Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୫୭ ବର୍ଷରେ ପୁଣି ଆକ୍ସନକୁ ଫେରିବେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ତାଙ୍କ ପିତା ତଥା ଆକ୍ସନ ନିର୍ଦ୍ଦେଶକ ବୀରୁ ଦେବଗନଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କର ନୂଆ ଫିଲ୍ମ "ଚୌହାନ" ଘୋଷଣା କରିଛନ୍ତି। ନିର୍ମାତାମାନେ "ଚୌହାନ"ର ପ୍ରଥମ ଝଲକ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ୫୭ ବର୍ଷ ବୟସରେ ଅଜୟ ଦେବଗନ ପୁଣିଥରେ ଚୌହାନ ଚରିତ୍ରରେ…

୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଓ ୨୦୨୪ ବର୍ଷ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ପାଇଁ 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ । ଉଭୟ ବର୍ଷ…

ସଲମାନଙ୍କ ପରେ ସୈଫଙ୍କୁ ନେଇ ଫିଲ୍ମ କରିବେ ଫରହାନ

ମୁମ୍ବାଇ: ଡନ ୩ ବିବାଦ ପରେ ଫରହାନ ଅଖତାର ସଲମାନ ଖାଁଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ ତାଜା ରିପୋର୍ଟ ଅନୁସାରେ ଫରହାନ ୨୫ ବର୍ଷ ପରେ ସୈଫ ଅଲୀ ଖାଁଙ୍କୁ ନେଇ ମଧ୍ୟ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ଏକ ଥ୍ରୀଲର ଫିଲ୍ମ ହେବ । ଫରହାନ…

Samantha Ruth’s Pregnancy: ମା’ ହେବାକୁ ଯାଉଛନ୍ତି ସାମନ୍ଥା ପ୍ରଭୁ, ଇଣ୍ଟରଭ୍ୟୁ ମଝିରେ ଫ୍ୟାନ୍ସଙ୍କୁ ଦେଲେ…

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ସାଉଥ୍ କୁଇନ୍ ସାମନ୍ଥା ପ୍ରଭୁ । ନେବାକୁ ଚାହୁଁଛନ୍ତି ତାଙ୍କ ଜୀବନର ସବୁଠୁ ବଡ ଛୁଟି, ମାତୃତ୍ବ ଛୁଟି । ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ ସେ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି । ସେ…

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ପ୍ରଥମ ପୋଷ୍ଟର ରିଲିଜ୍

ଚେନ୍ନାଇ: ତାମିଲ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ନାଁ ଉପରୁ ହଟିଲା ସସପେନ୍ସ । ଏବେ ତାହାର ନାଁ ଘୋଷଣା କରାଯାଇଛି । ପୂର୍ବରୁ ଏହି ଫିଲ୍ମର ନାଁ 'Thalaivar 173' କୁହାଯାଉଥିଲା, ହେଲେ ସେହି ଫିଲ୍ମର ଅଫିସିଆଲ୍ ନାଁ ‘ଧର୍ମନ' ବୋଲି ଘୋଷଣା କରାଯାଇଛି । ଫିଲ୍ମର ପ୍ରଥମ ପୋଷ୍ଟର…

ଲାଇନବାଲାଙ୍କ ଜୀବନ ସଂଘର୍ଷକୁ ନେଇ ପରଦାକୁ ଆସୁଛି ‘ଲାଇନବାଲା’, ଜୁଲାଇରେ ରିଲିଜ୍

ଭୁବନେଶ୍ୱର: ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ଲାଇନବାଲା'। ଶ୍ରୀହରି ମୋସନ ପିକ୍ଚର୍ସ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଲାଇନବାଲା ଜୁଲାଇ ୧୦ ତାରିଖରେ ରିଲିଜ୍ ହେବ । ତେବେ ଏହା ପୂର୍ବରୁ ଏହାର ସ୍ପେଶାଲ ସ୍କ୍ରିନିଂ ହୋଇଯାଇଛି । ପ୍ରତିଟି ଲାଇନବାଲା ହେଉଛନ୍ତି ଅନ୍ଧାରର ନାୟକ ସେମାନଙ୍କ ଦୁଃଖ…

ୟଶଙ୍କ ‘ଟକ୍ସିକ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା, ଏହି ଫିଲ୍ମଗୁଡ଼ିକୁ ଦେବ ଟକ୍କର…

ନୂଆଦିଲ୍ଲୀ: KGF ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ଟକ୍ସିକ: ଦି ଫେୟାର ଟେଲ୍"ର ନୂଆ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି ନିର୍ମାତା। ଇନଷ୍ଟାଗ୍ରାମରେ ୟଶ ଏକ ନୂଆ ପୋଷ୍ଟର ସେୟାର କରି ଘୋଷଣା କରିଛନ୍ତି ଯେ "ଟକ୍ସିକ" ୨୬ ଅଗଷ୍ଟ, ୨୦୨୬ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ।…

୩୯ ବର୍ଷରେ ମା’ ହେବେ ସାମନ୍ଥା ରୁଥ୍ ପ୍ରଭୁ!

ନୂଆଦିଲ୍ଲୀ: ସାମନ୍ଥା ରୁଥ୍ ପ୍ରଭୁ ଡିସେମ୍ବର ୧, ୨୦୨୫ରେ ରାଜ ନିଦିମୋରୁଙ୍କୁ ବିବାହ କରିଥିଲେ। ସେମାନେ କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ଗୁପ୍ତ ଭାବରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ…

ରଜନୀକାନ୍ତ, ଶାହାରୁଖଙ୍କୁ ପଛରେ ପକାଇ ରଣବୀର ହେଲେ ଦାମୀ ଅଭିନେତା

ମୁମ୍ବାଇ: ଧୂରନ୍ଧର ଫିଲ୍ମର ୨ଟି ସଂସ୍କରଣ ବଡ ହିଟ ସାବ୍ୟସ୍ତ ହେବା ପରେ ରଣବୀର ସିଂ ଦାମୀ ଅଭିନେତା ହୋଇଛନ୍ତି । ସେ ଅଲ୍ଲୁ ଅର୍ଜୁନ, ଶାହାରୁଖ ଖାଁ ଓ ରଜନୀକାନ୍ତଙ୍କ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେ ଧୂରନ୍ଧରର ୨ଟି ଫିଲ୍ମ ମାଧ୍ୟମରେ ୩୨୫ କୋଟି ଟଙ୍କା ଆୟ କରିଛନ୍ତି । ସେ ଏହି ଫିଲ୍ମ…

ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମିକା ବନିଥାନ୍ତେ ବଚ୍ଚନ ପରିବାରର ବୋହୂ !

ମୁମ୍ବାଇ: ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ିକୁ ସାରା ଦୁନିଆ ପସନ୍ଦ କରେ। ରେଖାଙ୍କ ସହ ବିଗ୍ ବୀଙ୍କ ଆଫେୟାର ଚର୍ଚ୍ଚା ବି ଆପଣ ଅନେକ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଜୟାଙ୍କ ଜୀବନକୁ ଆସିବା ପୂର୍ବରୁ ଏବଂ ଅମିତାଭ ବଲିଉଡର ମହାନାୟକ ହେବା ପୂର୍ବରୁ ତାଙ୍କ…