଁ ଗୁଳିଚାଳନା

ଓଟାଓ୍ବା: ପୁଣି ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳି ମାଡ ହୋଇଛି । କାନାଡାର ସରେରେ ଥିବା କାପ୍ସ କାଫେ ଉପରକୁ ୩ୟ ଥର ପାଇଁ ଏହି ଗୁଳିମାଡ ହୋଇଛି । ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣା ପଡିଛି । ଏହାର ଏକ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଗୁଳିକାଣ୍ଡ ପାଇଁ…

ଚଳିତ ବର୍ଷର ଟପ୍ ୫ ରେ ଅଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରତିବର୍ଷ ଅନେକ ଫିଲ୍ମ ଆସୁଛି । କାହାକୁ ଦର୍ଶକ ପସନ୍ଦ କରୁଛନ୍ତି ପୁଣି କାହାକୁ ପସନ୍ଦ କରୁନାହାଁନ୍ତି । ଚଳିତବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଛି । ଏହି ଫିଲ୍ମ ଗୁଡିକରେ ଯେଉଁ ଅଭିନେତ୍ରୀ ଅଛନ୍ତି ସେମାନଙ୍କପ୍ୱହୁତ ପ୍ରଂଶସା କରାଯାଉଛି । ଆଶ୍ଚର୍ଯ୍ୟର କଥା…

ଉତ୍କଣ୍ଠା ସୃଷ୍ଟି କରୁଛି ବବିଙ୍କ ଖଳନାୟକ ରୂପ

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ବବି ଦେଓଲ ନିଜ କ୍ୟାରିୟରକୁ ବଂଚାଇବାରେ ସଫଳ ହୋଇଥିଲେ । ଏହି ଫିଲ୍ମ ମାଧ୍ୟମରେ ସେ ଖଳନାୟକ ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକମାନେ ତାଙ୍କ ଫିଲ୍ମକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ନାମ ଘୋଷଣା କରାଯାଇ ନ ଥିବା ଏହି…

ନୋ ଏଂଟ୍ରିର ସୀକ୍ୱେଲରୁ ଓହରି ଗଲେ କି ବରୁଣ !

ମୁମ୍ବାଇ: ନୋ ଏଂଟ୍ରିର ସୀକ୍ୱେଲ ପୂନର୍ବାର ଚର୍ଚ୍ଚାରେ ରହିଛି । ନିର୍ଦ୍ଦେଶକ ଅନୀସ ବଜମୀ ଓ ପ୍ରଡ୍ୟୁସର ବୋନୀ କାପୁର ଏହି ଫିଲ୍ମ ଘୋଷଣା ହେବା ପରଠାରୁ କୌଣସି ନା କୌଣସି କାରଣ ନେଇ ଚର୍ଚ୍ଚାରେ ରହୁଛି । ଅର୍ଜୁନ କାପୁର, ଦିଲଜିତ ଦୋସାଂଝା ଓ ବରୁଣ ଧାୱନ ନୋ ଏଂଟ୍ରି ୨ରେ ଅଭିନୟ କରିବେ ବୋଲି…

ଅଜୟ ଦେବଗାନ, ରକୂଲଙ୍କ ଦେଦେ ପ୍ୟାର ଦେ ୨ ଏହି ତାରିଖରେ ରିଲିଜ ହେବ

ମୁମ୍ବାଇ: ଅଜୟ ଦେବଗାନ ଓ ରକୂଲ ପ୍ରୀତି ସିଂ ଅଭିନୀତ ଦେଦେ ପ୍ୟାର ଦେ ୨ର ରିଲିଜ ତାରିଖ ସମ୍ମୁଖକୁ ଆସିଛି । ରୋମାନ୍ସ, କମେଡୀ ଓ ଫ୍ୟାମିଲା ଡ୍ରାମରେ ଭରପୂର ଏହି ଫିଲ୍ମ ୧୪ ନଭେମ୍ବର ୨୦୨୫ରେ ରିଲିଜ ହେବ । ଫିଲ୍ମର ଫାର୍ଷ୍ଟ ଲୁକ ମୋଶନ ପୋଷ୍ଟର ଇତି ମଧ୍ୟରେ ରିଲିଜ ହୋଇଛି । ଏଥିରେ ଅଜୟ,…

ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ତାଲିକାରେ ସାମିଲ ହେଲା ‘ଚାରିଧାମ’

ଭୁବନେଶ୍ବର: ଫିଲ୍ମ ହଲରେ ଧମାଲ କରୁଛି ଓଡ଼ିଆ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ 'ଚାରିଧାମ' ଫିଲ୍ମ । ରିଲିଜ ହେବାର ଦୁଇ ସପ୍ତାହ ମଧ୍ୟରେ ୧୦ କୋଟି ପାଖାପାଖି ଇନକମ କରିସାରିଛି ଫିଲ୍ମଟି । ଯାହା ସର୍ବାଧିକ ଇନକମ କରିଥିବା ଫିଲ୍ମ ଭିତରେ ସ୍ଥାନ ପାଇଛି ଚାରିଧାମ । ଫିଲ୍ମକୁ ନେଇ ଲୋକଙ୍କ…

Odia Film Vaastav: ଧମାକା ହେବ ଓଡିଆ ଫିଲ୍ମ ‘ବାସ୍ତବ’, ନଜର ଆସିବେ ବଲିଉଡର ଆନିମଲ ଆକ୍ଟର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ରିଲିଜ ହେବ ଓଡିଆ ଫିଲ୍ମ 'ବାସ୍ତବ' । ନିଚ୍ଛକ ଓଡିଆ କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଛି । ଏଥିରେ ବଲିଉଡ ଷ୍ଟାର ଅଭିନେତା ତୁଷାର ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀଭାବେ ଅଙ୍କିତା ରହିଛନ୍ତି। 'ବାସ୍ତବ' ଚଳଚ୍ଚିତ୍ର ସହ ଓଲିଉଡରେ ଡେବ୍ୟୁ…

ଦୀପିକା ପାଦୁକୋନ ହେଲେ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଦ ଲିଭ୍ ଲଭ୍ ଲାଫ୍ (LLL) ଫାଉଣ୍ଡେସନ୍ ମାନସିକ ସଚେତନତା ପ୍ରସାର ପାଇଁ କାମ କରେ । ଦୀପିକା ନିଜେ ଡିପ୍ରେସନ୍ ଅନୁଭବ କରିବା ପରେ ମଧ୍ୟ ବ୍ୟକ୍ତିଗତ ଭାବରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ବର୍ତ୍ତମାନ, ତାଙ୍କୁ…

ଓଟିଟି ୱାର୍ଲ୍ଡରେ ହ୍ରିତିକ ରୋଶନଙ୍କ ଏଂଟ୍ରି

ମୁମ୍ବାଇ: ହ୍ରିତିକ ରୋଶନ ଓ ତାଙ୍କ କମ୍ପାନୀ ଏଚଆରଏକ୍ସ ଫିଲ୍ମସ ଓଟିଟି ୱାର୍ଲ୍ଡରେ ଏଂଟ୍ରି କରିଛନ୍ତି । ପ୍ରାଇମ ଭିଡିଓରେ ଷ୍ଟର୍ମ ନାମକ ଏହି ସିରିଜକୁ ଅଜିତ ପାଲ ସିଂ ନିର୍ଦ୍ଦେଶନା ଦେବେ । ଅଜିତ ପାଲ ସିଂ, ଫ୍ରାସ୍ୱା ଲୁନେନା ଓ ସ୍ୱାତୀ ଦାସ ଏହାର କାହାଣୀ ଲେଖିଛି । ଏହାକୁ ହ୍ରିତିକ…