Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାହ୍ନବୀଙ୍କୁ ମିଳିଲା ୪ କୋଟି ଟଙ୍କାର ସରପ୍ରାଇଜ୍ ଗିଫ୍ଟ, ଭିଡିଓ ଦେଖି ଫ୍ୟାନ୍ସ ତାଜୁବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେହି ଜଣେ ବ୍ୟକ୍ତି ଅଭିନେତ୍ରୀଙ୍କୁ ବହୁତ ମୂଲ୍ୟବାନ ଉପହାର ଦେଇଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ସୁନ୍ଦର କାର ଦେଖାଯାଉଛି। ତେବେ କିଏ ଜାହ୍ନବୀ…

ଟଏଲେଟ୍ ଫିଲ୍ମ ଫ୍ଲପ୍; ଜୟାଙ୍କୁ ଜବାବ ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଫିଲ୍ମଫେୟାର ଆୱାର୍ଡ ରେ ପୁରସ୍କୃତ ହୋଇଥିବା ଫିଲ୍ମ "ଟଏଲେଟ୍: ଏକ୍ ପ୍ରେମ କଥା" ବଲିଉଡର ସୁପର ହିଟ୍ ଫଲ୍ମମାନଙ୍କ ମଧ୍ୟରେ ଗଣାଯାଇଥାଏ। କିନ୍ତୁ କିଛଦିନ ପୂର୍ବରୁ ଜୟା ବଚ୍ଚନ ଏହି ଫିଲ୍ମ କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଅକ୍ଷୟ କୁମାର ନିଜର ଆଗାମୀ ଚଳଚ୍ଚିତ୍ର କେଶରୀ ୨…

ପରଦାରେ ଶ୍ରୁତି ମହାପାତ୍ରଙ୍କ ସଂଘର୍ଷର କାହାଣୀ ‘ପାଦେ ଆକାଶ’

ଭୁବନେଶ୍ବର: ପରଦାରେ ‘ପାଦେ ଆକାଶ’ । ଶୁକ୍ରବାର ସିନେମା ହଲରେ ମୁକ୍ତିଲାଭ କରିଛି ଫିଲ୍ମ ‘ପାଦେ ଆକାଶ’ । ସତ୍ୟ ଘଟଣା ଉପରେ ଆଧାରିତ ସିନେମା ପାଦେ ଆକାଶ, ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନର ଏକ ଅଲିଭା କାହାଣୀ । ଯେଉଁଥିରେ ଶ୍ରୁତିଙ୍କ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ…

କପିଲ୍ ଶର୍ମାଙ୍କ ଶକିଂ ଟ୍ରାନ୍ସଫର୍ମେସନ, ଚିନ୍ତାରେ ଫ୍ୟାନ୍ସ… 

ମୁମ୍ବାଇ: 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ସିଜିନ୍ ୩ ଜରିଆରେ ଟିଭି ପରଦାକୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା କପିଲ୍ ଶର୍ମା। ନିକଟରେ କପିଲଙ୍କୁ ଏୟାରପୋର୍ଟରେ ଦେଖାଯାଇଥିଲେ। ସେ ଏକ ଷ୍ଟାଇଲିସ୍ ଟିଲ୍ କୋ-ଅର୍ଡ ସେଟ୍ ପିନ୍ଧିଥିଲେ। ତାଙ୍କର ପତଳା ଚେହେରା ଦେଖି ଅନେକ…

ବଲିଉଡରେ ଶେଷ ହେଉଛି ଖାଁଙ୍କ ଯୁଗ

ବଲିଉଡରେ ଏବେ ଶେଷ ହେବାକୁ ଯାଉଛି ଖାଁଙ୍କ ଯୁଗ । ୯୦ ଦଶକରୁ ଅମୀର ଖାଁ, ଶାହାରୁଖ ଖାଁ ଓ ସଲମାନ ଖାଁ ବଲିଉଡରେ ରାଜୁତି କରିଥିଲେ । ଏବେ ଏହି ୩ ହୀରୋଙ୍କ ବୟସ ୬୦ ଛୁଇଁଲାଣି । ଯୁବ ପିଢ଼ୀ ମଧ୍ୟ ଏମାନଙ୍କ ପ୍ରତି ଆଉ ସେତେଟା ଆକୃଷ୍ଟ ହେଉ ନାହାନ୍ତି । ସଲମାନଙ୍କ ସିକନ୍ଦର ଫିଲ୍ମ ଏ ଭଳି ଭାବେ…

ଆମେରିକାରେ ହ୍ରିତିକଙ୍କ କାର୍ଯ୍ୟକ୍ରମକୁ ନେଇ ଉପୁଜିଲା ବିବାଦ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ବିବାଦ ଉପୁଜିଛି । ଟେକ୍ସାସ, ଡଲାସ ଓ ଆଟାଲାଂଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଏକ ସ୍ପେଶାଲ ଟିକେଟ କିଣିଲେ ହ୍ରିତିକଙ୍କୁ ଭେଟିପାରିବେ ଓ ଫଟୋ ଉଠାଇପାରିବେ ବୋଲି ପ୍ରଶଂସକଙ୍କୁ…

କ୍ରିଶ ୪ରେ ହ୍ରିତିକଙ୍କ ଟ୍ରିପଲ ରୋଲ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ କ୍ରିଶ ୪କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି । ଏବେ ରିପୋର୍ଟ ଅନୁସାରେ ହ୍ରିତିକ ଏହି ଫିଲ୍ମରେ ଟ୍ରିପଲ ରୋଲ କରିବେ । ଏଥିରେ ସେ ଉଭୟ ନାୟକ ଏବଂ ଖଳନାୟକ ଭୂମିକା କରିବେ । ୨୦୦୩ରେ ହ୍ରିତିକଙ୍କ କୋଇ ମିଲ ଗୟା ବକ୍ସ ଅଫିସରେ ଭଲ…

ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିବସରେ ନୂଆ ଫିଲ୍ମର ଘୋଷଣା କଲେ ଅଟଲୀ କୁମାର

ମୁମ୍ବାଇ: ୱାଇଲ୍ଡ ଫାୟାର ପୁଷ୍ପାରାଜ ତାଙ୍କ ଆଗାମୀ ଫିଲ୍ମ ମାଧ୍ୟମରେ ପୂନର୍ବାର ସିନେମା ଦୁନିଆରେ ନିଆଁ ଲଗାଇବାକୁ ଆସିଛନ୍ତି । ପ୍ୟାନ ଇଣ୍ଡିଆ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ୪୩ ତମ ଜନ୍ମ ଦିବସ ଅବସରରେ ଅଟଲୀ କୁମାର ନୂଆ ଫିଲ୍ମର ଘୋଷଣା କରି ପ୍ରଶଂସକଙ୍କୁ ବଡ ଉପହାର ପ୍ରଦାନ କରିଛନ୍ତି ।…

ଶ୍ରୀଲୀଲାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ଯୁବ ପିଢ଼ୀଙ୍କ ପ୍ରିୟ ଅଭିନେତା ସାଜିଛନ୍ତି । କ୍ରମାଗତ ହିଟ ଫିଲ୍ମ ଦେଇ ସେ ଷ୍ଟାର ପାଲଟି ଯାଇଛନ୍ତି । କାର୍ତିକଙ୍କ ନାମ ଏବେ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ଯୋଡାଯାଉଛି । ଅବଶ୍ୟ ପୂର୍ବରୁ ସାରା ଅଲୀ ଖାଁ ଓ ଜାହ୍ନବୀ କାପୁରଙ୍କ ସହ ମଧ୍ୟ…

ଶେଷ ହେଲେ ଅନନ୍ତଙ୍କ ପଦଯାତ୍ରା, ଦ୍ବାରିକାଧୀଶଙ୍କୁ ଦର୍ଶନ କଲେ ଅମ୍ବାନୀ ପରିବାର

ମୁମ୍ବାଇ: ଶେଷ ହେଲା ଅନନ୍ତ ଅମ୍ବାନିଙ୍କ ଦ୍ବାରିକା ପଦଯାତ୍ରା । ଦୀର୍ଘ ୧୩୦ କିମି ଯାତ୍ରା କରି ଶେଷରେ ଦ୍ବାରିକାଧୀଶଙ୍କୁ ଦର୍ଶନ କରିଛନ୍ତି ଅନନ୍ତ । ଅନନ୍ତ ଅମ୍ବାନୀଙ୍କ ସହ ମା’ ନୀତା ଅମ୍ବାନୀ ଓ ପତ୍ନୀ ରାଧିକା ମର୍ଚାଣ୍ଟ ମଧ୍ୟ ଦ୍ଵାରିକାଧୀଶଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ଦର୍ଶନ…