Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାତ୍ୟା ତାଉ’ତେ; ଜଳମଗ୍ନ ବିଗ୍‌ ବିଙ୍କ କାର୍ଯ୍ୟାଳୟ ‘ଜନକ’

ମୁମ୍ବାଇ: ବାତ୍ୟା ତାଉ'ତେ ଦେଶର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି। ବିଶେଷ କରି କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି। ସୋମବାର ରାତିରେ ବାତ୍ୟା ତାଉ'ତେ ପ୍ରଭାବରେ ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ଜନକ ଜଳମଗ୍ନ ହୋଇଥିଲା। ଅଭିନେତା ଏ…

ଦୁଇଦୁଇଟି ଫିଲ୍ମରେ ଧମାଲ୍ ମଚାଇବେ ଅଙ୍କିତା ଭୌମିକ

ଭୁବନେଶ୍ୱର: ଆଲବମ୍ ଦୁନିଆରେ ଅଙ୍କିତା ଭୌମିକଙ୍କ ନାଁ କିଛି ନୂଆ ନୁହେଁ । କନ୍‌ସେପ୍ଟ ଯାହା ବି ହେଉନା କାହିଁକ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ଆକର୍ଷଣୀୟ ଡାନ୍ସିଂ ଭିଡିଓ ଆଲବମ୍‌କୁ ସୁପରହିଟ୍ କରାଇବା ପାଇଁ ଯଥେଷ୍ଟ । ବହୁ ସୁପରହିଟ୍ ଭିଡିଓ ଆଲବମ ଓ କିଛି ହାତଗଣତି ଫିଲ୍ମରେ ଅଭିନୟ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ନିକ୍‌ ଜୋନାସ

ମୁମ୍ବାଇ: ରିପୋର୍ଟ ଅନୁଯାୟୀ ଆମେରିକାନ୍‌ ଷ୍ଟାର୍‌ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନୂଆ ସୋ’ର ସୁଟିଂ କରୁଥିବା ସମୟରେ ସେ ଆହତ ହୋଇପଡ଼ିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ…

କରୋନା ମୁକାବିଲା: ସିଏମ୍ ରିଲିଫ ଫଣ୍ଡ୍‌କୁ ୫୦ ଲକ୍ଷ ଟଙ୍କା ଦେଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ମୁମ୍ବାଇ: କୋଭିଡ୍‌ ରୋଗୀଙ୍କ ଲାଗି ସହାୟତାର ହାତ ବଢାଇଲେ ସୁପରଷ୍ଟାର ରଜନୀକାନ୍ତ। ଏ ନେଇ ସୋମବାର ସେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିଥିଲେ। ଦେଶ କରୋନାଭାଇରସର ଦ୍ୱିତୀୟ ତରଙ୍ଗ ସହ ମୁକାବିଲା କରୁଥିବା ବେଳେ ସୁପରଷ୍ଟାର୍‌ ରଜନୀକାନ୍ତ ସିଏମ୍‌ ରିଲିଫ…

ଆସନ୍ତା ମାସରେ ଆମାଜନ ପ୍ରାଇମ୍‌ରେ ରିଲିଜ ହେବ ବିଦ୍ୟା ବାଲାନଙ୍କ ‘ଶେର୍‌ନୀ’

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଶେର୍‌ନୀ'। ଏ ନେଇ  OTT ପ୍ଲାଟଫର୍ମ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଫିଲ୍ମ ଜୁନ୍‌ରେ ରିଲିଜ କରିବ। ଫିଲ୍ମ ଶେର୍‌ନିର ନିର୍ଦ୍ଦେଶକ ହେଉଛନ୍ତି ଅମିତ ମାସୁକର। ଏଥିରେ…

ଗ୍ରାଜୁଏଟ୍‌ ହେଲେ ଆର୍ଯ୍ୟନ୍‌ ଶାହାରୁଖ୍‌ ଖାନ୍‌; ୟୁଏସ୍‌ସିରୁ ଆର୍ଯ୍ୟନ୍‌ଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ଶାହରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନଙ୍କ ନୂଆ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଆର୍ଯ୍ୟନଙ୍କ ସ୍ନାତକ ସମାରୋହର। ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ସାଉଥ୍ କାଲିଫର୍ନିଆ ୟୁନିଭରସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।…

ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ନଜର ଆସିବେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା!

ନୂଆଦିଲ୍ଲୀ: ନିକଟରେ ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଭିନୀତ ୱେବ୍‌ ସିରିଜ୍‌ ବ୍ରୋକେନ୍‌ ବଟ୍‌ ବିୟୁଟିଫଲ୍‌ ୩ର ଟ୍ରେଲର୍‌ ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ଆଉ ଖୁସି ଖବର ମଧ୍ୟ ରହିଛି। ସୂଚନାଯୋଗ୍ୟ…

କରୋନା ପ୍ରଭାବ: ଗଙ୍ଗୁବାଇ କାଠିୟାୱାଡୀ ଫିଲ୍ମ ପ୍ରଯୋଜକଙ୍କୁ ପ୍ରତ୍ୟେକ ଦିନ ୩ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀଙ୍କ ଗଙ୍ଗୁବାଇ କାଠିୟାୱାଡୀ ଫିଲ୍ମର ଶୁଟିଂ ମାତ୍ର ୩ ଦିନ ବାକି ଅଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ପ୍ରଭାବ ଯୋଗୁ ଏବେ ଫିଲ୍ମ ଶୁଟିଂ ଉପରେ କଟକଣା ଲଗାଯାଇଛି । ଏଥିଯୋଗୁ ପ୍ରଯୋଜକଙ୍କୁ ପ୍ରତ୍ୟେକ ଦିନ ୩ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି । ଫିଲ୍ମ…

‘ବ୍ରୋକେନ୍ ବଟ୍‌ ବିୟୁଟିଫୁଲ୍‌ ୩’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: 'ବ୍ରୋକେନ୍ ବଟ୍‌ ବିୟୁଟିଫୁଲ୍‌ ୩' ଟ୍ରେଲର ରିଲିଜ ହୋଇସାରିଛି। ଏହା ଏକ ୱେବ୍‌ ସିରିଜ୍‌। ଏଥିରେ ସିଦ୍ଧାର୍ଥ ଶୁକ୍ଲା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସିଦ୍ଧାର୍ଥଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି। ସିଦ୍ଧାର୍ଥ ଏଥିରେ ଅଗସ୍ତ୍ୟା ରାଓ ଭୂମିକାରେ…

ଭେଟେରାନ୍‌ ବଲିଉଡ୍‌ ଆକ୍ଟର କେ.ଡି ଚନ୍ଦ୍ରନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ତଥା ବଲିଉଡ୍‌ର ଭେଟେରାନ୍‌ ଆକ୍ଟର କେ.ଡି ଚନ୍ଦ୍ରନଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ହୃଦଘାତରେ ପୀଡିତ ହେବା ପରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସ ହୋଇଥିଲା। ଅଭିନେତା କେ.ଡି ଚନ୍ଦ୍ରନ…