Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗୁଜବସୃଷ୍ଟିକାରୀ ଆଜି ବଂଚି ଥାଉ ଥାଉ ପରେଶ ରାୱଲଙ୍କୁ ମାରିଦେଲେ

ମୁମ୍ବାଇ: ସୋସିଆଲ ସାଇଟରେ ଗୁଜବସୃଷ୍ଟିକାରୀ ବଂଚି ବଂଚି ଥାଉ ଥାଉ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମିଛରେ ମାରିଦେଉଛନ୍ତି । ଆଜି ବଲିଉଡ ଅଭିନେତା ପରେଶ ରାୱଲଙ୍କ ନାମରେ ଏ ଭଳି ଗୁଜବ ସୃଷ୍ଟି ହୋଇଥିଲା । ତେବେ ସେ ସୁସ୍ଥ ଅଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଜଣାପଡିଛି ।…

ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇକୁ ଆଇଏମଡିବିର ଖରାପ ରେଟିଂ

ମୁମ୍ବାଇ: ସଲମାନ ଖାଁଙ୍କ ବହୁ ପ୍ରତୀକ୍ଷିତ ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇ ଫିଲ୍ମକୁ କ୍ରିଟିକ୍ସ ମାନେ ପସନ୍ଦ କରି ନାହାନ୍ତି । ଏପରି କି ସଲମାନଙ୍କ କ୍ୟାରିୟରର ଏହା ଏକ ଖରାପ ଫିଲ୍ମ ଶ୍ରେଣୀରେ ରହିବ ବୋଲି ସେମାନେ କହିଛନ୍ତି । ଆଇଏମଡିବି ଏହି ଫିଲ୍ମକୁ ମାତ୍ର ୨.୪ ରେଟିଂ ପଂଏଟ ଦେଇଛି ।…

ଏଥର ରଜକୁ “କହିବିନି ତୋତେ ଆଇ ଲଭ ୟୁ”

ଭୁବନେଶ୍ୱର: କରୋନା ମହାମାରୀରେ ବି ଲୋକଙ୍କ ମନରୁ ଦୁଃଖ ଅବସାଦକୁ ଦୂର କରିବାକୁ ଚେଷ୍ଟା କରୁଛି ଓଲିଉଡ । ରିଲିଜ୍ ଅପେକ୍ଷାରେ ରହିଛି ଭିନ୍ନ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ “କହିବିନି ତୋତେ ଆଇ ଲଭ ୟୁ” । ଲକଡାଉନ୍ ପାଇଁ ଫିଲ୍ମଟି ଅଟକି ରହିଥିବାବେଳେ ରଜ ଅବସରରେ ରିଲିଜ୍ ହେବାର…

ରିଲିଜର କିଛି ସମୟ ପରେ ଇଂଟରନେଟରେ ଲିକ୍ ହେଲା ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଟେଂଡ ଭାଇ

ମୁମ୍ବାଇ: ସଲମାନ ଖାଁ ଅଭିନୀତ ରାଧେ: ୟୋର ମୋଷ୍ଟ ୱାଟେଂଡ ଭାଇ ଆଜି ଓଟିଟି-ଡିଟିଏଚରେ ପେ ପର ଭ୍ୟୁ ସର୍ଭିସ ଅନ୍ତର୍ଗତ ରିଲିଜ ହୋଇଛି । ମାତ୍ର ଏହା ରିଲିଜ ହେବାର କିଛି ସମୟ ମଧ୍ୟରେ ଇଂଟରନେଟରେ ଏହା ଲିକ୍ ହୋଇ ଯାଇଥିଲା । ଫଳରେ ଅନେକ ଏହାକୁ ମାଗଣା ଦେଖିବା ଫାଇଦା ଉଠାଇଥିଲେ । ଜି…

ଟେଲି ସୋ’ ‘ଅନୁପମା’ର ରେକର୍ଡ ଭାଙ୍ଗିଲା ‘ଗୁମ୍‌ ହେ ‌କିସି ‌କେ ପ୍ୟାର୍‌ ମୈ’

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଟେଲି ସୋ 'ଗୁମ୍‌ ହେ ‌କିସି ‌କେ ପ୍ୟାର୍‌ ମୈ' ଦର୍ଶକ ମନୋରଞ୍ଜନ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଷ୍ଟ‌ାର୍‌ ପ୍ଲସ୍‌ରେ ପ୍ରସାରିତ ହିଟ୍ ସୋ 'ଅନୁପମା'କୁ ପଛରେ ପକାଇ ରେଟିଂ ଚାର୍ଟରେ ଶୀର୍ଷ ସ୍ଥାନ ଅଧିକାର କରିଛି 'ଗୁମ୍‌ ହେ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଟେଲି ଆକ୍ଟର ରାଜୀବ ପଲ୍‌

ନୂଆଦିଲ୍ଲୀ: ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟେଲି ଆକ୍ଟର ରାଜୀବ ପଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୫୦ ବର୍ଷୀୟ ଅଭିନେତା ରାଜୀବ ମେ ୭ରେ…

କାହିଁକି ରଣବୀର ଏବଂ ରିଦ୍ଧିମାଙ୍କ ସହ ରହିବାକୁ ପସନ୍ଦ କରନ୍ତିନି ଅଭିନେତ୍ରୀ ନୀତୁ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀତୁ କପୁର ନିଜ ଏକାନ୍ତତାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ଆଉ ସେଥିପାଇଁ ସେ ତାଙ୍କ ପୁଅ ରଣବୀର ଏବଂ ଝିଅ ରିଦ୍ଧିମାଙ୍କ ସହ ରୁହନ୍ତି ନାହିଁ ବୋଲି କହିଛନ୍ତି ନୀତୁ। ଗତ ବର୍ଷ ସ୍ୱାମୀ ରିଷି କପୁରଙ୍କ…

ସୁସ୍ଥ ହେବା ପରେ ପିଲାମାନଙ୍କୁ ଦେଖି ଭାବ ପ୍ରବଣ ହୋଇଗଲେ ଅଲୁ ଅର୍ଜୁନ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲୁ ଅର୍ଜୁନ ବୁଧବାର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ପ୍ରଥମେ ନିଜ ପିଲାମାନଙ୍କୁ ଭେଟିଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନଜ ଘରର ଉପର ମହଲାରେ ଆଇସୋଲେଶନରେ ରହୁଥିଲେ । ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ…

ଅନ୍‌ଲାଇନ୍ ଅଛନ୍ତି ପପୁ ପମ୍‌ପମ୍ !

ଭୁବନେଶ୍ୱର: ଓଡିଶାର ଅନନ୍ୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ପ୍ରକୃତ ନାଁ ତତ୍ତ୍ୱପ୍ରକାଶ ଶତପଥୀ । ଖାସ କରି ଇନଷ୍ଟାଣ୍ଟ କମେଡି ପାଇଁ ଏହି ଅଭିନେତା ଜଣକ ବେଶ ଜଣାଶୁଣା । ଓଡିଶାରେ ଆଜି ପର୍ଯ୍ୟନ୍ତ କମେଡି ମାମଲାରେ ପପୁଙ୍କୁ ଟକ୍କର ଦେବାକୁ ବୋଧ ହୁଏ କେହି ସମର୍ଥ ହୋଇଥିବେ । ନିଜ…

ସେଲିବ୍ରିଟିଙ୍କ ମୃତ୍ୟୁ ଗୁଜବକୁ ନେଇ ଚର୍ଚ୍ଚା; ପୁଣି ଉଡିଲା ଆଉ ଜଣେ କଳାକାରଙ୍କ ମୃତ୍ୟୁ ଖବର

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ୟପଟେ ସେଲିବ୍ରିଟିମାନଙ୍କ ମୃତ୍ୟୁ ଗୁଜବ ମଧ୍ୟ ଉଡିବାରେ ଲାଗିଛି। ନିକଟରେ ଶକ୍ତିମାନ ଆକ୍ଟର ମୁକେଶ ଖାନାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଖବର ଆସିଥିଲା। ଏ ନେଇ ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ମୁକେଶ ଖାନ୍ନା…