Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚାଇନିଜ୍ ମୋବାଇଲ୍ ବ୍ରାଣ୍ଡ ସହିତ କୋଟି କୋଟି ଟଙ୍କାର ଡିଲ୍ ବାତିଲ୍ କଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଚାଇନାର ମୋବାଇଲ୍ ବ୍ରାଣ୍ଡ ଓପୋ ସହିତ କୋଟି କୋଟି ଟଙ୍କାର ଚୁକ୍ତି ବାତିଲ କରିଥିବା ଜଣାପଡିଛି। ଓପୋର ବ୍ରାଣ୍ଡ ଆମ୍ବାସଡର ଥିବା ବଲିଉଡର ଏହି ଅଭିନେତା ହେଉଛନ୍ତି ପ୍ରଥମ…

ସୁଶାନ୍ତଙ୍କ ଅଭିନୀତ ‘ଦିଲ୍ ବେଚାରା’ର ଟାଇଟଲ ଟ୍ରାକ୍ ରିଲିଜ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପକମିଂ ଫିଲ୍ମ ଦିଲ୍ ବେଚାରାର ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଯାଇଛି । ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଓ ଅନ୍ଦାଜ ଫ୍ୟାନମାନଙ୍କ ହୃଦୟ ଜିଣୁଥିବା ଦେଖାଯାଉଛି। https://youtu.be/PMCu0JtizCk ଭିଡିଓରେ ସୁଶାନ୍ତ ଷ୍ଟାଇଲିସ୍…

ବାହୁବଳୀ ଫେମ୍ ପ୍ରଭାସଙ୍କ ନୂତନ ଫିଲ୍ମ ରାଧେଶ୍ୟାମର ପ୍ରଥମ ଲୁକ୍ ଜାରି

ମୁମ୍ବାଇ: ବାହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସଙ୍କ ନୂତନ ଫିଲ୍ମର ନାମ ଘୋଷଣା କରାଯାଇଛି । ରାଧେଶ୍ୟାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରାଧାକ୍ରିଷ୍ଣ କୁମାର ତୁଲାଇବେ । ଟି ସିରିଜ ଏବଂ ୟୁଭି କ୍ରିଏଶନ ପ୍ରଯୋଜକ ଦାୟିତ୍ୱ ତୁଲାଇବେ । ପ୍ରଭାସଙ୍କ ସହ ପୂଜା ହେଗେଡ ନାୟିକା ଭୂମିକା…

ଚକ୍ ଦେ ଇଣ୍ଡିଆର ୧୩ ବର୍ଷ ପରେ ଶିମତ ଅମିନଙ୍କ ଫିଲ୍ମରେ ଅଭିନୟ କରିବେ ଶାହାରୁଖ !

ମୁମ୍ବାଇ: ଆନନ୍ଦ ଏଲ ରାୟଙ୍କ ଜିରୋ ଫିଲ୍ମ ପରେ ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ତାଙ୍କର ପରବର୍ତୀ ଫିଲ୍ମ କଣ ହେବ ସେ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ଚକ୍ ଦେ ଇଣ୍ଡିଆ ଫିଲ୍ମର ୧୩ ବର୍ଷ ପରେ ଶାହାରୁଖ ଓ ନିର୍ଦ୍ଦେଶକ ଶିମତ ଅମନୀ ଏକତ୍ର ଫିଲ୍ମ କରିବା ପାଇଁ…

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ଟାଇଟଲ ଟ୍ରାକ୍‌ର ଟିଜର

ମୁମ୍ବାଇ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ରିଲିଜ ହୋଇଛି ଟାଇଟଲ ଟ୍ରାକ୍‌ର ଟିଜର । ଏହା ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର…

‘ଦିଲ୍ ବେଚାରା’ର କଷ୍ଟ୍ୟୁମ ଡିଜାଇନ ତଥା ଓଡିଆ ବୋହୂ ସୁଶାନ୍ତଙ୍କୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା

ଭୁବନେଶ୍ୱର : ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’କୁ ତାଙ୍କର ଅନେକ ଫ୍ୟାନ ଏବେ ଅପେକ୍ଷା କରି ରହିଛନ୍ତି । କରୋନା କଟକଣା ପାଇଁ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ତେବେ ଏହି ଫିଲ୍ମରେ ଡ୍ରେସ ଡିଜାଇନ କରିଛନ୍ତି ଜଣେ ଓଡିଆ ବୋହୂ । ତାଙ୍କ ନାଁ ନିକିତା…

[ଦେଖନ୍ତୁ]: ଖାଦ୍ୟ ଓଜନ କରି ଖାଉଛନ୍ତି ବିରାଟ: ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମୁମ୍ବାଇ ସ୍ଥିତ ନିଜ ନିବାସରେ ଅତିବାହିତ କରୁଛନ୍ତି କ୍ୱାଲିଟି ଟାଇମ । ଉଭୟ ଏକାଠି ଥିବାରୁ ଏହି ଲକଡାଉନ ସେମାନଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହୋଇଥିବା ଉଭୟ କହିଛନ୍ତି। ଏହି ସାମ୍ୟରର ବିରାଟ ଏବଂ ଅନୁଷ୍କା ମଧ୍ୟ ସୋସିଆଲ…

ପରଲୋକରେ ଫିଲ୍ମ ସୋଲେର ‘ସୁରମା ଭୋପାଲି’

ମୁମ୍ବାଇ : ଫିଲ୍ମ ସୋଲେର ‘ସୁରମା ଭୋପାଲି’ ତଥା ବଲିଉଡ୍‌ର ହାସ୍ୟ ଅଭିନେତା ଜଗଦୀପଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଫିଲ୍ମ ‘ସୋଲେ’ରେ ତାଙ୍କର ‘ସୁରମା ଭୋପାଲି’ ଚରିତ୍ରରେ…

ଦାମ ବଢାଇଲେ ସଲମାନ: ବିଗବସର ଆଗାମୀ ସିଜିନ ପାଇଁ ଦାବି କଲେ ଏତିକି ଟଙ୍କା

ମୁମ୍ବାଇ: ଟେଲିଭିଜନର ପପୁଲାର ରିଆଲିଟି ସୋ ‘ବିଗ୍ ବସ୍’ ପାଇଁ ଅଧିକ ପାରିଶ୍ରମିକ ଦାବି କରିଛନ୍ତି ସଲମାନ ଖାନ । ଖବର ଅନୁଯାୟୀ, ପୂର୍ବରୁ ସିଜିନରେ ସୋ ଉପାସ୍ଥାପନା ପାଇଁ ସଲମାନ ସପ୍ତାହକୁ ୧୨ ରୁ ୧୫ କୋଟି ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ସପ୍ତାହକୁ ୧୬ କୋଟି ଟଙ୍କା ପାଇଁ ଦାବି…

ସରୋଜ ଖାନଙ୍କ ଉପରେ ବାୟୋପିକ କରିବେ ରେମୋ

ଅଫେରା ରାଇଜର ବାଟୋଇ ହୋଇ ଚାଲିଗଲେ ବଲିଉଡ କୋରିଓଗ୍ରାଫର ସରୋଜ ଖାନ । ତାଙ୍କୁ ଝୁରୁଛି ବଲିଉଡ । ସମସ୍ତେ ଶୋକରେ ଥିବା ବେଳେ କୋରିଓଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୁଜା ସରୋଜ ଖାନଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଚାହୁଛନ୍ତି । ଏହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ବୋଲି ରେମୋ…