Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଡନ ୩, କ୍ରିଶ ୪ରେ ହେବକି ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତନ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କାର ଚୋପ୍ରାଙ୍କ ଏକ ସାକ୍ଷାତକାର ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଏହି ସାକ୍ଷାତକାରରେ ଡନ ୩ ଓ କ୍ରିଶ ୪ ଫିଲ୍ମରେ ସେ ଅଭିନୟ କରିବେ କି ନାହିଁ ତାର ସୂଚନା ମଧ୍ୟ ମିଳିଛି । ତାଙ୍କୁ ଯେତେବେଳେ ଏହା ସମ୍ପର୍କରେ ପଚରାଗଲା ସେ ହସି କରି କହିଥିଲେ, ମୁଁ ଏହି…

ମନୋଜ ବାଜପେୟୀଙ୍କ ‘ଘୁସଖୋର୍ ପଣ୍ଡତ’କୁ ନେଇ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ଘୁସଖୋର୍ ପଣ୍ଡିତକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ନୀରଜ ପାଣ୍ଡେଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହାର ଶୀର୍ଷକକୁ ନେଇ ଆପତ୍ତି ଉଠାଇଛନ୍ତି। ରିଲିଜ୍…

ଧୂରନ୍ଧର ୨ରେ ୟାମୀ ଗୌତମଙ୍କ ଏଂଟ୍ରି

ମୁମ୍ବାଇ: ଧୂରନ୍ଧର ୨ର ଧମାକାଦାର ଟୀଜର ସହ ଥିଏଟରରେ ହମଜାଙ୍କ ପ୍ରତ୍ୟାବର୍ତନ ହୋଇଛି । ପ୍ରଥମ ପାର୍ଟ ପରି ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଧୂରନ୍ଧର ୨ରେ ନିର୍ଦ୍ଦେଶକ…

କଲକୀ ୨୮୯୮ ଏଡିର ସୀକ୍ୱେଲରୁ ବାଦ ପଡି ପାରନ୍ତି ଦୀପିକା

ମୁମ୍ବାଇ: କଲକୀ ୨୮୯୮ ଏଡି ଫିଲ୍ମର ସଫଳତା ପରେ ଏହାର ମେକର୍ସ ସୀକ୍ୱେଲ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଦୀପିକା ପାଦୁକୋନ ସୁମିତ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ ଦୀପିକା ଏହାର ସୀକ୍ୱେଲର ଅଂଶବିଶେଷ ହେବେନି । ତାଙ୍କ…

Mardaani 3: ‘ବର୍ଡର ୨’ ଆଗରେ ତିଷ୍ଠି ପାରିଲାନି ‘ମର୍ଦାନି ୩’, ପ୍ରଥମ ରବିବାରରେ ଧିମା…

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଫିଲ୍ମ 'ମର୍ଦାନି ୩' ଶୁକ୍ରବାର, ଜାନୁଆରୀ ୩୦ ତାରିଖରେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା। ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ମିଶ୍ରିତ ସମୀକ୍ଷା ପାଇଛି। ଅନେକ ସିନେମା ସମୀକ୍ଷକ ଏହାକୁ ଭଲ ଫିଲ୍ମ ବୋଲି କହିଥିବା ବେଳେ ଅନ୍ୟମାନେ ଏହାକୁ ଠିକଠାକ୍ ବୋଲି…

ଦର୍ଶକଙ୍କ ଉଡ଼ାଇବ ହୋସ୍‌ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ

ଭୁବନେଶ୍ବର:ବୋଉ ବୁଟୁ ଭୂତ'ପରେ ଦର୍ଶକ ପାଇଁ ଆସୁଛି ଆଉ ଏକ ଓଡ଼ିଆ ହରର ଥ୍ରୀଲର ଫିଲ୍ମ । ଆସୁଛି 'ମିଡ୍ ନାଇଟ' । 'ମିଡ୍ ନାଇଟ'ର ମ୍ୟୁଜିକ୍ ଏବଂ ଟ୍ରେଲର୍ ରିଲିଜ ହୋଇଛି । ଚଳଚ୍ଚିତ୍ରରେ ଦୁଇଟି ଗୀତ ରହିଥିବାବେଳେ ‘ମାୟାବିନୀ ଏ ଅନ୍ଧାର ରାତି...’ ଶୀର୍ଷକ ଗୀତ ରହିଛି । ଏହି ଗୀତଟିକୁ ଡ.…

ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ

ମୁମ୍ବାଇ: ଭାରତର ଲୋକପ୍ରିୟ ଫିଲ୍ମ ଗାୟକ ଅରିଜିତ ସିଂ ଜାନୁୟାରୀ ୨୭ରେ ଆଗକୁ ଆଉ ଫିଲ୍ମରେ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଛନ୍ତି । ଯାହାକି ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ନିକଟରେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ ବ୍ୟକ୍ତିଗତ ଭାବେ ଅରଜିତଙ୍କୁ ନିଷ୍ପତି ବଦଳାଇବା ପାଇଁ…

Dhurandhar Song In Guinness World Record: ସାରା ବିଶ୍ୱରେ କ୍ରେଜ୍ ବଢ଼ାଇଛି ଧୁରନ୍ଧର୍ ସିନେମାର ଏହି ଗୀତ,…

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର" ବିଶ୍ୱବ୍ୟାପୀ ଅପାର ଭଲପାଇବା ପାଇଛି। ସମସ୍ତେ ଫିଲ୍ମର ପ୍ରଶଂସା କରିଛନ୍ତି। ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏବେ, ଫିଲ୍ମର "Fa9la" ଗୀତଟି ବିପୁଳ ସଫଳତା ହାସଲ କରିଛି ଏବଂ ସାରା…

ଜ୍ୟାକି ଚାନଙ୍କ ମୃତ୍ୟୁ ପରେ ରିଲିଜ ହେବ ତାଙ୍କର ଶେଷ ଗୀତ

ମୁମ୍ବାଇ: କୁଙ୍ଗ ଫୁ ଫିଲ୍ମ ମାଧ୍ୟମରେ ଜ୍ୟାକି ଚାନ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନେକ ପ୍ରଶଂସକ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏବେ ଜ୍ୟାଜି ଚାନ ଏ ଭଳି ଏକ ନିଷ୍ପତି ନେଇଛନ୍ତି ଯାହା ସମସ୍ତଙ୍କୁ…