Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଲେ ରାଣୀ ପଣ୍ଡା, ତିଆରି କଲେ ନୂଆ ଯାତ୍ରାପାର୍ଟି

ଭୁବନେଶ୍ୱର: ଅଭିନେତ୍ରୀ ରାଣୀପଣ୍ଡା ତିଆରି କଲେ ନୂଆ ଯାତ୍ରାପାର୍ଟି। ଆଜି ଏନେଇ ପ୍ରେସ୍ ମିଟ୍ କରି କହିଛନ୍ତି ରାଣୀ। ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ ପୋଷିବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ। ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି,…

ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ: କରିସ୍ମାଙ୍କ ବାପା 

ନୂଆଦିଲ୍ଲୀ: ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ ବୋଲି କହିଛନ୍ତି କରିସ୍ମାଙ୍କ ବାପା ରଣଧୀର କପୁର। ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୨୦୦୩ ମସିହାରେ ବିଜନେସ ଟାଇକୁନ୍ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। କୌଣସି କାରଣରୁ ୨୦୧୪ ମସିହାରେ ଦମ୍ପତିଙ୍କ ଛାଡପତ୍ର ମଧ୍ୟ ହୋଇଯାଇଥିଲା।…

୭୫ ବର୍ଷରେ ପାଦ ଥାପିଲେ ମିଥୁନ, କିପରି ଥିଲା ନକ୍ସଲରୁ ସୁପରଷ୍ଟାର ଯାତ୍ରା ଆସନ୍ତୁ ଜାଣିବା…

ମୁମ୍ବାଇ: ବୟସର ଆଉ ଏକ ପାହାଚରେ ପାଥ ଥାପିଲେ ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ । ୧୯୫୦ ଜୁନ ୧୬ ତାରିଖରେ ଜନ୍ମିତ ମିଥୁନଙ୍କ ଆଜି ୭୫ତମ ଜନ୍ମଦିନ। ବଲିଉଡଠୁ ନେଇ ବଙ୍ଗୀୟ ଫିଲ୍ମରେ ସେ ଦେଖାଇସାରିଛନ୍ତି ନିଜର ଦମଦାର ଅନ୍ଦାଜ। ଶାନଦାର ଅଭିନୟ ସହ ଜବରଦସ୍ତ ଡାନ୍ସରେ…

ମାମାଲିରୁ ମଲ୍ଲିକା: ଅଭିନୟରେ ବାରିପଦା ଝିଅଙ୍କ କମାଲ୍

ଭୁବନେଶ୍ବର: ଡାକ ନାଁ ମାମାଲି, ହେଲେ ମଲ୍ଲିକା ନାଁରେ ସେ ଘରେ ଘରେ ପରିଚିତ । ଓଡିଶା ଟେଲିଭିଜନ ଜଗତର ଜଣାଶୁଣା ନାଁ ସୁଶ୍ରୀ ପଦ୍ମଜା। ବାରିପଦାର ଯୁବ କଳାକାର ମାମାଲି ଅଭିନୟକୁ ନିଜ ଜୀବନର ବ୍ରତ କରିଛନ୍ତି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବିଏଡ୍…

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ଅଭିନେତା ବିକ୍ରାନ୍ତ ମେସିଙ୍କ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫାମିଲି ଫ୍ରେଣ୍ଡ୍ ତଥା ସମ୍ପର୍କୀୟ ଭାଇ କ୍ଲାଇଭ କୁଣ୍ଡରଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କ୍ଲାଇଭ କୁଣ୍ଡର ଦୁର୍ଘଟଣାଗ୍ରସ୍ତ ବିମାନର କୋ-ପାଇଲଟ ଥିଲେ। ବିକ୍ରାନ୍ତ ମେସି ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ଏହି…

ଆଉ ନାହାନ୍ତି ସଞ୍ଜୟ କପୂର: ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ଏବଂ ବ୍ୟବସାୟୀ ସଞ୍ଜୟ କପୁରଙ୍କ ଦେହାନ୍ତ ହୋଇଛି । ଗୁରୁବାର ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳେ ସଞ୍ଜୟ ଇଂଲଣ୍ଡରେ ଥିଲେ ଏବଂ ଏକ କ୍ଲବରେ ପୋଲୋ ଖେଳୁଥିବା ବେଳେ ହଠାତ୍ ହୃଦଘାତରେ ତାଙ୍କର…

୫୭ ବର୍ଷ ବୟସରେ ପୁଣି ବାପା ହେବେ ଅରବାଜ ଖାନ

ମୁମ୍ୱାଇ: ଅରବାଜ ଖାନଙ୍କ ଦ୍ୱିତୀୟ ପତ୍ନୀ ଶୁରା ଖାନ ଗର୍ଭବତୀ ବୋଲି ଜଣାପଡିଛି। ଏନେଇ ସ୍ପଷ୍ଟ କରିଛନ୍ତି ଅରବାଜ ଖାନ। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଶୁରା ଗର୍ଭବତୀ ଏବଂ ସେ ୫୭ ବର୍ଷ ବୟସରେ ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ଆମ ଉଭୟଙ୍କ ଜୀବନରେ ଏହା ଏକ ବହୁତ ରୋମାଞ୍ଚକର ସମୟ।…

ରାଜା ରଘୁବଂଶୀ ହତ୍ୟା ମାମଲାରେ ରାଗିଗଲେ କଙ୍ଗନା, କହିଲେ ‘ମୂର୍ଖତା ପ୍ରତି ସାବଧାନ ରୁହନ୍ତୁ’

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଉପରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ତାଙ୍କର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଘଟଣାକୁ "କ୍ରୁର, ଭୟଙ୍କର ଏବଂ ସବୁଠୁ ଘୃଣ୍ୟ" ବୋଲି…

ଏହି ନିର୍ଦ୍ଦେଶକଙ୍କ ଯୋଗୁଁ ଅଟକିଗଲା ପ୍ରଭାସଙ୍କ ବିବାହ….

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସର୍ବୋତ୍ତମ ଅଭିନେତା ପ୍ରଭାସ ୪୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଅନେକ ପ୍ରସିଦ୍ଧ ଅଭିନେତାଙ୍କ ପରି, ପ୍ରଭାସ ମଧ୍ୟ ଏକାକୀ ଜୀବନଯାପନ କରୁଛନ୍ତି । ଯଦିଓ ତାଙ୍କର ବିବାହ ବର୍ଷ ବର୍ଷ ପୂର୍ବରୁ…

ଦୀପିକାଙ୍କ ୮ ଘଣ୍ଟିଆ ଓ୍ବାର୍କ ସିଫ୍ଟକୁ ସମର୍ଥନ କଲେ ନେହା ଧୂପିଆ: କହିଲେ, ‘ନିୟୁ ମମ୍ସଙ୍କୁ….’

ମୁମ୍ବାଇ: ଫିଲ୍ମ ନିର୍ମାତା ମଣିରତ୍ନମଙ୍କଠାରୁ ପଙ୍କଜ ତ୍ରିପାଠି ପର୍ଯ୍ୟନ୍ତ, ସମସ୍ତେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ 'ସ୍ପିରିଟ୍'ରେ ସୀମିତ ଶିଫ୍ଟ ଟାଇମିଂ ଦାବିକୁ ସମର୍ଥନ କରିଛନ୍ତି। ଏବେ ଅଭିନେତ୍ରୀ ନେହା ଧୂପିଆ ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତ୍ରୀ…