Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଧାର୍ମିକ ଫିଲ୍ମ କରିବାକୁ ଚାହୁଁଛି: ବାବା ବିଶ୍ୱନାଥଙ୍କ ଦର୍ଶନ ପରେଏମିତି କଲେ ସନ୍ନି ଲିଓନି

ମୁମ୍ୱାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସନ୍ନି ଲିଓନି । ନିକଟରେ ସେ ବାରାଣାସୀରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହିତ ସେ ଗଙ୍ଗା ଆଳତୀରେ ଭାଗ ନେଇଥିଲେ, ଯାହାର ଭିଡିଓ ସନ୍ନି ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ବ୍ୟତୀତ…

ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ : ପ୍ରତିକ୍ରିୟା ରଖିଲେ ଆଲିଆ

ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ୱିଥ୍ କରଣରେ ଅଂଶଗ୍ରହଣ କରିଥିଲେ । ଏହି ଶୋ’ରେ ଆଲିଆ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ । ଏହି ଶୋ’ରେ ସେ ତାଙ୍କ ବିବାହିତ ଜୀବନ ବିଷୟରେ କହିଥିଲେ । ତାଙ୍କ ସହିତ ଏହି ଶୋକୁ ଆସିଥିଲେ ନଣନ୍ଦ କରୀନା କପୁର ।…

ଆଉ ନାହାନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

ଜଗତସିଂହପୁର: ଆଉ ନାହାନ୍ତି ଘରେ ଘରେ ପରିଚିତ ଓଡିଆ ଯାତ୍ରା କଳାକାର ତଥା କମେଡିଆନ୍ ରବି ଶତପଥୀ। ଜଗତସିଂହପୁର ଜିଲ୍ଲାର ଏହି ନାମକରା ଓଡିଆ ଯାତ୍ରା କଳାକାରଙ୍କର ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବି…

ରଜନୀକାନ୍ତ କଲେ ଭବିଷ୍ୟବାଣୀ: ବିଶ୍ୱକପ୍ ଜିତିବ ଭାରତ

ମୁମ୍ବାଇ: ବୁଧବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରନ୍ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍‌କୁ ବୁଡ଼ାଇ ଦେଇ ମ୍ୟାଚ୍ ଜିତିଛି ଭାରତ । ଏବେ ସମସ୍ତେ ଉତ୍ସାହର ସହିତ ନଭେମ୍ବର ୧୯ ତାରିଖକୁ ଅପେକ୍ଷା କରିଛନ୍ତି । କାରଣ ଏହି ଦିନ ଅପରାହ୍ନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ-୨୦୨୩ ର…

ସୋନମଙ୍କ ପାର୍ଟିରେ ଫୁଟବଲ ତାରକା ଡେଭିଡ୍ ବେକ୍‌ହାମ୍‌

ମୁମ୍ବାଇ: ମୁମ୍ବାଇ ଗସ୍ତରେ ଆସିଛନ୍ତି ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍‌ବଲ୍ ତାରକା ଡେଭିଡ୍ ବେକହାମ୍ । ସେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ୱାମୀ…

ଡିପ୍‌ଫେକର ଶିକାର ହେଲେ କାଜୋଲ, ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା , ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପରେ ଏବେ ଡିପ୍‌?ଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି ଅଭିନେତ୍ରୀ କାଜୋଲ । କାଜୋଲଙ୍କ ଏକ ନକଲି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ଐଶ୍ୱର୍ଯ୍ୟାଙ୍କ ପରେ ନିନା ଗୁପ୍ତାଙ୍କୁ ଥଟ୍ଟା କଲେ ପାକ କ୍ରିକେଟର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କୁ ପାକିସ୍ତାନର ପୂର୍ବତନ କ୍ରିକେଟର ଥଟ୍ଟା କରିବା ପରେ ଏବେ ପୁଣି ଜଣେ ଅଭିନେତ୍ରୀଙ୍କୁ ଥଟ୍ଟା କରିଛନ୍ତି ପାକ୍ କ୍ରିକେଟର । ଏପରି ମନ୍ତବ୍ୟକୁ ନେଇ ବଲିଉଡ଼ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍…

ବିଗ୍ ବି ଙ୍କୁ ବିଶ୍ବକପ ଫାଇନାଲ ମ୍ୟାଚ ଦେଖିବାକୁ କାହିଁକି ମନା କଲେ ଫ୍ୟାନ୍ସ? ପଢନ୍ତୁ ସମ୍ପୂର୍ଣ୍ଣ ଖବର…

ମୁମ୍ବାଇ : ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଏବେ ଭାରତ ୧୯ତାରିଖରେ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଦେଖିବା ପାଇଁ ସାରା ବିଶ୍ବ ଚାତକ ଭାବେ ଚାହିଁ ବସିଥିବା ବେଳେ…

ଡିସେମ୍ବରରେ ପରଦାକୁ ଆସିବ ମିଥୁନଙ୍କ ‘କାବୁଲିୱାଲା’

ମୁମ୍ବାଇ: ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘କାବୁଲିୱାଲା’ । ଏହି ଫିଲ୍ମଟି ଆସନ୍ତା ଡିସେମ୍ବରରେ ଖ୍ରୀଷ୍ଟମାସ ଅବସରରେ ପରଦାକୁ ଆସିବ । ଏସ୍‌ଭିଏଫ୍ ଏବଂ ଜିଓ ଷ୍ଟୁଡିଓ ପକ୍ଷରୁ ଫିଲ୍ମର ଅଫିସିଆଲ ପୋଷ୍ଟର ରିଲିଜ୍…

‘ଟିମ୍ ଇଣ୍ଡିଆ’ ଜର୍ସି ପିନ୍ଧି ଫିଲ୍ମ ‘ଆନିମଲ୍‌’ର ପ୍ରମୋସନ କଲେ ରଣବୀର

ମୁମ୍ବାଇ: ମୁମ୍ବାଇର ‘ୱାଙ୍ଖେଡ଼େ ଷ୍ଟାଡିୟମ୍‌’ରେ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମି-ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲଶ । ଏହି ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ବହୁ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଭିଡ଼ ଜମାଇଥିଲେ । ସେମାନଙ୍କ ମଧ୍ୟରେ ରଣବୀର କପୁର ମଧ୍ୟ…