Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସ୍ପିରିଟ ଫିଲ୍ମ ବିବାଦ: ଦୀପିକା ପାଦୁକୋନଙ୍କ ନିଷ୍ପତ୍ତି ଓ ପ୍ରଯୋଜକଙ୍କ ବିସ୍ଫୋରକ ଅଭିଯୋଗ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ସ୍ପିରିଟରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରସ୍ଥାନକୁ ନେଇ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଜୋର ଧରିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ପ୍ରଯୋଜକ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ସହ ବଜେଟ୍ ଏବଂ କାମର ସର୍ତ୍ତାବଳୀକୁ ନେଇ…

ଗୋବିନ୍ଦା-ସୁନୀତାଙ୍କ ବିବାଦରେ ନୂଆ ମୋଡ଼: ସ୍ୱାମୀଙ୍କ ବିରୋଧରେ କରିଥିବା ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ପତ୍ନୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା କଳ୍ପନାଜଳ୍ପନାର ଶେଷ ହୋଇଛି। ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ଦାଏର କରିଥିବା ଛାଡ଼ପତ୍ର ମାମଲାକୁ ଶେଷରେ ପ୍ରତ୍ୟାହାର କରିନେଇଛନ୍ତି ପତ୍ନୀ…

୫୫ କୋଟି ଟଙ୍କାର ଋଣ ଭାର, ନିଲାମ ହେବାକୁ ବସିଥିଲା ବଙ୍ଗଳା: ଖରାପ ସମୟର ସ୍ମୃତି ବଖାଣିଲେ ‘ଗଦ୍ଦର ୨’…

ମୁମ୍ବାଇ: ୨୦୨୩ ମସିହାରେ ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଥିବା ବ୍ଲକବଷ୍ଟର ଫିଲ୍ମ 'ଗଦ୍ଦର ୨' ଜରିଆରେ ବଲିଉଡରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିବା ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ଏବେ ନିଜର ଅତୀତର ଆର୍ଥିକ ସଂଘର୍ଷକୁ ନେଇ ମୁହଁ ଖୋଲିଛନ୍ତି। ନିକଟରେ ଜଣାଶୁଣା ୟୁଟ୍ୟୁବର ତଥା…

ରାମାୟଣର ବଜେଟକୁ ନେଇ ମୁହଁ ଖୋଲିଲେ ୟଶ

ମୁମ୍ବାଇ: ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ରାମାୟଣର ୪,୦୦୦ କୋଟି ବଜେଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଚଳଚ୍ଚିତ୍ରର ସହ-ପ୍ରଯୋଜକ ତଥା ଅଭିନେତା ୟଶ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ଏକ ସାକ୍ଷାତକାରରେ ୟଶ ସ୍ପଷ୍ଟ କରିଛନ୍ତି ଯେ  ୪,୦୦୦ କୋଟି ବଜେଟକୁ ନେଇ…

ଲିମିଟରେ ରୁହ ବହୁତ କହୁଛ; ପତ୍ନୀଙ୍କ ବୟାନକୁ ନେଇ ବର୍ଷିଲେ ଗୋବିନ୍ଦା

ମୁମ୍ବାଇ: ଗୋବିନ୍ଦା ନିଜ ପତ୍ନୀ ସୁନିତା ଆହୁଜାଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସୁନିତାଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ସେ ରାଗିଯାଇ ତାଙ୍କୁ ତାଙ୍କ ସୀମା ମଧ୍ୟରେ ରହିବାକୁ ଚେତାବନୀ ଦେଇଛନ୍ତି। ଯେତେବେଳେ ସୁନିତା ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କୁ ସହ-ଅଭିନେତ୍ରୀ କୋମଲ ରାଣୀ…

ବିନା ଚେହେରା ଓ ସଂଳାପରେ ଆସିଲା ‘ହୈୱାନ୍’ର ଟିଜର୍: ଅନ୍ଧ ଭୂମିକାରେ ସୈଫ୍, ଖଳନାୟକ ସାଜିଛନ୍ତି ଅକ୍ଷୟ…

ମୁମ୍ବାଇ: ବଲିଉଡର ଦୁଇ ବଡ଼ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ସୈଫ୍ ଅଲ୍ଲୀ ଖାନଙ୍କ ବହୁ ପ୍ରତୀକ୍ଷିତ ଆଗାମୀ ଚଳଚ୍ଚିତ୍ର 'ହୈୱାନ୍'ର ଦମଦାର ଟିଜର୍ ବୁଧବାର ଦିନ ରିଲିଜ୍ ହୋଇଛି। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସାଇକୋଲୋଜିକାଲ୍ ଥ୍ରିଲର ଫିଲ୍ମର ପ୍ରଥମ ଝଲକ ଦର୍ଶକଙ୍କୁ ବେଶ୍…

Kangana Hits Back: ନସିରୁଦ୍ଦିନଙ୍କ ‘କୁକୁର’କୁ କଙ୍ଗନାଙ୍କ ‘କୋକିଶିଆଳ’ କଟାକ୍ଷ, ଛାତ୍ର ଆନ୍ଦୋଳନକୁ ନେଇ ବଲିଉଡରେ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ବଲିଉଡ୍‌ରେ ମତଭେଦ ଏବେ ତୀବ୍ର ହୋଇଛି। ଅଭିନେତା ନସିରୁଦ୍ଦିନ ଶାହଙ୍କ ‘ମୁହଁରେ ହାଡ଼ ଧରିଥିବା କୁକୁର’ ମନ୍ତବ୍ୟକୁ ନେଇ ଅଭିନେତା ପୀୟୂଷ ମିଶ୍ର ପ୍ରଶ୍ନ ଉଠାଇବା ପରେ ଏବେ ତାଙ୍କ ସମର୍ଥନରେ ଆସିଛନ୍ତି ବିଜେପି ସାଂସଦ ତଥା…

ଟେଲିଭିଜନ୍ ଦୁନିଆରେ ଅଜୟ ଦେବଗନଙ୍କ ଏଣ୍ଟ୍ରି: ‘କ୍ରାଇମ୍ ପାଟ୍ରୋଲ୍’ର ନୂଆ ହୋଷ୍ଟ ସାଜିବେ ବଲିଉଡର…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଏବେ ଟେଲିଭିଜନ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଲୋକପ୍ରିୟତା ହାସଲ କରିଥିବା ସତ୍ୟ ଘଟଣା ଉପରେ ଆଧାରିତ କ୍ରାଇମ ସୋ' 'କ୍ରାଇମ ପାଟ୍ରୋଲ'ର ନୂଆ ହୋଷ୍ଟ ଭାବେ ତାଙ୍କୁ ଦେଖିବାକୁ ମିଳିବ। ଏହି ସୋ'ର ପୂର୍ବତନ ହୋଷ୍ଟ…

୨୦୨୪ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ପୂରିବା ପରେ କିପରି ବଦଳିଗଲା ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟର ସମୀକରଣ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୁଇ ବର୍ଷ ବିତିସାରିଥିବା ବେଳେ ଅଗଷ୍ଟ ୨୦୨୬ ସୁଦ୍ଧା ଭାରତୀୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍‌ଡିଏ ୨୯୩ଟି ଆସନ ସହ ଲଗାତାର ତୃତୀୟ ଥର ସରକାର ଗଠନ…

ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ

ହାଇଦ୍ରାବାଦ: ଅସ୍କାର ବିଜେତା ଚଳଚ୍ଚିତ୍ର ଆରଆରଆରର ଅପାର ସଫଳତା ପରେ ସାଉଥ ସୁପରଷ୍ଟାର ରାମ ଚରଣଙ୍କ କ୍ୟାରିୟର୍ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇ ଗତି କରୁଛି । ନିଜର ଦମଦାର୍ କମ୍‌ବ୍ୟାକ୍ ପାଇଁ ରାମ ଚରଣ ଏବେ ପୁଷ୍ପା ଫେମ୍ ସୁପରହିଟ୍ ନିର୍ଦ୍ଦେଶକ ସୁକୁମାରଙ୍କ ସହ ଆରସି୧୭ ପ୍ରୋଜେକ୍ଟ…