Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କରୋନା ସଂକ୍ରମିତ ହେଲେ ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌, ଫ୍ୟାନଙ୍କ ପାଇଁ ହୋଟେଲ ରୁମ୍‌ରୁ ଗାଇବେ ଗୀତ 

ମୁମ୍ବାଇ: ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଆଗାମୀ ଏପିସୋଡରେ ପଓ୍ବନଦୀପ ମଞ୍ଚରୁ ନୁହେଁ ନିଜ ଫ୍ୟାନମାନଙ୍କ ପାଇଁ ହୋଟେଲ ରୁମରୁ ହିଁ ଗୀତ ଗାଇବେ ବୋଲି କହିଛନ୍ତି । ହୋଟେଲ ରୁମରୁ…

ଡ୍ୟାନ୍ସ ଦିୱାନେ୩ର ଜଜ ଧର୍ମେଶଙ୍କୁ କରୋନା

ମୁମ୍ବାଇ: ରିୟଲିଟି ଶୋ ଡ୍ୟାନ୍ସ ଦିୱାନେ୩ର ୩ଜଜ ମଧ୍ୟରୁ ଧର୍ମେଶ ୟେଲାନ୍ଦେ କରୋନା ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ୧୮ କ୍ରୁ ମେମ୍ବର୍ସ ଏବଂ ୩ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଥିଲେ । ଏବେ ଧର୍ମେଶଙ୍କ ସ୍ଥାନରେ ଶକ୍ତି ମେନନ ଓ ପୁନୀତ ଜେ ପାଠକ ଏହି ଶୋର ଜଜ ଦାୟିତ୍ୱ ତୁଲାଇବେ ।…

ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲର ସଭାପତି ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଓଡ଼ିଆ ପୁଅ ଜିତେନ୍ଦ୍ରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସଫଳତା ମିଳିଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଜିତେନ୍ଦ୍ର ମିଶ୍ର ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲ (CIFEJ)ର ସଭାପତି ଭାବେ ୨୦୨୨ ବର୍ଷ ଲାଗି ମନୋନିତ ହୋଇଛନ୍ତି । ୟୁନେସ୍କୋ…

ଆଜି ବଲିଉଡର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଜନ୍ମଦିନ: ତାଙ୍କ ବିଷୟରେ ଜାଣନ୍ତୁ କିଛି ବିଶେଷ କଥା …

ମୁମ୍ବାଇ : ଆଜି ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ୭୬ ତମ ଜନ୍ମଦିନ । ସେ ନିଜ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ୬୦ରୁ ୯୦ ଦଶକ ମଧ୍ୟରେ ୨୦୦ ଟି ଫିଲ୍ମ କରି ଦର୍ଶକଙ୍କ ମନ ଜିତିପାରିଛନ୍ତି । ହିନ୍ଦୀ ସିନେମାର ଏକମାତ୍ର ଅଭିନେତା ଯିଏ କି ତାଙ୍କ କ୍ୟାରିୟରରେ ୮୦ଟି ରିମେକ…

ଟିକା ନେଲେ ଅଭିନେତା ସୋନୁ ସୁଦ

ମୁମ୍ବାଇ: କରୋନା ଟିକାର ପ୍ରଥମ ଡୋଜ ନେ‌ଲେ ଅଭିନେତା ସୋନୁ ସୁଦ। ଏହାସହିତ ସୋନୁ ସୋସିଆଲ ମିଡିଆରେ ଟିକା ନେଉଥିବର ଏକ ପୋଷ୍ଟ ସେୟାର୍‌ କରିଛନ୍ତି ଯାହା ସେମାନଙ୍କ ପ୍ରଶଂସକମାନଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବ ବୋଲି ସେ ଆଶା କରିଛନ୍ତି। କୋଭିଡ୍‌ ଟିକା ଗ୍ରହଣ କରୁଥିବା ଏକ…

ଖୁବ୍‌ ଶୀଘ୍ର ଆନିମେଟେଡ୍ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି ‌ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି “କ୍ୟାପଟେନ ୭” ନାମକ ଏକ ଆନିମେଟେଡ୍ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ସିରିଜର ପ୍ରଥମ ସିଜନ୍, ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍‌ରେ ଅଛି। ଏହି ସିରିଜ୍‌ ଧୋନିଙ୍କ ଉପରେ ଆଧାରିତ ହେବ ବୋଲି ନିର୍ମାତାମାନେ ଏକ…

ଆସିଲା ଜୁନିଅର୍ ବାବୁସାନ୍‌, ବାପା ହେଲେ ଓଲିଉଡର ଲଭର ବୟ 

ଭୁବନେଶ୍ୱର: ବାପା ହେଲେ ଓଲିଉଡ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମହାନ୍ତି । ତାଙ୍କ ସ୍ତ୍ରୀ ତୃପ୍ତି ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟେ ମା’ ଏବଂ ପୁଅ ସୁସ୍ଥ ଥିବା ଜଣାପଡିଛି । ଆସନ୍ତା ୨ଦିନ ମଧ୍ୟରେ ତୃପ୍ତିଙ୍କୁ ଡିସ୍‌ଚାର୍ଜ କରାଯିବ ।…

୧୦ କୋଟି ଟଙ୍କାରେ ଉର୍ବଶୀ ସାଇନ କଲେ ତାମିଲ ଫିଲ୍ମ

ମୁମ୍ବାଇ:ବଲିଉଡରେ ନାମ କମାଇବା ପରେ ଏବେ ଉର୍ବଶୀ ରୌତଲା ସାଉଥ ଫିଲ୍ମ ଆଡେ ମୁହାଁଇଛନ୍ତି । ତାମିଲର ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଉର୍ବଶୀଙ୍କୁ ୧୦ କୋଟି ଟଙ୍କା ମିଳିଛି । ଫିଲ୍ମର ନାମ ଘୋଷଣା ହୋଇ ନ ଥିଲେ ମଧ୍ୟ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ସାଉଥର ଏହି ଫିଲ୍ମରେ ସେ ଜଣେ…

କରୋନା କବଳରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ଅପିଲ

ମୁମ୍ବାଇ: କ୍ୟାଟ୍ରିନା କୈଫ୍ କରୋନା ପଜିଟିଭ୍ ହୋଇଛନ୍ତି । ବର୍ତ୍ତମାନ କ୍ୟାଟ୍ରିନା ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । କ୍ୟାଟ୍ରିନା ନିଜର ଇନଷ୍ଟାଗ୍ରାମରେ ପଜିଟିଭ୍ ହେବା ନେଇ ସୂଚନା ଦେଇଛନ୍ତି । କ୍ୟାଟ୍ରିନା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୁଁ ନିଜକୁ…

ମହିମା ଚୌଧୁରୀଙ୍କୁ ଡେଟ୍‌ କରୁଥିଲେ ଅଜୟ ଦେବଗନ?

ମୁମ୍ବାଇ: ୯୦ ଦଶକରେ ଅଜୟ ଦେବଗନ ମହିମାଙ୍କୁ ଡେଟ କରୁଥିବା ଗୁଜବ ବେଶ୍‌ ପ୍ରଚାର ହେଉଥିଲା।ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଏହି ଗୁଜବର ଖୁଲାସା କରିଛନ୍ତି। ଅଜୟ ଦେବଗନ୍ ଏବଂ କାଜୋଲ ଫେବୃଆରୀ ୨୪, ୧୯୯୯ ରେ ବିବାହ ବନ୍ଧନରେ ଆବଦ୍ଧ ‌ହୋଇଥିଲେ। ପ୍ରାୟ ସମାନ ସମୟରେ ଅଜୟ…