Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୁଁ ୫୦ ବର୍ଷରେ ବିବାହ କଲି, ଆମିର କାହିଁକି ନୁହେଁ: ବିକ୍ରମ ଭଟ୍ଟ

ମୁମ୍ବାଇ: ଆମିର ଖାନଙ୍କ ବୟସ ୬୦ ବର୍ଷ। ଦୁଇ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା ଆମିର ତିନୋଟି ସନ୍ତାନର ପିତା। ବୟସର ଅପରାହ୍ନରେ ସେ ଏବେ ଗୌରୀ ସ୍ପ୍ରେଟଙ୍କୁ ଡେଟ୍ କରୁଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସେ ସମସ୍ତଙ୍କୁ ତାଙ୍କ ପ୍ରେମିକାଙ୍କ ସହ ପରିଚିତ କରାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର…

କୋରାପୁଟରେ ‘SSMB29’ ସୁଟିଂ ଆରମ୍ଭ, ଫ୍ୟାନଙ୍କୁ ଦେଖି ନମସ୍କାର କଲେ ଦେଶୀ ଗର୍ଲ ପ୍ରିୟଙ୍କା

କୋରାପୁଟ: କୋରାପୁଟରେ ଦେଶୀ ଗର୍ଲ, ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା। ବଲିଉଡ, ହଲିଉଡ ଏବଂ ସାଉଥରେ କମାଲ କରିଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ସାଉଥରେ ନିଜ ଜଲୱା ଦେଖାଇବାକୁ ଯାଉଛନ୍ତି। ସେ ରାଜାମୌଲିଙ୍କ ହାଇବଜେଟ୍ ଫିଲ୍ମ ‘SSMB29’ରେ ନଜର ଆସିବାକୁ ଯାଉଛନ୍ତି। ଏହାର ସୁଟିଂ…

ବେକାର ଆୱାର୍ଡ ନିଜ ପାଖରେ ରଖ; ଓସ୍କାରକୁ ନେଇ କାହିଁକି ଏଭଳି କହିଲେ କଙ୍ଗନା… 

ମୁମ୍ବାଇ: ବିଜେପିର ଲୋକସଭା ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ବିବାଦୀୟ ବୟାନ ପାଇଁ ଜଣାଶୁଣା। ବର୍ତ୍ତମାନ ସମୟରେ ସେ ଫିଲ୍ମ 'ଏମର୍ଜେନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମଟି ଏବେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ଯ…

ପୁରୀ ଭ୍ରମଣର ଫଟୋ ଶେୟାର କଲେ ଅଭିନେତ୍ରୀ ଭାଗ୍ୟଶ୍ରୀ

ପୁରୀ: 'ମୈନେ ପ୍ୟାର କିୟା' ଅଭିନେତ୍ରୀ ଭାଗ୍ୟଶ୍ରୀ ନିକଟରେ ପୁରୀ ଗସ୍ତରେ ଆସିଥିବା ବେଳେ ଏବେ ଫଟୋ ସେୟାର କରିଛନ୍ତି। କମଳା ରଙ୍ଗର ପୋଷାକ ପରିଧାନ କରିଥିବା ବେଳେ ସେ ସିଂହଦ୍ୱାର ସମ୍ମୁଖରେ ପୋଜ୍ ଦେଇଥିଲେ। ଏପରିକି ଗରୁଡ଼ ସ୍ତମ୍ଭରେ ଦୀପ ଜାଳୁଥିବାର ଦେଖାଯାଇଛି। ଏହି ଅବସରରେ…

ରାଗିଗଲେ ଜଗନ୍ନାଥ ପ୍ରେମୀ, ହେମାମାଳିନୀଙ୍କ ନାଁରେ ଥାନାରେ ଦେଲେ ଏତଲା

ପୁରୀ: ଶ୍ରୀମନ୍ଦିରକୁ ପ୍ରବେଶ କରି ଏବେ ବିବାଦରେ ବଲିଉଡ ଅଭିନେତ୍ରୀ ହେମାମାଳିନୀ । ଜଣେ ଅଣ ହିନ୍ଦୁ ହୋଇ କିପରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ, ତାକୁ ନେଇ ଏବେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁରୀର ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ଏବେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ…

ଘୁଞ୍ଚିଲା ତାରିଖ, ଏହି ଦିନ ରିଲିଜ ହେବ  ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’

ମୁମ୍ବାଇ: ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଆସୁଛନ୍ତି ବରୁଣ ଧାୱନ୍ ଏବଂ ଜାହ୍ନବୀ କପୁର । ଚଳିତବର୍ଷ ରିଲିଜ୍ ହେବାକୁ ଯାଉଛି ବରୁଣ-ଜାହ୍ନବୀ ଅଭିନୀତ କମେଡି ଫିଲ୍ମ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମଟି…

ମାତା ବୈଷ୍ଣୋ ଦେବୀ ମନ୍ଦିରରେ ମଦ୍ୟପାନ; ଓରି ଓ ଅନ୍ୟ ୭ ଜଣକ ବିରୋଧରେ ଏଫଆଇଆର

ମୁମ୍ବାଇ: ଜମ୍ମୁ ଏବଂ କାଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରର ବେସ୍ କ୍ୟାମ୍ପ କଟରାସ୍ଥିତ ଏକ ହୋଟେଲରେ ମଦ୍ୟପାନ କରିବା ଯୋଗୁଁ ଓରି ଏବଂ ଅନ୍ୟ ସାତ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଜମ୍ମୁ ଓ କାଶ୍ମୀର ପୋଲିସ ଯେଉଁ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସେମାନଙ୍କ…

ଚଳ ଚଞ୍ଚଳ ଓଡିଆ ସିନେଜଗତ, ବକ୍ସ ଅଫିସରେ ଧମାଲ କରୁଛି ‘ଘମାଘୋଟ’

ଭୁବନେଶ୍ଵର: ଅନେକ ପତନ ପରେ ଏବେ ପୁଣି ଉତଥାନ ଆଡକୁ ମୁହାଁଉଛି ଓଡିଆ ସିନେ ଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି। ଯାହା ସିନେ ପ୍ରେମିଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ଏହି ଧାରାରେ ଏବେ ଫିଲ୍ମ ପାଇଁ ନିଚ୍ଛକ କାହାଣୀ ଓ…

ଘୋଷଣା ହେଲା ଓଡିଆ ଫିଲ୍ମ ‘ଚକ୍ରାନ୍ତ’ର ଟାଇଟଲ

ଭୁବନେଶ୍ବର: ଲକ୍ଷେଶ୍ୱର ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଓଡିଆ ଫିଲ୍ମ 'ଚକ୍ରାନ୍ତ' ର ଘୋଷଣା ହେଲା ଟାଇଟଲ । ଫିଲ୍ମ ଟିର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ପିନୁ ନାୟକ ଅଛନ୍ତି । ସୌରଭ ପାଢ଼ୀଙ୍କ ପ୍ରଯୋଜିତ ଫିଲ୍ମର କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଓ ସଂଳାପ ରଚନା କରିଛନ୍ତି…

ସୁସ୍ଥ ହେଇ ଫେରିଲେ ରେହମାନ୍: ସ୍ତ୍ରୀ କହିଲେ, ‘ ଆମେ ଅଲଗା ହେଇନୁ’

ଚେନ୍ନାଇ: ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି। ସେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ। ଆଜି ସକାଳେ ତାଙ୍କର ଛାତି ଯନ୍ତ୍ରଣା ହେବାରୁ, ତାଙ୍କୁ ଚେନ୍ନାଇର ଏକ ଘରୋଇ…