Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ ଝଟକା; ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା । ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଜେଲରେ ଥିବା ରାନ୍ୟା ରାଓଙ୍କ ଜାମିନ ଆବେଦନ ଖାରଜ କଲେ ୬୪ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟ କୋର୍ଟ । ଅଭିନେତ୍ରୀ ରାନ୍ୟା ରାଓଙ୍କୁ ପରପ୍ପନା ଅଗ୍ରହାରା ଜେଲରେ ଆଉ କିଛି ଦିନ…

ଲରେନ୍ସ ବିଷ୍ନୋଇର ଧମକକୁ ନେଇ ମୁହଁ ଖୋଲିଲେ ସଲମାନ 

ମୁମ୍ବାଇ: ସଲମାନ ଖାନ ନିଜର ଅପକମିଂ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ ସିକନ୍ଦରର ପ୍ରମୋସନ ସମୟରେସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନ୍ୟାନ୍ୟ ଜିନିଷ ସମ୍ପର୍କରେ ପ୍ରକାଶ କରିଥିଲେ। ଏହି ସମୟରେ ଲରେନ୍ସ ବିଷ୍ନୋଇ ଠାରୁ ମିଳୁଥିବା…

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାର ଦୁର୍ଘଟଣାଗ୍ରସ୍ତ! 

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର ଟୟୋଟା ଭେଲଫାୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ କାର ଭିତରେ କିଏ ଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାନି ତଦନ୍ତ କରାଇବେ କି ମହାରାଷ୍ଟ୍ର ସରକାର! 

ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଦିନକୁଦିନ ବିବାଦ ବଢିବାରେ ଲାଗିଛି। ଏହି ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ମଧ୍ଯ ଦାଖଲ କରିସାରିଲେନି। ତଥାପି ଏହି ପ୍ରସଙ୍ଗକୁ ରାଜନୀତି ଥମୁନାହିଁ। ସୁଶାନ୍ତ ସିଂହ ରାଜପୁତଙ୍କ ପିଏ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା…

କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ପଥର ଫିଙ୍ଗିଲେ ଦର୍ଶକ

ଆଦିଲ୍ଲୀ: ଏ କି ବ୍ୟବହାର ଦିଗଜ ଗାୟକଙ୍କ ସହ ! କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ଖରାପ ବ୍ୟବହାର କରିଛନ୍ତି ଦର୍ଶକ । ସୋନୁ ଷ୍ଟେଜରେ ଗୀତ ଗାଉଥିବା ସମୟରେ ପଥର ଏବଂ ବୋତଲ ଫିଙ୍ଗିଛନ୍ତି ।ସୂଚନାଥାଉକି, ଦିଲ୍ଲୀ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଏଙ୍ଗିଫେଷ୍ଚ ୨୦୨୫ କାର୍ଯ୍ୟକ୍ରମ ଚାଲିଥିଲା ।…

ବଲିଉଡ ଛାଡିବେ ସନ୍ନି ଦେଓଲ! 

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ପୁଣି ଆକ୍ସନ ଅବତାରରେ ପରଦାକୁ ଫେରିଛନ୍ତି। ଗଦର ୨ ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ସନ୍ନି ଏବେ ଜାଟ ନାମକ ଏକ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ରଣଦୀପ ହୁଡା ଖଳନାୟକ ରଣତୁଙ୍ଗା ଭୂମିକାରେ ଅଭିନୟ କରୁଛନ୍ତି। ନିକଟରେ ତାଙ୍କୁ ଫିଲ୍ମର…

ସୋନୁ ସୁଦଙ୍କ ପତ୍ନୀଙ୍କ କାର ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ନାଗପୁର ହାଇୱେରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସୋନାଲି ସୁଦଙ୍କ କାର ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, କାରରେ…

ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର..

ମୁମ୍ବାଇ: ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କର । କ୍ଷମା ପ୍ରାର୍ଥନା କରି କାନ୍ଦିବାକୁ ଲାଗିଲେ । ହେଲେ ସାମ୍ନାରେ ଥିବା ଦର୍ଶକ ନେହାଙ୍କ ଉପରେ ପୂରା ରାଗିକି ଧୂଆଁ । ନେହାଙ୍କୁ ଫେରିଯିବାକୁ ସିଧା ସିଧା କହିଦେଇଥିଲେ ଦର୍ଶକ । ତେବେ  …

ସଂସଦ ଭବନରେ ‘ଛାଭା’ ଫିଲ୍ମର ହେବ ସ୍ପେଶାଲ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ହିନ୍ଦୀ ଫିଲ୍ମ 'ଛାଭା'ର ସ୍ପେଶାଲ ସ୍କ୍ରିନିଂ କରାଯିବ। ତେବେ ଏହି ଫିଲ୍ମ ଗୁରୁବାର ସଂସଦର ବାଲଯୋଗୀ ଅଡିଟୋରିୟମ୍‌ରେ  ପ୍ରଦର୍ଶିତ…

‘ମିଲ୍କି ବିଉଟି’ ଟ୍ୟାଗ୍ ଉପରେ କିଛି ଏମିତି ପ୍ରତିକ୍ରିୟା ରଖିଲେ ତମନ୍ନା…

ମୁମ୍ବାଇ: ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ ଲଗାତାର ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପ୍ରେମିକ ବିଜୟଙ୍କ ସହ ବ୍ରେକଅପକୁ ନେଇ ହେଉକି, ତାଙ୍କର ଆଗାମୀ ସିନେମା ‘ଓଡେଲା-୨’କୁ ନେଇ ହେଉ, ଏବେ ସବୁବେଳେ ଖବର ପାଲଟିଛନ୍ତି ତମନ୍ନା ଭାଟିଆ । ତେବେ ସାଧାରଣ ଭାବେ…