Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏପ୍ରିଲ ୨୫ରେ ମୁକ୍ତିଲାଭ କରିବ ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଏପ୍ରିଲ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଦେଶପ୍ରେମୀ ଧର୍ମିକ ଓଡ଼ିଆ ଚଳଚ୍ଚିତ୍ର 'ସହିଦ ରଘୁ ସର୍ଦ୍ଦାର'। ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ରଘୁ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବେଶିତ। ଯିଏକି…

ହ୍ରିତିକଙ୍କୁ ୩ଘଂଟା ୪୫ ମିନିଟ ଜେରା କଲା କ୍ରାଇମବ୍ରାଂଚ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ଆଜି ମୁମ୍ବାଇ କ୍ରାଇମବ୍ରାଂଚ କଙ୍ଗନା ରାନାୱତ ଇ-ମେଲ ଘଟଣାରେ ୩ଘଂଟା ୪୫ ମିନିଟ ଧରି ଜେରା କରିଛି । କଙ୍ଗନାଙ୍କୁ ସେ ଜାଲ ଇ-ମେଲ ପଠାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାକୁ ମୁମ୍ବାଇ ପୋଲିସ ଆଇଟି ସେଲ ଯାଂଚ କରୁଥିଲା । ଏବେ…

ଛତ୍ରପତି ଶିବାଜୀ ହେବେ ଶାହୀଦ

ମୁମ୍ବାଇ: ବଲିଉଡ ଅଭିନେତା ଶହୀଦ କାପୁର ଛତ୍ରପତି ଶିବାଜୀଙ୍କ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ପ୍ରଡକ୍ସନ କମ୍ପାନୀ ଲାୟକା ଏ ନେଇ ଶାହୀଦଙ୍କ ସହ ଯୋଗଯୋଗ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କବିର ସିଂହର ନିର୍ଦ୍ଦେଶକ ଏହାର ମଧ୍ୟ ନିର୍ଦ୍ଦେଶନା ଭାର…

ରବୀନା ଟଣ୍ଡନଙ୍କ ଝିଅ ରାଶାଙ୍କୁ ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ ହାସଲ କରିଛନ୍ତି । ଝିଅ ସହ ଫଟୋ ଶେୟାର କରି ସୋସିଆଲ ମିଡିଆରେ ରବୀନା ଲେଖିଛନ୍ତି ରାଶା ମୁଁ ତୁମ ପାଇଁ ଗର୍ବିତ । ବିଭିନ୍ନ ମହଲରୁ ଉଭୟ ମାଆ ଏବଂ ଝିଅଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।…

ଚର୍ଚ୍ଚାରେ ପାକିସ୍ତାନର (ଐଶ୍ୱର୍ଯ୍ୟା ରାୟ) ଅମ୍ନା ଇମ୍ରାନ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ପାକିସ୍ତାନୀ ବ୍ଲଗର୍‌ ଅମ୍ନା ଇମ୍ରାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ପଛର କାରଣ ହେଉଛି ଏହି ପାକିସ୍ତାନୀ ବ୍ଲଗର୍‌ ଅବିକଳ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି ଦେଖାଯାଉଛନ୍ତି। ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ଅଦ୍ଭୁତ…

ଝିଅଙ୍କ ପରି ମେକ୍‌ ଅପ୍‌ ନେଇ ଟ୍ରୋଲ୍‌ ହେଲେ ବାବିଲ ଖାନ୍‌

ନୂଆଦିଲ୍ଲୀ: ଝିଅଙ୍କ ପରି ମେକ୍‌ ଅପ୍‌ ନେଇ ଟ୍ରୋଲ୍‌ ହେଲେ ଇରଫାନ ଖାନ୍‌ଙ୍କ ପୁଅ ବାବିଲ ଖାନ୍‌। ଫେସ୍ ମାସ୍କ ସହିତ ସେଲଫି ପୋଷ୍ଟ କରିବା ପରେ ତାଙ୍କୁ ‘ଝିଅ’ ବୋଲି କହି ଟ୍ରୋଲ କରାଯାଇଛି। ୨୪ ବର୍ଷୀୟ ବାବିଲ୍‌ ଦୃଢ ଭାବରେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ, କହିଛନ୍ତି ଯେ ସେ ମେକଅପ୍ ଏବଂ…

କ୍ରାଇମ ବ୍ରାଞ୍ଚ ଅଫିସ ପହଞ୍ଚିଲେ ଅଭିନେତା ହ୍ରିତିକ୍‌ ରୋଶନ

ନୂଆଦିଲ୍ଲୀ: ୨୦୧୬ ହ୍ରିତିକ ବନାମ କଙ୍ଗନା ଇମେଲ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ହ୍ରିତିକ ରୋଶନ ମୁମ୍ବାଇର କ୍ରାଇମ ଶାଖା କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଆଜି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସିଇୟୁ (କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍) ଦ୍ୱାରା ହ୍ରିତିକଙ୍କୁ ଡକାଯାଇଥିଲା। ଗୁରୁବାର…

ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରିବେ ଅଭିନେତା ଫରଦିନ୍‌ ଖାନ୍‌!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରି ପାରନ୍ତି ବଲିଉଡ୍‌ ଅଭିନେତା ଫରଦିନ୍‌ ଖାନ। ଅନିସ୍ ବାଜ୍‌ମିଙ୍କ ଫିଲ୍ମ 'ନୋ ଏଣ୍ଟ୍ରି' ସିକ୍ୱେଲ୍‌ରେ ହାଇପାରେ ଫର୍‌ଦିନଙ୍କ ପ୍ରତ୍ୟାବର୍ତ୍ତନ। ସୂଚନା ଅନୁଯାୟୀ ଫିଲ୍ମ 'ନୋ ଏଣ୍ଟ୍ରି'ର ନିର୍ଦ୍ଦେଶକ ଅନିସ୍ ବାଜମି କହିଛନ୍ତି ଯେ ସେ 'ନୋ…

ରାଖୀଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ସୋହେଲ୍‌ ଖାନ

ନୂଆଦିଲ୍ଲୀ: ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି ସୋହେଲ୍‌ ଖାନ୍‌। ସଲମାନ ଖାନ ଏବଂ ତାଙ୍କ ପରିବାର ରାଖୀ ସାୱନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରାଖୀ ପ୍ରଥମେ ବିଗ୍ ବସ୍ ୧୪ର ଫାଇନାଲ୍‌ର କିଛି ସପ୍ତାହ ପୂର୍ବରୁ…

ମାର୍ଚ୍ଚ ୮ରୁ ଆରମ୍ଭ ଫିଲ୍ମ ‘ଟାଇଗର୍‌ ୩’ର ସୁଟିଂ

ନୂଆଦିଲ୍ଲୀ: ସଲ୍‌ମାନ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍‌ ଶୀଘ୍ର ପରଦାରେ ନଜର ଆସିବେ ଦବାଙ୍ଗ୍‌ ବଏ୍‌ ସଲ୍‌ମାନ ଖାନ୍‌। ରିପୋର୍ଟ ଅନୁଯାୟୀ ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନ, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶ୍‌ମୀ ତାଙ୍କ ଆଗାମୀ ଫିଲ୍ମ 'ଟାଇଗର୍‌ ୩'ର ସୁଟିଂ…