Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?

ମୁମ୍ବାଇ: ପ୍ରାୟ ସବୁ ବଲିଉଡ୍ ଫିଲ୍ମ କେବଳ ଶୁକ୍ରବାର ଦିନ ହିଁ ରିଲିଜ୍ ହୁଏ ? ଏହା ପଛରେ କୌଣସି ଅନ୍ଧବିଶ୍ୱାସ ରହିଛି ନା ଏହା ଫିଲ୍ମ ମେକରଙ୍କ ସକ୍ସେସ ମନ୍ତ୍ର ? ଆସନ୍ତୁ ଜାଣିବା । ଶୁକ୍ରବାର ଫିଲ୍ମ ରିଲିଜ ହେବା ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା ହଲିଉଡରୁ । ୧୯୩୯ ମସିହା ଡିସେମ୍ବର ୧୫,…

ରଣବୀରଙ୍କୁ ଅନଫଲୋ କଲେ ଫରହାନ

ମୁମ୍ବାଇ: ଡନ ୩ ଫିଲ୍ମରୁ ରଣବୀର ସିଂ ହଟିବା ପରେ ଏବେ ଫରହାନ ଅଖତାରଙ୍କ ସହ ତାଙ୍କ ସମ୍ପର୍କ ଖରାପ ହେବାରେ ଲାଗିଥିବା ରିପୋର୍ଟ ପ୍ରକାଶ ପାଇଛି । ମେକର୍ସ ଫରହାନ ଡନ ଓ ଡନ୨ରେ ଅଭିନୟ କରିଥିବା ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ବାଦ ଦେଇ ରଣବୀରଙ୍କୁ ନେଇଥିଲେ । ଏହା ରଣବୀରଙ୍କ ପାଇଁ ଏକ ବଡ…

ସଫଳତା ଖୁସିର ଗ୍ୟାରେଣ୍ଟି ଦିଏ ନାହିଁ; କାହିଁକି ଏଭଳି କହିଲେ ସଂଗୀତଜ୍ଞ ବିଶାଲ 

ମୁମ୍ବାଇ: ଗାୟକ ଅରିଜିତ ସିଂହ ଅବସର ନେବା ପରେ ବର୍ତ୍ତମାନ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ଏନେଇ ଅନେକ କମେଣ୍ଟ ଦେବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ଗାୟକ ତଥା ସଂଗୀତଜ୍ଞ ବିଶାଲ ଦଦଲାନି ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଜୀବନର…

ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ଏକ୍ସପାଏରୀ ଡେଟ୍ ଥାଏ; କାହିଁକି ଏଭଳି କହିଲେ ମୋନା ସିଂହ

ମୁମ୍ବାଇ: "ବର୍ଡର ୨"ରେ କରୀନା କପୁର ଖାନଙ୍କ ବଡ ଭଉଣୀ ଭୂମିକା ଠାରୁ ଆରମ୍ଭ କରି ସନି ଦେଓଲଙ୍କ ପତ୍ନୀ ପର୍ଯ୍ୟନ୍ତ ମୋନା ସିଂହ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି। ସେ ଏଭଳି ଜଣେ ବଲିଉଡ୍ ଅଭିନେତ୍ରୀ, ଯାହାଙ୍କର ଫିଲ୍ମରେ ବୟସ୍କ ଚରିତ୍ର ଚିତ୍ରଣ କରିବାରେ କୌଣସି ଅସୁବିଧା ନ…

ଜୱାନ ୨ ଫିଲ୍ମ କେବେ ଆରମ୍ଭ ହେବ କହିଲେ ଅଟଲୀ

ମୁମ୍ବାଇ: ଶାହାରୁଖ ଖାଁ ଏବେ ତାଙ୍କର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ଦୀପିକା ପାଦୁକୋନ ଓ ସୁହାନ ଖାଁ ଅଭିନୟ କରୁଛନ୍ତି । ଇତି ମଧ୍ୟରେ ଶାହାରୁଖଙ୍କ ଦୁଇ ସୁପର ହିଟ ଫିଲ୍ମ ଜୱାନ ଓ ପଠାନର ସୀକ୍ୱେଲ ନେଇ ଆଲୋଚନା ଆରମ୍ଭ ହୋଇଛି । ୨୦୨୩ରେ ରିଲିଜ ହୋଇଥିବା ଜୱାନ…

ଏହି ଦିନ ପରଦାକୁ ଆସିବ ‘ଚକ୍ରାନ୍ତ’;ରହସ୍ୟ, ସସପେନ୍ସ ଓ ଥ୍ରିଲରର ନୂଆ ଯାତ୍ରା…

ଭୁବନେଶ୍ବର:ଓଡ଼ିଆ ଫିଲ୍ମ 'ଚକ୍ରାନ୍ତ'ର ଆସିଲା ନୂଆ ରିଲିଜ ଡେଟ୍ । ସୂଚନାଥାଉକି ଏହା ଚଳିତ ମାସରେ ରିଲିଜ ହେବାର ଥିଲା । ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । 'ଚକ୍ରାନ୍ତ' ଆସନ୍ତା ଫେବୃଆରୀର ୨୭ ରେ ମୁକ୍ତିଲାଭ କରୁଛି ବୋଲି କ୍ଯାପସନରେ ଲେଖିଛନ୍ତି ନିର୍ମାତା ।…

Ban on Odia Film ‘Pari’: ‘ପରୀ’ ଚଳଚ୍ଚିତ୍ର ନେଇ ଆପତ୍ତି ଉଠାଇଲେ ବାପା, ନିଖୋଜ ଝିଅ ଉପରେ ସିନେମା…

ନୟାଗଡ଼: ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ନିଖୋଜ ଶିଶୁକନ୍ୟା ପରୀର ବାପା ଅଶୋକ ସାହୁ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ପରୀ' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସ୍ମାରକପତ୍ରରେ ପିତା ଅଭିଯୋଗ କରିଛନ୍ତି…

କାହିଁକି ଗୀତ ଗାଇବେନି ଅରିଜିତ୍ ସିଂ? ଅସଲ କାରଣ କହିଲେ ଗାୟକ

ମୁମ୍ବାଇ: ଆଉ ସିନେମାରେ ଗୀତ ଗାଇବେନି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂ। ବଲିଉଡର ଅନେକ ହିଟ୍ ସିନେମାରେ ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିଥିବା ଅରିଜିତ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କୌଣସି ସିନେମାରେ ଆଉ କାମ କରିବେନି। କିନ୍ତୁ ହଠାତ୍ ସେ ଏପରି ନିଷ୍ପତ୍ତି କାହିଁକି ନେଲେ? ଏହାର ଅସଲ କାରଣ…

ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…

ଭୁବନେଶ୍ବର: ଭାରତୀୟ ଚଳଚ୍ଚିତ୍ର ଜଗତ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ତଥା ନିର୍ଭୀକ ବୈଷୟିକ ଶିଳ୍ପୀଙ୍କୁ ହରାଇଛି । ଓଡ଼ିଶାର ବରିଷ୍ଠ ସାଉଣ୍ଡ ଇଞ୍ଜିନିୟର ତଥା ରେକର୍ଡିଷ୍ଟ ଇଂ. ସମୀର କୁମାର ପାତ୍ରଙ୍କ ପରଲୋକ ହୋଇଛି । ସମୀର ୨ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ପ୍ରଶଂସିତ ହିନ୍ଦୀ ଚଳଚ୍ଚିତ୍ରର…

ଫିଲ୍ମ ପାଇଁ ଆଉ ଗୀତ ଗାଇବେନି ଅରଜିତ ସିଂ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଦୁନିଆର ଲୋକପ୍ରିୟ ଗାୟକ ଅରଜିତ ସିଂଙ୍କ ଏକ ନିଷ୍ପତି ପ୍ରଶଂସକଙ୍କୁ ନିରାଶ କରିଛି । ସଙ୍ଗୀତ ମାଧ୍ୟମରେ ପ୍ରଶଂସକଙ୍କ ମନରେ ଘର କରିଥିବା ଅରଜିତ ଆଗକୁ ଆଉ ଫିଲ୍ମରେ ଗୀତ ଗାଇବେନି ବୋଲି ଘୋଷଣା କରିଛନ୍ତି । ସେ ତାଙ୍କ ଏକ୍ସ ଆକାଂଉଟରେ ଏହା ଘୋଷଣା କରିବା ପରେ ଖୁବ…