Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିଗ୍ ବିଙ୍କ ଦ୍ୱିତୀୟ ଆଖି ଅପରେସନ୍, ଏହା ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ଅନୁଭୂତି କହିଲେ ଅମିତାଭ 

ମୁମ୍ବାଇ: ଅମିତାଭଙ୍କ ଦ୍ୱିତୀୟ ଆଖି ଅପରେସନ୍ ହୋଇଛି । ସେ ଟ୍ୱିଟରରେ ଲେଖିଛନ୍ତି, ‘ଏହା ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ଅନୁଭୂତି’ ।  ଅମିତାଭ ଲେଖିଛନ୍ତି, ‘ଅନ୍ୟଟି ମଧ୍ୟ ସଫଳ ହୋଇଛି । ଶୀଘ୍ର ଭଲ ହେଉଛି । ସବୁ କିଛି ଠିକ୍ ଅଛି । ଏହା ଏକ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ।…

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା କରୋନା ପଜିଟିଭ

ନୂଆଦିଲ୍ଲୀ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସିରିଏଲ୍ ଗୁମ୍‌ ହୈ କିସିକେ ପ୍ୟାର୍‌ ମୈ ଆକ୍ଟର ନୀଲ ଭଟ୍ଟ କରୋନା ସଂକ୍ରମିତ ହେବା ପରେ ଏବେ ନୀଲ୍‌ଙ୍କ ସହ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉଭୟଙ୍କର କ‌ୌଣସି ଗମ୍ଭୀର ଲକ୍ଷଣ ନଥିବା…

କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ବିଏମସି ସୋମବାର କୋଭିଡ-୧୯ ପଜିଟିଭ ଥିବା ସତ୍ବେ  ଫିଲ୍ମ ସୁଟିଂ ପାଇଁ ବାହାରକୁ ଯାଇଥିବା ଅଭିଯୋଗରେ ଅଭିନେତ୍ରୀ ଗୌହର ଖାନଙ୍କୁ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ପୋଲିସର ସୂଚନାନୁସାରେ, ଅଭିନେତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ତାଙ୍କୁ ନିଜକୁ…

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ଖାସ୍‌ ଉପହାର ଦେଲେ ଆଲିଆ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଆଲିଭଟ୍ଟଙ୍କ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି ଆଲିଆଙ୍କ ପ୍ରଶଂସକଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର 'ଆରଆରଆର'ରେ ଆଲିଆଙ୍କ ନୂଆ ଲୁକ୍‌ ସାମ୍‌ନାକୁ ଆସିଛି। ଫିଲ୍ମର…

ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ”ର ଶୁଭ ମହୁରତ

ଭୁବନେଶ୍ୱର: ଦର୍ଶକଙ୍କ ସାମ୍ନାକୁ ଖୁବଶୀଘ୍ର ଆସିବ ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ” । ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି । ଆସନ୍ତା ଦିନରେ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ମହୁରତ ଅବସରରେ ଉପସ୍ଥିତ ଥିଲେ ସମସ୍ତ…

ଖୁବ୍‌ ଶୀଘ୍ର ଦ୍ୱିତୀୟ ସନ୍ତାନର ପିତାମାତା ହେବେ ଗୀତା ବସ୍ରା ଏବଂ ହରଭଜନ ସିଂ

ନୂଆଦିଲ୍ଲୀ: ଅଭିନେତ୍ରୀ ଗୀତା ବସ୍ରା ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ପୁଣି ଥରେ ମା ହେବାକୁ ଯାଉଛନ୍ତି। ଅର୍ଥାତ୍‌ ଅଭିନେତ୍ରୀ ଗୀତା ବସ୍ରା ଏବଂ କ୍ରିକେଟର ହରଭଜନ ସିଂ ଖୁବ୍‌ ଶୀଘ୍ର ତାଙ୍କ ଦ୍ୱିତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ଗୀତା ଇନଷ୍ଟାଗ୍ରାମରେ ଏକ ବେବି ବମ୍ପ୍‌ର…

ଆଜି ରିଲିଜ ହେବ ଭିନ୍ନ ସ୍ୱାଦର ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’

ଭୁବନେଶ୍ୱର: ତରଙ୍ଗ ଟିଭିରେ ଆଜି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ଚୁମ୍‌କି ମାଇଁ ଡାର୍ଲିଙ୍ଗ'। ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିବା ବେଳେ ୫୨ ବର୍ଷୀୟ ମହିଳା ହୋଇଛନ୍ତି ନାୟିକା । ନାୟକ ଭୂମିକାରେ ଅଭିନେତା ସମ୍ବିତ ଓ ନାୟିକା ଭୂମିକାରେ ମହେଶ୍ୱତାଙ୍କୁ ଅଭିନୟ…

ବଲିଉଡ୍‌ରେ ଗୋବିନ୍ଦା ବି ହୋଇଥିଲେ ‘ନେପୋଟିଜମ୍’‌ର ଶିକାର

ନୂଆଦିଲ୍ଲୀ: ଗୋବିନ୍ଦା ହିନ୍ଦୀ ସିନେମାର ବେଶ୍‌ ପରିଚିତ ନାଁ। ସେ ୯୦ ଦଶକର ଜଣେ ହିଟ୍ କଳାକାର। ଚଳଚ୍ଚିତ୍ର ବ୍ୟତୀତ ଗୋବିନ୍ଦା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଗୋବିନ୍ଦା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା…

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ଖାସ୍‌ ଉପହାର ଦେଲେ ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ: ରବିବାର ମାର୍ଚ୍ଚ ୧୪ରେ ବଲିଉଡର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ରୋହିତ ଶେଟ୍ଟୀ ପ୍ରଶଂସକମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ତାଙ୍କର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ପାଇଁ ସେ ଏକ ନୂଆ…

ଜୋମାଟୋ ଇଣ୍ଡିଆର ଡେଲିଭରି ବଏ୍‌ ସମର୍ଥନରେ ମୁହଁ ଖୋଲିଲେ ପରିଣୀତି

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ମହିଳା ଜୋମାଟୋ ଡେଲିଭରି ବଏ୍‌ଙ୍କ ଉପରେ‌ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ନିୟମ ଉଲ୍ଲଘଂନ କରି ଡେଲିଭରି ବଏ୍ ଜଣକ‌ କେବଳ ତାଙ୍କ ସହ ଅପବ୍ୟବହାର କରିନାହାନ୍ତି ବରଂ ତାଙ୍କ ମୁହଁକୁ ଆଘାତ ମଧ୍ୟ ଦେଇଛନ୍ତି। ଏ ନେଇ…