Latest Odisha News

BREAKING NEWS

ଦୃଶ୍ୟମ୨ର ହିନ୍ଦୀ ରିମେକ ରାଇଟ୍ସ କିଣିଲେ କୁମାର ମଙ୍ଗଲ

ମୁମ୍ବାଇ: ୨୦୧୫ରେ ରିଲିଜ ହୋଇଥିବା ଅଜୟ ଦେବଗନ ଅଭିନୀତ ଦୃଶ୍ୟମ ବକ୍ସ ସଫଳତା ସହ ଅନେକ ପ୍ରଶଂସା ସାଉଁଟିଥିଲେ । ଏହା ମୋହନଲାଲ ଅଭିନୀତ ମାଲାୟଲମ ଫିଲ୍ମର ରିମେକ ଥିଲା । ନିକଟରେ ମାଲାୟଲମରେ ଦୃଶ୍ୟମ୨ ଫିଲ୍ମ ରିଲିଜ ହେବା ସହ ସଫଳତା ହାସଲ କରିଛି । ଏହା ଦେଖି କୁମାର ମଙ୍ଗଲ ଏହାର ହିନ୍ଦୀ ରିମେକ ରାଇଟ୍ସ କିଣିଛନ୍ତି ।

ଖୁବ୍ ଶୀଘ୍ର ସେ ଅଜୟ ଦେବଗନଙ୍କୁ ନେଇ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ । ଦୃଶ୍ୟମର ପ୍ରଥମ ସଂସ୍କରଣର ନିର୍ଦ୍ଦେଶନା ନିଶିକାନ୍ତ କାମତ ଦେଇଥିଲେ । ତାଙ୍କ ନିଧନ ପରେ କୁମାର ମଙ୍ଗଲ ଏହାର ନିର୍ଦ୍ଦେଶନା ଦେବେ ।

Leave A Reply

Your email address will not be published.