Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନା ବୋହୂ ମିଳୁଛି ନା ବହୁମତ; ରାହୁଲଙ୍କୁ କାହିଁକି କଟାକ୍ଷ କଲେ ପରେଶ ରାୱଲ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆସିଯାଇଛି। ଏହି ନିର୍ବାଚନରେ ​​ବିଜେପି ବହୁମତ ପାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମାତ୍ର ୨୨ ଆସନରେ ପାଇଛି। ଅପରପକ୍ଷରେ ବିଜେପି ୪୮ଟି ଆସନ ଜିତିଥିବା ବେଳେ ଏହି ନିର୍ବାଚନରେ ​​କଂଗ୍ରେସ ସବୁଠାରୁ ଖରାପ…

ଶେଷରେ ମୁହଁ ଖୋଲିଲେ ନାଗା; ମୋ ସହ ଅପରାଧୀ ଭଳି ବ୍ଯବହାର କାହିଁକି ହେଉଛି… 

ଚେନ୍ନାଇ: ସାଉଥ ଅଭିନେତା ନାଗା ଚୈତନ୍ୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ୨୦୨୧ ମସିହାରେ ନାଗା ସାମନ୍ଥାଙ୍କ ଠାରୁ ଛାଡପତ୍ର ନେବାପରେ ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ। ନାଗା ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଥଣ୍ଡେଲ'କୁ ନେଇ ଚର୍ଚ୍ଚାରେ ଅଛନ୍ତି।…

ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି

ଭୁବନେଶ୍ଵର: ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି । ଲିଭର ସିରୋସିସ ପରି ଗମ୍ଭୀର ରୋଗରେ ପୀଡିତ ହୋଇ ଗତ ୩ ଦିନ ଧରି କିମ୍ସରେ ଚିକିତ୍ସିତ ହେଉଥିଲେ ଅଭିନେତା । ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ଅଛି । ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା…

ଭାରତ-ଇଂଲଣ୍ଡ ମ୍ୟାଚ୍: କଟକରେ ଦୁଇଦିନିଆ ଟ୍ରାଫିକ୍‌ କଟକଣା

କଟକ: ବାରବାଟୀରେ ଆସନ୍ତାକାଲି ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍। କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍‌ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଶନିବାର ନେଟ୍‌ ପ୍ରାକ୍ଟିସ୍‌ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ…

ବିଗିଡିଲା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ତିନି ଦଶନ୍ଧି ଧରି…

‘ସିଙ୍ଗର’ ନୁହେଁ ଏ ହେଉଛନ୍ତି ‘ସିରିୟଲ୍ କିସର’: ପୁଣି ଭାଇରାଲ ହେଲା ଉଦିତଙ୍କ କିସିଙ୍ଗ ଭିଡିଓ

ମୁମ୍ବାଇ: ପିଛା ଛାଡୁନି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ବିବାଦ। ନିକଟରେ ଉଦିତଙ୍କ କିସିଙ୍ଗ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା । ଏହାପରେ ସୋସିଆଲ ମିଡିଆରେ ଉଦିତଙ୍କ କିଛି ପୁରୁଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ କିଛି…

ଆରେଷ୍ଟ ୱାରେଣ୍ଟ ପରେ କଣ କହିଲେ ସୋନୁ ସୁଦ?

ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନା କୋର୍ଟ ସୋନୁ ସୁଦଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କହିଛନ୍ତି। ବଲିଉଡ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ। ତେବେ ଏହି ମାମଲାରେ ଅଭିନେତା ନୀରବତା ଭାଙ୍ଗି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ତାଙ୍କୁ ଏକ ମାମଲାରେ…

ଇଶିକା ତନେଜା କିଏ? ଯିଏ ମହାକୁମ୍ଭରେ ଚର୍ଚ୍ଚାର ଶୀର୍ଘରେ ଅଛନ୍ତି

ନୂଆଦିଲ୍ଲୀ: ଇଶିକା ତନେଜା ଜଣେ ଲୋକପ୍ରିୟ ଅଭିନେତ୍ରୀ ଯିଏ କିଛି ସିନେମା ଏବଂ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ସିନେ ଜଗତରେ ନୁହେଁ ବରଂ ମହାକୁମ୍ଭରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। କାରଣ ସେ ଗ୍ଲାମର ଜୀବନକୁ ତ୍ୟାଗ କରି ସାଧ୍ୱୀ ପାଲଟିଛନ୍ତି । ବଲିଉଡର…

ଅନେକ ବାଦବିବାଦ ପରେ ଆଜି ମୁକ୍ତିଲାଭ କରିବ ‘ସନାତନୀ’

ଭୁବନେଶ୍ଵର: ଅନେକ ବାଦବିବାଦ ପରେ ଶେଷରେ ରାଜ୍ୟର ୨୨ଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସନାତନୀ’। ଆଜି ଅପରାହ୍ନରେ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି ଏହାର ପ୍ରିମିୟର୍‌ ସୋ । ଅନେକ ବାଦବିବାଦ ପରେ ମଧ୍ୟ ଫିଲ୍ମ ରିଲିଜକୁ ନେଇ ରୋକ୍ ଲଗାଇନଥିଲେ…

ପୁଣି ପ୍ରେମର ଦ୍ଵାର ଦେଶରେ କି ଅମିର! ଜାଣନ୍ତୁ କିଏ ଏହି ରହସ୍ୟମୟୀ ମହିଳା

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାନ୍ ତୃତୀୟ ଥର ପାଇଁ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୯୦ ଦଶକର ଏହି ଚକୋଲେଟ ବୟଙ୍କ ଚାହିଦା ଏବେ ବି କମି ନାହିଁ । ବଲିଉଡର ଏହି ଲୋକପ୍ରିୟ କଳାକାର ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି । ଆଉ ଏବେ ଅମିର…