Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବେଙ୍ଗାଲୁରୁ ହିଟ୍ ଆଣ୍ଡ୍ ରନ ମାମଲା; କନ୍ନଡ ଅଭିନେତ୍ରୀଙ୍କ ସଂପୃକ୍ତି ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅକ୍ଟୋବର ୪ରେ ଏକ ହିଟ୍ ଆଣ୍ଡ୍ ରନ ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ କାରଟି କନ୍ନଡ ଅଭିନେତ୍ରୀ ଦିବ୍ୟା ସୁରେଶ ଚଳାଉଥିବା ନେଇ ଶୁକ୍ରବାର ଦିନ ପୋଲିସ ସୂଚନା ପ୍ରଦାନ କରିଛି। ତେବେ କିରଣ ନାମକ ଜଣେ ମହିଳା ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ ଅନୁଷା ଏବଂ…

ଦ୍ୱିତୀୟଥର ବାପା ହେବେ ରାମଚରଣ

ହାଇଦ୍ରାବାଦ: ଦ୍ୱିତୀୟଥର ପାଇଁ ବାପା ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ରାମଚରଣ । ସୋସିଆଲ ମିଡିଆରେ ରାମଚରଣ ଓ ଉପାସନା ବାପା-ମା ହେବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଛନ୍ତି । ଗୋଦଭରାଇ ସମୟର ଫଟୋ ଉପାସନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ପୁରା ପରିବାର ସହିତ…

ଜନ୍ମଦିନରେ ଆଗାମୀ ଫିଲ୍ମ କଥା କହିଲେ ପ୍ରଭାସ

ହାଇଦ୍ରାବାଦ: ଆଜି ୪୬ ବର୍ଷରେ ପାଦ ଥାପିଛନ୍ତି ଷ୍ଟାଇଲିସ ସାଉଥ ସୁପରଷ୍ଟାର ପ୍ରଭାସ । ଏହି ଅବସରରେ ସେ ଫ୍ୟାନ୍ସକୁ ଉପହାର ଦେଇଛନ୍ତି। ସେ ନିଜର ଆଗାମୀ ଫିଲ୍ମ ଫୌଜି ସମ୍ପର୍କରେ ପ୍ରକାଶ କରିଛନ୍ତି । ହନୁ ରାଘବପୁଡିଙ୍କ ନିର୍ଦ୍ଦେଶନାରେ ଫିଲ୍ମ ନିର୍ମାଣ ହେଉଥିବାବେଳେ ଦର୍ଶକ ଏହାକୁ ବହୁତ…

Bill Gates In KSBKBT 2: ଟେଲିଭିଜନ ପରଦାରେ ଏକାଠି ନଜର ଆସିବେ ସ୍ମୃତି ଇରାନୀ-ବିଲ୍ ଗେଟ୍ସ, ‘କ୍ୟୁଙ୍କି…

ମୁମ୍ବାଇ: ବରିଷ୍ଠ ଟେକ୍ ବ୍ୟବସାୟୀ ଏବଂ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ସ୍ମୃତି ଇରାନୀଙ୍କ ଶୋ' 'କ୍ୟୁଙ୍କି ଶାଶ୍ ଭି କଭି ବହୁ ଥି ୨' ରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। ଏହି ଟିଭି ଶୋ ଏବେ ଇତିହାସ ସୃଷ୍ଟି କରିବାକୁ ଯାଉଛି । କୁହାଯାଉଛି ଯେ ବିଲ୍ ଗେଟ୍ସ ଶୋ'ରେ ଏକ…

ଦୀପାବଳିରେ ବଲିଉଡକୁ ବଡ଼ ଝଟକା; ପ୍ରସିଦ୍ଧ ହାସ୍ୟ ଅଭିନେତା ଅସରାନୀଙ୍କ ଦେହାନ୍ତ

ମୁମ୍ବାଇ: ଦୀପାବଳିରେ ବଲିଉଡ ଜଗତର ବଡ଼ କ୍ଷତି ହୋଇଛି । ବହୁମୁଖୀ ପ୍ରତିଭାଶାଳୀ ଗୋବର୍ଦ୍ଧନ ଆସରାନୀଙ୍କ ସୋମବାର ଦିନ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ୮୪ ବର୍ଷ ବୟସରେ ଆସରାନୀଙ୍କ ଦେହାନ୍ତ ହୋଇଛି । ଆଜି ଅପରାହ୍ନ ପ୍ରାୟ ୪ଟାରେ ମୁମ୍ବାଇର ଜୁହୁ ସ୍ଥିତ ଆରୋଗ୍ୟ ନିଧି…

ଏକାଠି ୨ଟି ଫିଲ୍ମର ଶୁଟିଂ କରିବେ କାର୍ତିକ

ମୁମ୍ବାଇ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏକାଠି ୨ଟି ଫିଲ୍ମର ଶୁଟିଂ ଆରମ୍ଭ କରିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କାର୍ତିକ ନଭେମ୍ବର ୧ରୁ ଶୁଟିଂରେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ରହିବେ । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଓ ମହାବୀର ଜୈନ ମିଳିତ ଭାବେ ନାଗଜିଲା…

ପରିଣୀତି-ରାଘବ ୨ରୁ ୩ ହେଲେ

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଓ ରାଜନେତା ରାଘବ ଚଢ଼ାଙ୍କ ଘରେ ଖୁସୀର ବାତାବରଣ ସୃଷ୍ଟି ହୋଇଛି । ଉଭୟ ମାଆ, ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାଘବ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସୀ ଖବର ଶେୟାର କରିଛନ୍ତି । ସେ ଲେଖିଛନ୍ତି ମୋ ପୁଅ ଏବେ ମୋ ପାଖରେ । ଆମେ ପ୍ରଥମେ ଦୁଇ ଥିଲୁ…

ବାରମ୍ବାର ଅଟକୁଛି ପ୍ରଭାସଙ୍କ ୩୦୦ କୋଟି ବିଜେଟର ଫିଲ୍ମ

ମୁମ୍ବାଇ: ପ୍ରଭାସଙ୍କ ପ୍ରତ୍ୟେକ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ୨୦୨୪ ତାଙ୍କୁ କଲ୍କୀ ୨୮୯୮ରେ ଦର୍ଶକମାନେ ଦେଖିଥିଲେ । ଏ ବର୍ଷ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନି । ଏବେ ସେ ହନୁ ରାଘବପୁରୀଙ୍କ ଫୌଜୀ ଓ ସନ୍ଦୀପ ରେଡୀ ବାଙ୍ଗାଙ୍କ ସ୍ପିରିଟରେ ଅଭିନୟ…

କପିଲ ଶର୍ମାଙ୍କ କାଫେରେ ୩ୟ ଥର ପାଇଁ ଗୁଳିଚାଳନା

ଓଟାଓ୍ବା: ପୁଣି ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳି ମାଡ ହୋଇଛି । କାନାଡାର ସରେରେ ଥିବା କାପ୍ସ କାଫେ ଉପରକୁ ୩ୟ ଥର ପାଇଁ ଏହି ଗୁଳିମାଡ ହୋଇଛି । ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣା ପଡିଛି । ଏହାର ଏକ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଗୁଳିକାଣ୍ଡ ପାଇଁ…

ଚଳିତ ବର୍ଷର ଟପ୍ ୫ ରେ ଅଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରତିବର୍ଷ ଅନେକ ଫିଲ୍ମ ଆସୁଛି । କାହାକୁ ଦର୍ଶକ ପସନ୍ଦ କରୁଛନ୍ତି ପୁଣି କାହାକୁ ପସନ୍ଦ କରୁନାହାଁନ୍ତି । ଚଳିତବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଛି । ଏହି ଫିଲ୍ମ ଗୁଡିକରେ ଯେଉଁ ଅଭିନେତ୍ରୀ ଅଛନ୍ତି ସେମାନଙ୍କପ୍ୱହୁତ ପ୍ରଂଶସା କରାଯାଉଛି । ଆଶ୍ଚର୍ଯ୍ୟର କଥା…