Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ଅପେକ୍ଷାରେ “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ ଭଳି ଶବ୍ଦରେ ଅତିଷ୍ଠ ହୋଇପଡିଥିଲେ ସାରା ବିଶ୍ୱ ସମେତ ଓଡିଶାବାସୀ । ଖାସ ସେମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ଚଳଚଂଚଳ ହୋଇଉଠିଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଏହି ଧାରାରେ ସାମିଲ ହୋଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ “ଶହୀଦ ରଘୁ…

ଫିଲ୍ମ ‘ମୁମ୍ବାଇ ସାଗା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ସଞ୍ଜୟ ଗୁପ୍ତା ନିର୍ଦ୍ଦେଶକ କ୍ରାଇମ ଥ୍ରୀଲର 'ମୁମ୍ବାଇ ସାଗା'ର ଟ୍ରେଲର ରିଲିଜ କରିଛି। ୧୯୮୦ ଏବଂ ୯୦ ଦଶକର ନିର୍ମିତ ଏହି ଚଳଚ୍ଚିତ୍ରଟି ବମ୍ବେରୁ ମୁମ୍ବାଇରେ ରୂପାନ୍ତରିତକୁ ଚିତ୍ରିତ କରିଛି। ଏଥିରେ ଜନ୍ ଆବ୍ରାହମ୍, ଇମ୍ରାନ୍ ହାଶ୍ମି, ଜ୍ୟାକି ଶ୍ରଫ୍, ସୁନିଲ୍ ଶେଟ୍ଟି,…

ସୋନୁଙ୍କ ମହାନତା; ଏହି ଗାଁର ଜଳ ସଙ୍କଟ ଦୂର କରିବା ପାଇଁ ସହାୟତାର ହାତ ବଢାଇଲେ ସୋନୁ

ନୂଆଦିଲ୍ଲୀ: ନିଜର ମହାନତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ପୁଣି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। ସୋନୁ ସୁଦ ନିକଟରେ ଝାନସିର ଏକ ଗାଁକୁ ସହାୟତା ଯୋଗାଇ ଦେଇ ଗାଁର ସଙ୍କଟ ଦୂର କରିଛନ୍ତି। ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କ ଗାଁରେ ଜଳ ନ…

ଶାହାରୁଖ୍‌ଙ୍କ ସହ ଫିଲ୍ମ ‘ପଠାନ’ ସୁଟିଂରେ ବ୍ୟସ୍ତ ସଲ୍‌ମାନ; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ ଶାହରୁଖ ଖାନଙ୍କ ସହ ଅଭିନୟ କରୁଥିବା ଆଗାମୀ ଫିଲ୍ମ ପଠାନ ସେଟରେ ନଜର ଆସିଥିଲେ। ଯାହା ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ। ଗୁରୁବାର ଦିନ YRF ଷ୍ଟୁଡିଓରେ ଫିଲ୍ମର ସୁଟିଂରେ…

ଆଜି ରିଲିଜ କରିବ ପରିନୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’

ନୂଆଦିଲ୍ଲୀ: ପରିନୀତି ଚୋପ୍ରାଙ୍କ ଅଭିନୀତ 'ଦ ଗର୍ଲ ଅନ୍ ଦ ଟ୍ରେନ୍' ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ରିବୁ ଦାସଗୁପ୍ତ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ହେଉଛି ହଲିଉଡ୍‌ ମୁଭି 'ଏମିଲି ବ୍ଲଣ୍ଟ୍'‌ର ହିନ୍ଦୀ ରିମେକ୍। ବାର୍ଡ ଅଫ୍ ବ୍ଲଡ୍ ପରେ ନେଟଫ୍ଲିକ୍ସ ସହିତ ଏହା ରିବୁଙ୍କର…

ମୁମ୍ୱାଇ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ହ୍ରିତିକ ରୋଶନଙ୍କୁ ସମନ୍

ମୁମ୍ୱାଇ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କୁ ମୁମ୍ୱାଇ କ୍ରାଇମବ୍ରାଞ୍ଚର ସମନ୍ । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଇ-ମେଲ୍ ଓ୍ୱାରକୁ ନେଇ ହୋଇଥିବା ମାମଲାରେ ହ୍ରିତିକଙ୍କୁ ଡାକି ପଚରାଉଚରା କରିବ ମୁମ୍ୱାଇ କ୍ରାଇମବ୍ରାଞ୍ଚ ।…

ଶେହ୍‌ନାଜଙ୍କ ସହ ବିବାହକୁ ନେଇ ଏମିତି କହିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଜଣେ ପ୍ରଶଂସକଙ୍କ ସହ ଟ୍ୱିଟରରେ ଚାଟିଂ ସମୟରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶେହନାଜ୍ ଗିଲଙ୍କୁ ବିବାହ କରିଥିବା ଖବରକୁ ନାକଚ କରିଦେଇଛନ୍ତି। ୨୦୧୯ରେ ବିଗ୍‌ ବସ୍‌ ୧୩ ତମ ସିଜନ୍ ଜିତିଥିଲେ ସିଦ୍ଧାର୍ଥ ଶୁକ୍ଲା। ଏହାପରେ ସାଥୀ ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ସହ ବନ୍ଧୁତା ପାଇଁ…

ରିଲିଜ୍ ଅପେକ୍ଷାରେ ଓଡିଆ ଫିଲ୍ମ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ଗାଲୁଆମୀ କରିବାକୁ ସଜବାଜ ହେଉଛନ୍ତି ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ତେବେ ରିୟଲ୍ ନୁହେଁ ବରଂ ରିଲ୍ ଲାଇଫରେ ତାଙ୍କୁ ଗାଲୁଆମୀ କରିବାରେ ଦର୍ଶକ ଦେଖିବାକୁ ପାଇବେ । ରିଲିଜ୍ ଅପେକ୍ଷାରେ ରହିଛି ଓଡିଆ ଫିଲ୍ମ ଗାଁର ନାଁ ଗାଲୁଆପୁର । ଫିଲ୍ମର ମୁଖ୍ୟ ଭୂମିକାରେ…

ଖୁବଶୀଘ୍ର ଆରମ୍ଭ ହେବ ଦୃଶ୍ୟମ୍-୨ ସୁଟିଂ, ପୁଣି ଏକାଠି ନଜର ଆସିବେ ଅଜୟ ଦେବଗନ୍-ତବୁ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ ତବୁ ପୁଣିଥରେ ଗୋଟିଏ ଫିଲ୍ମରେ ନଜର ଆସିପାରନ୍ତି । ଅଜୟ ଦେବଗନ ଓ ତବୁ ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି ।  ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ ୧୯ ତାରିଖରେ ଅନଲାଇନ ରିଲିଜ ହୋଇଛି ।…

ଅମିତାଭ ଅଭିନୀତ ସୁରଜ ବଡଜାତ୍ୟାଙ୍କ ଫିଲ୍ମର ଘୋଷଣା ହେଲା ନାମ

ମୁମ୍ବାଇ: ସରଜ ବଡଜାତ୍ୟା ମେଗାଷ୍ଟାର ଅମିତାଭ ବଚ୍ଚନ ଓ ବୋମନ ଈରାନୀଙ୍କୁ ନେଇ ଏକ ପାରିବାରିକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମରେ ଅନୁପମ ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବ । ମୈନେ ପ୍ୟାର କିୟା, ହମ ଆପକେ ହେ କୌନ, ପ୍ରେମ ରତନ ଧନ ପାୟୋ ଭଳି ସୁପରହିଟ…