Latest Odisha News
Browsing Category

ମନୋରଞ୍ଜନ

Govinda & Sunita: ଗଣପତି ବିସର୍ଜନରେ ଏକାଠି ଝୁମୁଥିବାର ନଜର ଆସିଲେ ସୁନିତା-ଗୋବିନ୍ଦା, ଛାଡପତ୍ର ଗୁଜବରେ…

ମୁମ୍ବାଇ: ଏବେ ଗଣେଶ ଚତୁର୍ଥୀରେ ମାତିଛି ପୂରା ବଲିଉଡ୍ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ, ହିରୋ ନମ୍ବର ଓ୍ବାନ ଷ୍ଟାର ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ତାଙ୍କ ପରିବାର ସହିତ ବପ୍ପାଙ୍କୁ ବିଦାୟ ଦେଇଥିବାର ଭିଡିଓ ଏବେ ଭାଇରାଲ…

ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସାଉଥ୍ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣ

ନୂଆଦିଲ୍ଲୀ: ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଛନ୍ତି ତେଲୁଗୁ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ। ଭାରତୀୟ ସିନେମାରେ ମୁଖ୍ୟ ଅଭିନେତା ଭାବରେ ୫୦ ବର୍ଷର ଚମତ୍କାର କ୍ୟାରିଅର ପାଇଁ ରେକର୍ଡସ କରିଛନ୍ତି। ଏନେଇ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌ର ସିଇଓ ସନ୍ତୋଷ ଶୁକ୍ଲା…

ୱାର ୨ ପରେ ବନ୍ଦ ହୋଇଗଲା କି ଜୁନିୟର ଏନଟିଆରଙ୍କ ଏଜେଂଟ ବିକ୍ରମ

ମୁମ୍ବାଇ: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର ଅଭିନୀତି ୱାର ୨ ଫିଲ୍ମ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ନିରାଶ କରିଛି । ୟଶରାଜ ଫିଲ୍ମସର ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ଫ୍ଲପ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୟଶରାଜ ସ୍ପାଇ ୟୁନିଭର୍ସ ଏଥିସହ ଅସୁବିଧାରେ ପଡି ଯାଇଛି । ଜୁନିୟର…

ମିଳିଲା ଗ୍ରୀନ ସିଗ୍ନାଲ; ଖୁବଶୀଘ୍ର ରିଲିଜ ହେବ ଯୋଗୀଙ୍କ ‘ଅଜୟ’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ରିଲିଜ ପାଇଁ ବର୍ତ୍ତମାନ୍ ବମ୍ୱେ ହାଇକୋର୍ଟ ତରଫରୁ ସବୁଜ ସଂକେତ ମିଳିଯାଇଛି। ନିର୍ମାତା ମାନେ ଖୁବ୍ ଶୀଘ୍ର ଫିଲ୍ମର ରିଲିଜ ଡେଟ୍ ନେଇ ଘୋଷଣା କରିବେ। ସୂଚନା ଅନୁଯାୟୀ, କୋର୍ଟରେ ଆବେଦନକାରୀ…

ପିତାମାତା ହେବାକୁ ଯାଉଛନ୍ତି ପରିଣୀତି-ରାଘବ, ଭାବବିହ୍ୱଳ ପୋଷ୍ଟ ସେୟାର କଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢ଼ା ବିବାହର ଦୁଇ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ପରିଣୀତି ଓ ତାଙ୍କ ସ୍ୱାମୀ ରାଘବ କପିଲ ଶର୍ମାଙ୍କ କମେଡି ଶୋ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ'ରେ ଆସିଥିବା ବେଳେ ତାଙ୍କ ଗର୍ଭଧାରଣକୁ ନେଇ ଅନେକ…

Parineeti & Raghav announce pregnancy: ମାଆ ହେବେ ପରିଣୀତି ଚୋପ୍ରା, ଇନଷ୍ଟାରେ ଖୁସି ଖବର ଦେଇ ଲେଖିଲେ-…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଥାନ୍ତି। ଏବେ ଏହି ଦମ୍ପତି ପ୍ରଶଂସକମାନଙ୍କୁ ଏପରି ଏକ ଖୁସି ଖବର ଦେଇଛନ୍ତି ଯାହାର ଅପେକ୍ଷା ବହୁତ ଦିନ ଧରି ଥିଲା। ବିବାହର ୨ ବର୍ଷ ପରେ, ପରିଣୀତି ଚୋପ୍ରା ଏବଂ ରାଘବ…

ଦୀର୍ଘ ଦିନ ପରେ ଏକତ୍ର ଫିଲ୍ମ କରିବେ ଅକ୍ଷୟ, ସୈଫ

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ଆରଜୁ, ତୁ ଚୋର ମେଁ ସିପାହୀ ଓ କୀମତ ପରି ଫିଲ୍ମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଅବଶ୍ୟ ସେମାନଙ୍କୁ ଆଉ ଏକତ୍ର ଦେଖିବାକୁ ମିିଳି ନ ଥିଲା । ବଲିଉଡରେ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୧୮ ବର୍ଷ…

ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା…

ମୁମ୍ବାଇ: ନିକଟରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହୋଇଥିଲା। ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ସୁନୀତା ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସୁନୀତା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ…

ଅଧାରେ ଅଟକିଲା ଧୁରନ୍ଧର ସୁଟିଂ…

ମୁମ୍ବାଇ: ଅଭିନେତା ରଣବୀର ସିଂହ ନିଜର ଆଗାମୀ ଫିଲ୍ମ ଧୁରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯାହାକି ଲଦାଖରେ ସୁଟିଂ କରାଯାଉଛି। ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ଵାରା ନିର୍ଦ୍ଦେଶିତ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଫିଲ୍ମ ସେଟରେ ଏପରି କିଛି ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ…

୨୦ ବର୍ଷ ପରେ ପୂନର୍ବାର ଏକତ୍ର ଫିଲ୍ମ କରିବେ ସଞ୍ଜୟ ଆଉ ମହେଶ

ମୁମ୍ବାଇ: ୨୦ ବର୍ଷ ପରେ ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ ଦତ ଓ ନିର୍ଦ୍ଦେଶକ ମହେଶ ମଂଜେରକର ପୂନର୍ବାର ଏକତ୍ର ହୋଇଛନ୍ତି । ୧୯୯୯ରେ ଏହି ଯୋଡି ବାସ୍ତବ ପରି ସୁପରହିଟ ଫିଲ୍ମ ଦେଇଥିଲେ । ଏହା ପରେ ସଞ୍ଜୟଙ୍କୁ ନେଇ ମହେଶ କୁରୁକ୍ଷେତ୍ର, ହଥିୟାର, ପିତାହ, ରକ୍ତ, ବିରୁଦ୍ଧ ଓ ୱାହ ଲାଇଫ…