Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସିଟାଡେଲର ନିର୍ଦ୍ଦେଶକଙ୍କୁ ଡେଟିଂ କରୁଛନ୍ତି କି ସାମନ୍ଥା? 

ଚେନ୍ନାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ଡେଟିଂକୁ ନେଇ ଚର୍ଚ୍ଚା ରେ ରହିଛନ୍ତି। ତେବେ ତାଙ୍କ ନାମ "ସିଟାଡେଲ୍: ହନି ବନି"ର  ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ସହ ଯୋଡିହୋଇଛି। ଏହା ମଧ୍ୟରେ ସାମନ୍ଥା ପିକଲ୍ ବଲ୍ ଟୁର୍ଣ୍ଣାମେଣ୍ଟର ଅନେକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରାଜ…

ରାମ୍ପରେ ଚାଲିବା ସମୟରେ କାନ୍ଦିଲେ ସୋନମ, ୟୁଜର୍ସ କହିଲେ-ଓଭରଆକ୍ଟିଂର ଦୋକାନ!

ଗୁରୁଗ୍ରାମ: ସୋନମ କପୁର ଗତ କିଛି ଦିନ ଧରି କୌଣସି ଫିଲ୍ମରେ ନଜର ଆସୁନାହାନ୍ତି ସତ ହେଲେ ସେ କୌଣସି ନା କୌଣସି କାରଣରୁ ଖବରର ଶିରୋନାମାରେ ରହିଛନ୍ତି । ସୋନମ କପୁରଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ରାମ୍ପରେ ଚାଲିବା ସମୟରେ ବହୁତ ଭାବପ୍ରବଣ ହୋଇ ପଡିଥିବା ଦେଖିବାକୁ ମିଳିଛି ।…

ଉଦିତଙ୍କ ଭିଡିଓ ଭାଇରାଲ ପରେ ଆଦିତ୍ୟଙ୍କୁ କରାଯାଉଛି ଟ୍ରୋଲ

ମୁମ୍ବାଇ: ଭାଇରାଲ ହେଉଛି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ କିସିଙ୍ଗ ଭିଡିଓ । ଏକ ଶୋ’ ସମୟରେ ଜଣେ ଫ୍ୟାନ୍ସଙ୍କୁ କିସ୍ କରିବାକୁ ନେଇ ଏବେ ଚର୍ଚ୍ଚାରେ ଉଦିତ୍ । କିନ୍ତୁ ବାପାଙ୍କ ଏଭଳି କାମ ପାଇଁ ଏବେ ଟ୍ରୋଲର ଶିକାର ହେଉଛନ୍ତି ପୁଅ ଆଦିତ୍ୟ ନାରାୟଣ । ଏଥିସହ କୁହାଯାଉଛି ଯେ…

ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ୍ ଅଲ୍ଲୀ ଖାନ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଇବ୍ରାହିମଙ୍କୁ କରଣ ଜୋହର ତାଙ୍କର ଆଗାମୀ ଫିଲ୍ମ 'ନାଦାନିଆ' ଜରିଆରେ ଲଞ୍ଚ କରୁଛନ୍ତି। ଏହା ଏକ ରୋମାଣ୍ଟିକ ଫିଲ୍ମ, ଯେଉଁଥିରେ ଇବ୍ରାହିମ୍ ଏବଂ ଖୁସି କପୁର…

କାମ ଦେଉନି ସାହିଦଙ୍କ ଜଲୱା, ଜାଣନ୍ତୁ କେତେ ରହିଛି ‘ଦେବା’ର କଲେକ୍ସନ

ମୁମ୍ବାଇ: ଅଭିନେତା ସାହିଦ କାପୁରଙ୍କ ନୂଆ ଫିଲ୍ମ 'ଦେବା' ରିଲିଜ ହୋଇଯାଇଛି। ଏହି ଫିଲ୍ମ ୨୦୧୩ରେ ରିଲିଜ ହୋଇଥିବା ମାଲାୟଲମ ଫିଲ୍ମ 'ମୁମ୍ବାଇ ପୋଲିସ'ର ରିମେକ ଅଟେ। ଏହି ଫିଲ୍ମକୁ ରୋଶନ ଆଣ୍ଡ୍ରୁଜ୍ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ପୃଥ୍ୱୀରାଜ ସୁକୁମାରନ୍, ଜୟସୂର୍ଯ୍ୟା ଏବଂ ରହମାନ…

ଫ୍ୟାନ୍ସଙ୍କୁ କିସ୍ କରିବା ନେଇ ମୁହଁ ଖୋଲିଲେ ଉଦିତ ନାରାୟଣ, ଆମେ ଭଲ ଲୋକ…

ମୁମ୍ବାଇ: ଉଦିତ ନାରାୟଣଙ୍କ ଏକ ଭିଡିଓ ପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ଯେଉଁଥିରେ ସେ ଲାଇଭ୍ ଶୋ’ ରେ ଜଣେ ମହିଳା ପ୍ରଶଂସକଙ୍କୁ କିସ୍ କରୁଛନ୍ତି। ଏବେ ଏହି ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି ଉଦିତ। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ସେପରି ନୁହଁ, ଆମେ ଭଲ ଲୋକ। ହେଲେ…

ତୃତୀୟ ଥର ପାଇଁ ପ୍ରେମରେ ପଡିଛନ୍ତି କି ଅମୀର

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାଁ ତୃତୀୟ ଥର ପାଇଁ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୯୦ ଦଶକର ଏହି ଚକୋଲେଟ ବୟଙ୍କ ଚାହିଦା ଏବେ ବି କମି ନାହିଁ । ଫିଲ୍ମଫେୟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅମୀରଙ୍କୁ ନୂଆ ପ୍ରେମ ମିଳି ସାରିଛି । ସେ ତାଙ୍କ ବାନ୍ଧବୀଙ୍କ…

ମୁକ୍ତିଲାଭ କଲା ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଫିଲ୍ମ ‘ଆଞ୍ଜେଲ’

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ଆଞ୍ଜେଲ’ । ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଫିଲ୍ମ ‘ଆଞ୍ଜେଲ’ ଆଜି ଓଡିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭି କରିଛି । ରାଜଧାନୀର ସ୍ଵାତି କମ୍ପ୍ଲେକ୍ସରେ ଏହାର ପ୍ରିମିୟର…

‘ହେରା ଫେରି ୩’ର ଷ୍ଟାର କାଷ୍ଟ ଘୋଷଣା କଲେ ନିର୍ମାତା

ମୁମ୍ବାଇ: ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ 'ହେରା ଫେରି ୩'ର ଷ୍ଟାର କାଷ୍ଟ ଘୋଷଣା କଲେ ଫିଲ୍ମ ନିର୍ମାତା । ନିଜ ଜନ୍ମ ଦିନରେ ପ୍ରିୟଦର୍ଶନ 'ହେରା ଫେରି ୩'ର କଳାକାରଙ୍କ ସମ୍ପର୍କରେ ଅପଡେଟ୍ ସେୟାର କରିଛନ୍ତି । ଜାନୁଆରୀ ୩୦ ଅର୍ଥାତ୍ ଆଜି ଅକ୍ଷୟ କୁମାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ…

କାହିଁକି ଅଲଗା ହେଲେ ହ୍ରିତିକ ଓ ସୁଜେନ, ଏଭଳି କହିଲେ ବାପା ରାକେଶ

ମୁମ୍ବାଇ: ଦୀର୍ଘ ଦିନ ପରେ ହ୍ରିତିକ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ପୁଅ ଓ ବୋହୂଙ୍କ ଛାଡପତ୍ର ସମ୍ପର୍କରେ ମୁହଁ ଖୋଲିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ରାକେଶ ରୋଶନ କହିଛନ୍ତି ଯେ 'ହ୍ରିତିକ ଏବଂ ସୁଜ୍ଜେନଙ୍କ ମଧ୍ୟରେ ଯାହା ଘଟିଥିଲା ତାହା…