Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏକୁଟିଆ ଈଶା ଦେଓଲ ଏବେ ପୂନର୍ବାର ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ଏବେ ସମ୍ପୂର୍ଣ୍ଣ ଏକୁଟିଆ । ସେ ମାନସିକ ସ୍ତରରେ ପୂନର୍ବାର ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ ହେଲେଣି । ଈଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ପ୍ରେମ କରିବା ପରେ ବିବାହ କରିଥିଲେ । ୧୧ ବର୍ଷ ବୈବାହିକ ଜୀବନ ପରେ ଏହି ବିବାହ ଭାଙ୍ଗି…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ବର: ଅସୁସ୍ଥ ହୋଇ ହସ୍ପିଟାଲ୍‌ ରେ ଭର୍ତ୍ତି ହେଲେ ଓଲିଉଡ୍‌ ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟାରେ ପୀଡିତ ଥିଲେ । ଫୁସଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା…

Disha Patani: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼। ବରେଲୀସ୍ଥିତ ତାଙ୍କ ବାସଭବନ ଆଗରେ ଫୁଟିଛି ଗୁଳି। ଗୁଳିଚାଳନା ପରେ ଉତ୍ତର ପ୍ରଦେଶ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗ୍ୟାଙ୍ଗ ଏହି ଆକ୍ରମଣ ପଛର ଦାୟୀ ଥିବା କହିଛି। ସନାତନ ଧର୍ମ ବିରୋଧରେ…

କାର୍ତିକଙ୍କୁ ଭେଟିବାକୁ ୧୫୧୪ କିଲୋମିଟର ବାଟ ଆସିଲେ ଶୁଣି ଓ ଦେଖି ନ ପାରୁଥିବା ପ୍ରଶଂସକ

ନୂଆଦିଲ୍ଲୀ: ଅଭିନେତା କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ନିକଟରେ କାର୍ତିକଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୫୧୪ କିଲୋମିଟର ବାଟ ଆସିଥିଲେ । ଏହି ଯୁବକଜଣଙ୍କ ଶୁଣି କିମ୍ବା ଦେଖି ପାରନ୍ତି ନାହିଁ । ତେବେ ତାଙ୍କ ପ୍ରତିକ୍ରିୟା ଓ ଖୁସୀ…

ଐଶ୍ୱର୍ଯ୍ୟାଙ୍କୁ ମିଳିଲା ଆଶ୍ୱସ୍ତି, URL ହଟାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ମିଳିଲା ଆଶ୍ୱସ୍ତି। AI ଦ୍ୱାରା ତାଙ୍କର ଅଶ୍ଳୀଳ ବିଷୟବସ୍ତୁ ତିଆରି କରାଯାଇ ଏହାକୁ ବେଆଇନ ଭାବରେ ପ୍ରସାରଣ କରାଯିବା ସହ ତାଙ୍କ ପରିଚୟର ଅପବ୍ୟବହାର କରିବା ନେଇ ନିକଟରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେ। ଏଭଳୀ ଅନଲାଇନ୍ ପ୍ଲାଟଫର୍ମରୁ ସୁରକ୍ଷା ପାଇବା…

ଐଶ୍ୱର୍ଯ୍ୟାଙ୍କ ପରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିଷେକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ବୁଧବାର ଦିନ ନିଜର ପବ୍ଲିସିଟୀ ଏବଂ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। AI ମାଧ୍ୟମରେ ତାଙ୍କର ନକଲି ଫୋଟୋ ଏବଂ ଭିଡିଓ ବନାଇବା ସହ ତାଙ୍କ ଫଟୋ-ସାଇନ୍ ର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ  …

ସମ୍ପତି ପାଇଁ କୋର୍ଟରେ କରିସ୍ମା କପୁରଙ୍କ ଦୁଇ ପିଲା, ଜାଣନ୍ତୁ କଣ ରହିଛି ପୁରା ଘଟଣା…

ମୁମ୍ବାଇ: କରିସ୍ମା କପୁରଙ୍କ ଦୁଇ ସନ୍ତାନ ସମାଇରା ଏବଂ କିୟାନ୍ ସେମାନଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଅଂଶ ପାଇବା ପାଇଁ ବର୍ତ୍ତମାନ୍ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ସେମାନଙ୍କ ସାବତ…

ଅନୁଭବ ମହାନ୍ତିଙ୍କ ‘ଚାରିଧାମ’ ଟିଜର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

ଭୁବନେଶ୍ବର: ପୁଣି ରୁପେଲି ପରଦାକୁ ନିଜର ଜଲଓ୍ବା ଦେଖେଇବାକୁ ଫେରୁଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ 'ଚାରିଧାମ' ଫିଲ୍ମର ଟିଜର ରିଲିଜ ହୋଇଛି । ଏହା ସହ ଫିଲ୍ମଟି କେବେ ପରଦାକୁ ଆସିବ ତାହାର ତାରିଖ ପ୍ରକାଶ ପାଇଛି । ତେବେ ଫିଲ୍ମଟିର ଟିଜରକୁ ଲୋକେ ବେଶ ପ୍ରଶଂସା…

Kajal Aggarwal: ସଡ଼କ ଦୁର୍ଘଟଣାରେ କାଜଲ ଅଗ୍ରୱାଲଙ୍କ ମୃତ୍ୟୁ ?, ସାମ୍ନାକୁ ଆସିଲା ସତ…..

ମୁମ୍ବାଇ: ଭାରତୀୟ ସିନେମାର ଅନନ୍ୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଫ୍ୟାନ୍ସଙ୍କୁ ସ୍ତବ୍ଧ କରିଦେଇଥିଲା । ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏବେ ନିଜେ ଅଭିନେତ୍ରୀ ଆଗକୁ ଆସି ସବୁ ଏହା ଗୁଜବ ବୋଲି ପ୍ରକାଶ…

୪୬ ବର୍ଷ ପରେ ଏକତ୍ର ଅଭିନୟ କରିବେ କମଳ ହାସନ, ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ କମଳ ହାସନ ଦୀର୍ଘ ଦିନ ପରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ଏହି ଖବର ଶୁଣିବା ପରେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଦୁବାଇରେ ଆୟୋଜିତ ନେକ୍ସା ସିମା ଆୱାର୍ଡ୍ସ ୨୦୨୫ ଅବସରରେ କମଳ ହାସନ ଏହି ଘୋଷଣା କରିଛନ୍ତି ।…