Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବକ୍ସ ଅଫିସରେ ମହା ଲଢେଇ; ହ୍ରିତିକ୍ ରୋଶନଙ୍କ ‘ୱାର ୨’କୁ ଟକ୍କର ଦେବ ରଜନୀକାନ୍ତଙ୍କ…

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କୁଲି'ର ରିଲିଜ ଡେଟ ଘୋଷଣା ହୋଇଯାଇଛି। ଏହି ଫିଲ୍ମଟି ସ୍ୱାଧୀନତା ଦିବସ ପୂର୍ବ ଦିନ ଅର୍ଥାତ ୧୪ ଅଗଷ୍ଟରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ। ସନ୍ ପିକଚର୍ସ ନିଜର X ଆକାଉଣ୍ଟରୁ ଏହାର ଏକ ଫଟୋ ପୋଷ୍ଟ କରିଛି। ଯେଉଁଥିରେ…

ଗଙ୍ଗାରାମରେ ସଲମାନ ଗଙ୍ଗା, ସଞ୍ଜୟ କରିବେ ରାମଙ୍କ ଭୂମିକା

ମୁମ୍ବାଇ: ସିକନ୍ଦର ଫିଲ୍ମ ରିଲିଜ ହେବା ପରେ ପରେ ସଲମାନ ଖାଁ ତାଙ୍କର ପରବର୍ତୀ ପ୍ରୋଜେକ୍ଟ ଉପରେ କାମ କରିବା ଆରମ୍ଭ କରିଛନ୍ତି । ସଲମାନ ଖାଁ ଓ ସଞ୍ଜୟ ଦତ ଖୁବ ଶୀଘ୍ର ଗଙ୍ଗାରାମ ନାମକ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏଥିରେ…

ବୁକମାଇ ଶୋ’ରୁ ଆଉଟ୍ କୁନାଲ କାମରା!

ମୁମ୍ବାଇ: ଲୋକପ୍ରିୟ ଟିକେଟ୍ ବୁକିଂ ପ୍ଲାଟଫର୍ମ ବୁକମାଇ ଶୋ ତାର ବିକ୍ରୟ ଏବଂ କଳାକାର ଲିଷ୍ଟରୁ ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କାମରାଙ୍କ ନାମ ହଟାଇ ଦେଇଛି। ଏନେଇ ଶିବସେନା (ସିନ୍ଦେ ଗୋଷ୍ଠୀ)ର ସୋସିଆଲ ମିଡିଆ ପ୍ରଭାରୀ ରାହୁଲ କନାଲ ଦାବି କରିଛନ୍ତି। ଏପରିକି ସେ ଏହି ନିଷ୍ପତ୍ତି ପାଇଁ…

ବଜରଙ୍ଗୀ ଭାଇଜାନ ସୀକ୍ୱେଲ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସଲମାନ

ମୁମ୍ବାଇ: ସଲମାନ ଖାଁ ସିକନ୍ଦର ଫିଲ୍ମର ସଫଳତା ନେଇ ବେଶ ଆଶାୟୀ ଥିଲେ । ଏହା ପୂର୍ବରୁ ତାଙ୍କର ଅନ୍ୟ ଫିଲ୍ମଗୁଡିକ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲା । ତେବେ ଭାଇଜାନଙ୍କ ପୂନର୍ବାର ନିରାଶ ହେବାକୁ ପଡିଛି । ସିକନ୍ଦର ଫିଲ୍ମକୁ ଦର୍ଶକମାନେ ନାପସନ୍ଦ କରିଛି । ବକ୍ସ ଅଫିସରେ ଏହା…

ଷଷ୍ଠ ଦିନରେ ବି ୧୦୦ କୋଟି ଆୟ କରିବାରେ ଅସଫଳ ‘ସିକନ୍ଦର’

ମୁମ୍ବାଇ: ମାର୍ଚ୍ଚ ୩୦ ତାରିଖରେ ତଥା ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଭାଇଜାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ସିକନ୍ଦର' ଭଲ ରେକର୍ଡ କରିବାରେ ବିଫଳ ହୋଇଛି । ଯଦିଓ ଫିଲ୍ମଟି ତିନି ଦିନ ପାଇଁ ଭଲ ବ୍ୟବସାୟ କରିଥିଲା, କିନ୍ତୁ ଏହା ପରେ ଏହାର ରୋଜଗାରରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।…

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମନୋଜ କୁମାର, ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭେଟେରାନ ଅଭିନେତା ମନୋଜ କୁମାର । ମୁମ୍ବାଇ ଭିଲେ ପାର୍ଲେ ଶ୍ମଶାନରେ ଭେଟେରାନ ଅଭିନେତା ମନୋଜ କୁମାରଙ୍କ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ମନୋଜ କୁମାରଙ୍କ ପୁଅ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି । ଶ୍ମଶାନକୁ ଯିବା ପରେ ତାଙ୍କ…

କନ୍ନଡ ଅଭିନେତ୍ରୀଙ୍କ ସୁନା ଚୋରା ଚାଲାଣ ମାମଲା, ଛାଡ଼ପତ୍ର ଆବେଦନ କଲେ ରାନ୍ୟାଙ୍କ ସ୍ୱାମୀ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ଏକ ହାଇପ୍ରୋଫାଇଲ୍ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରେ ଏବେ ବି ଚର୍ଚ୍ଚାରେ ଅଛନ୍ତି। ଏହି ବିବାଦ ମଧ୍ୟରେ, ତାଙ୍କ ସ୍ୱାମୀ ଜତିନ ହୁକ୍କେରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜତିନ ନିଜର ଦୁଃଖ ପ୍ରକାଶ…

ପରଲୋକରେ ବଲିଉଡ୍‌ ଅଭିନେତା ମନୋଜ କୁମାର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମନୋଜ କୁମାରଙ୍କ ପରଲୋକ। ମନୋଜ କୁମାର ତଥା ଭରତ କୁମାରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛିଲେ ମନୋଜ କୁମାର। ମୁମ୍ବାଇର…

‘କେଶରୀ ଚାପ୍ଟର ୨’; ଟ୍ରେଲରକୁ ପ୍ରଶଂସା କଲେ ଅଭିନେତା ଅଜୟ ଦେବଗନ

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କେଶରୀ ଚାପ୍ଟର ୨'ର ଟ୍ରେଲର ରିଲିଜ ହୋଇଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏହାକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟଙ୍କ ସହିତ ଫିଲ୍ମର ମୁଖ୍ୟ ନାୟକ ଅକ୍ଷୟ କୁମାର ମଧ୍ୟ ଉପସ୍ଥିତ…

ପଟୌଦି ଟ୍ରଫିକୁ ଅବସର; କ୍ଷୋଭ ପ୍ରକାଶ କଲେ ଶର୍ମିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପରେ ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଯିବ। କିନ୍ତୁ ଏଥର ଏହି ଟୁର୍ଣ୍ଣାମେଣ୍ଟକୁ ପଟୌଦି ଟ୍ରଫି କୁହାଯାଇପାରିବ ନାହିଁ। କାରଣ ଏହି ଟ୍ରଫିକୁ ଅବସର ଦେବାକୁ…