Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହରୁଖ, ଆମିର ଓ ସଲମାନଙ୍କୁ ନେଇ କାହିଁକି ଏମିତି କହିଲେ ଅଭିନେତା ଇମ୍ରାନ ଖାନ

ମୁମ୍ବାଇ: ଅଭିନେତା ଇମ୍ରାନ ଖାନ ବର୍ତ୍ତମାନ ପୁଣିଥରେ ବଲିଉଡ୍ କୁ କମବ୍ୟାକ କରିବା ନେଇ ଚର୍ଚ୍ଚା ଜୋର ଧରିଛି।ସେ ଆଜିକାଲି ଅନେକ ସାକ୍ଷାତକାରରେ ମଧ୍ୟ ଯୋଗ ଦେଉଛନ୍ତି। ତେବେ ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ବଲିଉଡର ତିନି ଖାନ ଶାହରୁଖ ଖାନ, ଆମିର ଖାନ ଏବଂ ସଲମାନ ଖାନଙ୍କ ବିଷୟରେ…

ପୁଣି ଆକ୍ସନ ସିନରେ ନଜର ଆସିବେ ସନ୍ନି ଦେଓଲ, ଏହି ନିର୍ଦ୍ଦେଶକଙ୍କ ସହ କରିବେ…

ମୁମ୍ବାଇ: ସନ୍ନି ଦେଓଲଙ୍କ ଫିଲ୍ମ "ବର୍ଡର ୨" ରିଲିଜ୍ ହେବା ପରଠାରୁ ବକ୍ସ ଅଫିସ୍ ରେ ଭଲ କଲେକ୍ସନ କରିଚାଲିଛି। ଏହା ମଧ୍ୟରେ ସନ୍ନି ଦେଓଲ ଆଉ ଏକ ଆକ୍ସନ ଥ୍ରୀଲର ଫିଲ୍ମ ପାଇଁ  ପ୍ରସ୍ତୁତ ହେବାରେ ଲାଗିଛନ୍ତି। "କିଲ୍" ନିର୍ଦ୍ଦେଶକ ନିଖିଲ ନାଗେଶ ଭଟ୍ଟଙ୍କ ସହ ମିଶି ସନ୍ନି ଦେଓଲ କାମ…

ବଜେଟ ଯୋଗୁ ଅଟକିଲା କ୍ରିଶ ୪

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସୁପରହୀରୋ ଫିଲ୍ମ କ୍ରିଶ ୪କୁ ଏକ ନୈରାଶ୍ୟଜନକ ଖବର ସମ୍ମୁଖକୁ ଆସିଛି । ଦୀର୍ଘ ଦିନ ହେବ ଫିଲ୍ମର ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଏବେ ଏହାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ଏହାର ପ୍ରଥମ ୩ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହାର ହୀରୋ…

୪୦୦୦ କୋଟି ବଜେଟ ଫିଲ୍ମରେ ରାଘବଙ୍କ ଏଂଟ୍ରି

ମୁମ୍ବାଇ: ଦଙ୍ଗଲ, ଚିଲ୍ଲର ପାର୍ଟି ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନୀତେଶ ତିୱାରୀ ଏବେ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଫିଲ୍ମ ପାଇଁ ପ୍ରସ୍ତୁତି କରୁଛନ୍ତି । ୪୦୦୦ କୋଟି ବିଜେଟରେ ନିର୍ମିତ ହେଉଥିବା ରାମାୟଣରେ ଏବେ ରାଘବ ଜୁୟାଲଙ୍କ ଏଂଟ୍ରି ହୋଇଛି । ରାମାୟଣକୁ ଦୁଇଟି ପାର୍ଟରେ…

Priyanka Chopra to Return Bollywood: ପୁଣି ବଲିଉଡକୁ ଫେରୁଛନ୍ତି ପିସି! ପରଦାରେ ପ୍ରିୟଙ୍କା-ହ୍ରିତିକ ଯୋଡି, ଏହି…

ମୁମ୍ବାଇ: ୨୦୨୫ ବର୍ଷ ହ୍ରିତିକ୍ ରୋଶନଙ୍କ ପାଇଁ ସେତେଟା ଖାସ୍ ନଥିଲା। ହ୍ରିତିକ୍ ରୋଶନଙ୍କ ଶେଷ ଫିଲ୍ମ "ୱାର୍ ୨" ୪୦୦ କୋଟି ବଜେଟ୍ ସହିତ ନିର୍ମିତ ହୋଇଥିଲା। ତଥାପି, ଫିଲ୍ମଟି ବକ୍ସ ଅଫିସରେ ଖରାପ ଭାବରେ ଫ୍ଲପ୍ ହୋଇଥିଲା ଏବଂ ନିର୍ମାତାମାନଙ୍କୁ ପ୍ରବଳ ଟ୍ରୋଲ୍ କରାଯାଇଥିଲା। ଯାହାହେଉ,…

ଅଭିଷେକଙ୍କ ଜନ୍ମଦିନରେ ଏପରି ୱିଶ୍ କଲେ ଐଶ୍ୱର୍ଯ୍ୟା ରାୟ…ଦେଲେ ସ୍ପେଶାଲ୍ ନାଁ…ଇଣ୍ଟରନେଟ୍ ଅଶାନ୍ତ

ମୁମ୍ୱାଇ: ଛାଡ଼ପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ସୁନ୍ଦର ଉପାୟରେ ଅଭିଷେକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କୁ "ବେବି ପାପା" ବୋଲି ଡାକିଥିଲେ। ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିଷେକଙ୍କ ପିଲାଦିନର ଏକ ଫଟୋ ସେୟାର…

‘Godaan’ Tax-Free: ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ;କଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ 'ଗୋଦାନ'ର ପ୍ରିମିୟର ଦେଖିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ 'ଟାକ୍ସ ଫ୍ରି' ହେବ ବୋଲି ଘୋଷଣା…

Why Naseeruddin Shah Angry : ‘ପ୍ରଶଂସା ନ କରିବା ଦେଶଦ୍ରୋହ ହୋଇଗଲା’, କାହିଁକି ଭଡ଼କିଲେ…

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ନାସିରୁଦ୍ଦିନ ଶାହ ପୁଣି ଥରେ ଖବରରେ। ଏକ ଖବରକାଗଜରେ ନାସିରୁଦ୍ଦିନ କହିଛନ୍ତି ଯେ ମୁମ୍ବାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ତାଙ୍କ ନିମନ୍ତ୍ରଣ ବାତିଲ ହେବା ତାଙ୍କ ନୈତିକ ସଚ୍ଚୋଟତା ଏବଂ ସାହସର ପ୍ରମାଣ। ସେ ଏହା ମଧ୍ୟ ଲେଖିଛନ୍ତି ଯେ ପ୍ରଶଂସା ନ କରିବା…

ଅଭିଜିତ କହିଲେ ବଲିଉଡରେ ଗାୟକଙ୍କ ଉପରେ ଅନାବଶ୍ୟକ ଚାପ ପକାଯାଇଥାଏ

ମୁମ୍ବାଇ: ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟକ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିବା ପରେ ବଲିଉଡକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦେଶର ପ୍ରଥମ ଇଣ୍ଡିଆନ ଆଇଡଲ ଅଭିିଜିତ ସାୱନ୍ତ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଇଣ୍ଡଷ୍ଟ୍ରିରେ ଗାୟକଙ୍କ ଉପରେ ବିଭିନ୍ନ ପ୍ରକାରର ଚାପ ପକାଯାଇଥାଏ ।…

ଦୃଶ୍ୟମ ୩ ପରେ ଆଉ କାହାଣୀ ଆଗକୁ ବଢ଼ିବନି

ମୁମ୍ବାଇ: ମୋହନଲାଲଙ୍କ ଲୋକପ୍ରିୟ ଫିଲ୍ମ ଦୃଶ୍ୟମ ସିରିଜର ତୃତୀୟ ପାର୍ଟ ଚଳିତ ବର୍ଷ ଏପ୍ରିଲରେ ରିଲିଜ ହେବ । ଦୃଶ୍ୟମ ଫ୍ରାଂଚାଇଜର ଏହା ଶେଷ ଫିଲ୍ମ ହେବ । ନିର୍ଦ୍ଦେଶକ ଜୀତୁ ଜୋସେଫ ଏହା ସ୍ପଷ୍ଟ କରିଛନ୍ତି । ଜୀତୁ ଓ ମୋହନଲାଲଙ୍କ ଏହି ଫିଲ୍ମର ୨ଟି ଯାକ ସଂସ୍କରଣ ବକ୍ସ ଅଫିସରେ ଭଲ…