Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Koffee With Karan: ସିଜିନ୍‌-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ

ମୁମ୍ବାଇ: ଆଉ ଦେଖିବାକୁ ମଳିବନି କଫି ଉଇଥ୍ କରଣ ଚାଟ୍ ଶୋ । ଦୀର୍ଘ ୨୨ବର୍ଷ ପରେ ବନ୍ଦ ହୋଇଯିବ ଦର୍ଶକଙ୍କ ପ୍ରୀୟ ଚାଟ୍ ଶୋ । ବଲିଉଡ ସେଲିବ୍ରିଟିଙ୍କୁ ନେଇ ଗୋଟେ ଦଶନ୍ଧି ଧରି ଚାଲିଥିବା ଏହି ଟକ୍ ଶୋ ଏବେ ବନ୍ଦ ହେବାକୁ ଯାଉଛି । ଏନେଇ ଏକ ଭାବପୂର୍ଣ୍ଣ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଂଟରେ…

‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ୍ ପୁଣି ଥରେ ରୂପେଲି ପରଦାରେ ନିଜର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିବା ପରେ ବିଦ୍ୟା ନିକଟରେ ‘ଭୁଲ୍ ଭୁଲୈୟା ୩’ (୨୦୨୪)ରେ ନଜର ଆସିଥିଲେ । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ…

Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ

ମୁମ୍ବାଇ: ରିଲିଜ୍ ପାଇଁ ଆଉ ୩ଦିନ ବାକି । ଦେଶବ୍ୟାପୀ ଫାଷ୍ଟ ଡେ ଫାଷ୍ଟ ଶୋ ତଥା ପ୍ରଥମ ୩ଦିନ ପାଇଁ ସବୁ ଟିକେଟ୍ ହୋଇଗଲାଣି ସୋଲଡ ଆଉଟ୍‌ । ଆଜ୍ଞା ହଁ, ଅକ୍ଟୋବର ୨ରେ ରିଲିଜ୍ ହେବ ଆକ୍ସନ ଷ୍ଟାର ଅଜୟ ଦେବଗନଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ “ଦୃଶ୍ୟମ: ଦ କନକ୍ଲୁଜନ୍‌” । ତା ପୂର୍ବରୁ ପ୍ରଥମ…

Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍

ପ୍ୟାରିସ୍‌: ପ୍ୟାରିସ୍ ଫ୍ୟାସନ ସପ୍ତାହରେ ଶୋ’ ଷ୍ଟପର ସାଜିଲେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଗତକାଲି ଏହି ସମ୍ମାନଜନକ ଫ୍ୟାସନ ଶୋରେ ଲୋରିଅଲର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗଦେଇଥିଲେ ଐଶ୍ୱର୍ଯ୍ୟା । ଏହି ଫ୍ୟାସନ ଶୋରେ ସମ୍ପୂଣ୍ଣ ର୍ କଳା ପୋଷାକ ପିନ୍ଧି ଷ୍ଟନିଂ ଲାଗୁଥିଲେ ଏହି ହମ୍…

୧୭ ମିନିଟ୍ ବିଳମ୍ବ ପାଇଁ PVRକୁ ୭୫ ହଜାର ଜୋରିମାନା, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ: ଏକ ଫିଲ୍ମ ଦେଖିବା ହାଇଦ୍ରାବାଦର ଜଣେ ଓକିଲଙ୍କ ପାଇଁ ଆଇନଗତ ଲଢ଼େଇରେ ପରିଣତ ହୋଇଥିଲା। ଏପରିକି ଶେଷରେ PVR ସିନେମା ତାଙ୍କୁ ୭୫ ହଜାର ଜୋରିମାନା ଦେବାକୁ ବାଧ୍ୟ ହୋଇଥିଲା। ସୂଚନା ଅନୁଯାୟୀ, ଆଇନଜୀବୀ ରାତି ୧୦:୩୫ରେ ଆରମ୍ଭ ହେଉଥିବା ଶୋ ପାଇଁ ଦୁଇଟି ଟିକେଟ ବୁକ୍…

ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ

ଭୁବନେଶ୍ୱର:ଓଡ଼ିଆ ଆଲବମ୍ ଅଭିନେତ୍ରୀ ତଥା ନର୍ତ୍ତକୀ ଜାସ୍ମିନ ମାଝୀଙ୍କର ଅକାଳ ବିୟୋଗ ଘଟିଛି । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି, ଯାହା ସମଗ୍ର ଆଲବମ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । ଜାସ୍ମିନଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକ ଏବଂ…

India’s Richest Actors: କମିଲା କିଙ୍ଗ୍ ଖାନଙ୍କ ସମ୍ପତ୍ତି, ତଥାପି ୧୦ କୋଟିର ମାଲିକ! ଜାଣନ୍ତୁ ଭାରତର ନମ୍ବର-୧…

ମୁମ୍ବାଇ: ଭାରତୀୟ ସିନେମାର ଷ୍ଟାର୍‌ମାନଙ୍କ ମଧ୍ୟରେ କିଏ ସବୁଠୁ ଧନୀ? ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣିଛି ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୬। ତାଲିକା ଅନୁସାରେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ୍‌ ଭାରତର ସବୁଠୁ ଧନୀ ଅଭିନେତା ଭାବେ ଶୀର୍ଷରେ ରହିଛନ୍ତି। ତାଙ୍କ ଆନୁମାନିକ…

The Paradise: ୩ ଦିନରେ ୧୧୯ କୋଟି ପାର୍! ବକ୍ସ ଅଫିସ୍‌ରେ ଧମାଲ କରୁଛି ନାନୀଙ୍କ ‘ଦ ପାରାଡାଇଜ୍’

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ନାନୀଙ୍କ ଫିଲ୍ମ ‘ଦ ପାରାଡାଇଜ୍’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ ପରେ ଫିଲ୍ମର କଲେକ୍ସନ୍‌ରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ୩ ଦିନ ମଧ୍ୟରେ ଫିଲ୍ମର ୱାର୍ଲ୍ଡୱାଇଡ୍‌ କଲେକ୍ସନ୍‌ ୧୧୯.୫୦ କୋଟି ଟଙ୍କାରେ ପହଞ୍ଚିଛି। ଏହା…

ଭଂଶାଲିଙ୍କ Love and War, ଆଲିଆ-ଭିକ୍କି-ରଣବୀରଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡ ଆଣୁଛି ୨୦୨୭ର ବହୁ ପ୍ରତିକ୍ଷିତ ଫିଲ୍ମ ଲଭ୍ ଆଣ୍ଡ ୱାର୍ । ନିର୍ଦ୍ଦେଶକ ସଂଜୟ ଲୀଲା ଭଂଶାଲିଙ୍କ ଏହି ଐତିହାସିକ ଯୁଦ୍ଧ-ଭିତିକ ଚଳଚିତ୍ରଟିରେ ମୁଖ୍ୟଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ, ରଣବୀର କପୁର ଓ ଭିକି କୌଶଲ । ବ୍ୟାକ୍ ଟୁ ବ୍ୟାକ୍ ୩ଷ୍ଟାରଙ୍କ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି…