Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୯ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଲେଡି ଗାଗା

ନୂଆଦିଲ୍ଲୀ: ୧୯ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ହଲିଉଡ୍‌ ଗାୟିକା ଲେଡି ଗାଗା। କେବଳ ସେତିକି ନୁହେଁ ଗର୍ଭବତୀ ମଧ୍ୟ ହୋଇଥିଲେ। ସେ କହିଛନ୍ତି ଯେ କ୍ୟାରିୟରର ପ୍ରାରମ୍ଭରେ ଜଣେ ସଙ୍ଗୀତ ନିର୍ମାତା ତାଙ୍କ ସହ ଦୁଷ୍କର୍ମ କରିବା ପରେ ସେ ୧୯ ବର୍ଷ ବୟସରେ ଗର୍ଭବତୀ…

ଫଟୋସୁଟ୍‌ ପାଇଁ ୧୮ ମିନିଟ ମହୁମାଛିଙ୍କ ମେଳରେ ବସିଲେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

ନୂଆଦିଲ୍ଲୀ: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିକଟରେ ଏକ ମାଗାଜିନ କଭର ପାଇଁ ସୁଟିଂ କରିଥିଲେ। ସେଥିପାଇଁ ତାଙ୍କୁ ପ୍ରାୟ ୧୮ ମିନିଟ ଧରି ଦେହରେ ମହୁମାଛି ଘୋଡାଇ ବସିବାକୁ ପଡ଼ିଥିଲା। ବିଶ୍ୱ ମହୁମାଛି ଦିବସରେ ମହୁମାଛି ସଂରକ୍ଷଣର ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ସେ…

ଆଦିତ୍ୟ ଚୋପ୍ରାଙ୍କୁ ବିବାହ କଲା ପରେ କାହିଁକି ବଦଳିଗଲେ ରାନୀ?

ମୁମ୍ବାଇ: ଦେଶର ଅନ୍ୟତମ ବୃହତ୍ତମ ଚଳଚ୍ଚିତ୍ର ଷ୍ଟୁଡିଓ ମଧ୍ୟରୁ ୟଶ ରାଜ ଫିଲ୍ମସର ନିର୍ଦ୍ଦେଶକ-ନିର୍ମାତା ତଥା ମୁଖ୍ୟ ଆଦିତ୍ୟ ଚୋପ୍ରା ଆଜି ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ପତିଙ୍କ ଜନ୍ମଦିନ ଅବସରରେ ପତ୍ନୀ ତଥା ଅଭିନେତ୍ରୀ ରାନୀ ମୁର୍ଖାଜୀ ଏକ ଚାଞ୍ଚଲ୍ୟକର ବୟାନ…

ରେକର୍ଡ ଭାଙ୍ଗିଲା ସଲ୍‌ମାନଙ୍କ ‘ରାଧେ’; ବଲିଉଡ୍‌ର ପ୍ରଥମ ଚଳଚ୍ଚିତ୍ର ଭାବେ ୬୫ରୁ ଅଧିକ ଦେଶରେ ଲାଇଭ୍‌…

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ୍‌ ଓରଫ ସଲମାନ ଖାନଙ୍କ 'ରାଧେ' ମେ ୧୩ ରେ zee5 ରେ ରିଲିଜ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଆପଲ୍ ଟିଭିରେ ଲାଇଭ୍ ହୋଇଥିବା ପ୍ରଥମ ବଲିଉଡ ଚଳଚ୍ଚିତ୍ର ମଧ୍ୟ ହୋଇପାରିଛି। ବେଲଜିୟମ, ଡେନମାର୍କ, କାନାଡା, ଫିଜି, ମାଲେସିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା…

ବାତ୍ୟାରେ ନଷ୍ଟ ହୋଇଗଲା ସଲମାନଙ୍କ ଅଭିନୀତ ଟାଇଗର ୩ର ସେଟ

ମୁମ୍ବାଇ: ତାଉତେ ବାତ୍ୟାରେ ଗୁଜରାଟ, ମୁମ୍ବାଇ ସମେତ ଅନେକ ସ୍ଥାନରେ ବ୍ୟାପକ କ୍ଷୟ କ୍ଷତି ଘଟାଇଛି । ମୁମ୍ବାଇରେ ସଲମାନ ଖାଁ ଅଭିନୀତ ଟାଇଗର ୩ର ଏକ ଭବ୍ୟ ସେଟ ଏହି ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦୁବାଇର ଏକ ମାର୍କେଟ ଶୈଳୀରେ ଗୋରେଗାଁର ଏସଆରପିଏଫ ଗ୍ରାଉଣ୍ଡରେ ଏହି ସେଟ…

ବିବିଧ ପ୍ରତିଭାର ଅନନ୍ୟ ପ୍ରତୀକ ପ୍ରମୋଦ ପାଣିଗ୍ରାହୀ

ସ୍କୁଲରେ ପଢୁଥାଏ ମୁଁ। କଟକରେ, ରେଭେନଶା କଲେଜିଏଟ ସ୍କୁଲରେ, ହଠାତ୍ ଦିନେ ସ୍କୁଲରୁ ଫେରିଲା ବେଳକୁ, ବୋଉ କହିଲେ “ଆଜି ଆଉ ଖେଳିବାକୁ ଯାଅନି। ଆଜି ସନ୍ଧ୍ୟାରେ ଆମେ ଓଡ଼ିଆ ସିନେମା ଦେଖିବାକୁ ଯିବା। ଖୁସିରେ ତାଳି ମାରି ଡେଇଁପଡିଲି ମୁଁ। ଏମିତିଆ କାଁ ଭାଁ କେତେବେଳେ କେମିତି ମିଳୁଥିଲା।…

କରୋନା ରୋଗୀଙ୍କ ସହାୟତା ଲାଗି ୨୨ କୋଟି ଯୋଗାଡ କଲେଣି ପ୍ରିୟଙ୍କା

ମୁମ୍ବାଇ: କରୋନା ରୋଗୀଙ୍କ ସହାୟତା ଲାଗି ଗିଭ୍‌ ଇଣ୍ଡିଆ ସହିତ ମିଳିତ ଭାବେ ପ୍ରିୟଙ୍କା ଚୋପ୍ରାଙ୍କ ୩ ମିଲିୟନ୍ ଡଲାର୍ (୨୨ କୋଟି ଟଙ୍କା) ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ପାଣ୍ଠି ସଂଗ୍ରହ ସହିତ ପ୍ରିୟଙ୍କାଙ୍କ ଫାଉଣ୍ଡେସନ ୫୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର କ୍ରୟ କରିବାରେ ସକ୍ଷମ…

୨୦ ବର୍ଷ ପରେ ତେଲୁଗୁ ଫିଲ୍ମରେ ଅଭିନୟ କରିବେ ଶିଳ୍ପା !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତେଲୁଗୁ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ତ୍ରିବିକ୍ରମ ଶ୍ରୀନିବାସନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏସଏସଏମବି୨୮ରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଫର କରାଯାଇଛି । ଏଥିରେ ସେ ଦକ୍ଷିଣ ଭାରତର…

‘ଦି ଫ୍ୟାମିଲି ମ୍ୟାନ୍ ୨’ ଟ୍ରେଲର୍‌ ରିଲିଜ

ମୁମ୍ବାଇ: ମନୋଜ ବାଜପେୟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବହୁ ପ୍ରତିକ୍ଷୀତ ମନୋଜ ବାଜପେୟୀଙ୍କ ୱେବ୍‌ ସିରିଜ୍‌ 'ଦି ଫ୍ୟାମିଲି ମ୍ୟାନ୍ ୨' ଟ୍ରେଲର୍‌ ଆଜି ରିଲିଜ ହୋଇଛି। ଏହାକୁ ନେଇ ଦର୍ଶକ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଆସନ୍ତା ଜୁନ୍ ୪ ରେ ଆମାଜନ ପ୍ରାଇମ ଭିଡିଓରେ…

ବାହା ହେଲେ କି କୋରିଓଗ୍ରାଫର ଗୀତା କପୁର!

ନୂଆଦିଲ୍ଲୀ: କୋରିଓଗ୍ରାଫର ତଥା ସୁପର ଡାନ୍ସର୍ ଚାପ୍ଟର ୪ର ଜଜ୍ ଗୀତା କାପୁରଙ୍କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକୃତରେ ଗୀତା ମାଙ୍କ ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଲାଲ୍‌ ରଙ୍ଗର ଆଉଟ୍‌ଫିଟ୍‌ ସହିତ ମଥାରେ ସିନ୍ଦୁର ଲଗାଇଥିବା…