Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ତାପସୀ ପନ୍ନୁଙ୍କ ‘ହସିନ୍ ଦିଲ୍‌ରୁବା’

ମୁମ୍ବାଇ: ଜୁଲାଇ ୨ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ହସିନ୍ ଦିଲ୍‌ରୁବା’ ନେଟ୍‌ଫ୍ଲିକ୍ସରେ ରିଲିଜ ହେବ। ଗୁରୁବାର ଦିନ ଚଳଚ୍ଚିତ୍ରର ନିର୍ମାତା ଏ‌ ନେଇ ଘୋଷଣା କରିଛନ୍ତି। ଏଥିରେ ତାପସୀଙ୍କ ସହ ଅଭିନେତା ବିକ୍ରାନ୍ତ ମା‌ଶେ ପ୍ରମୁଖ ମୂମିକାରେ ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭିନିଲ୍‌ ମାଥ୍ୟୁ ଏବଂ କାହାଣୀ ଲେଖିଛନ୍ତି କନିକା ଧିଲନ୍।

Leave A Reply

Your email address will not be published.