Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବର୍ଡର ୨ର ସଫଳତା ପରେ ଖୁବ ଶୀଘ୍ର ବର୍ଡର ୩

ମୁମ୍ବାଇ: ବର୍ଡର ୨ ଫିଲ୍ମ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏଥିରେ ମେକର୍ସ ବେଶ ଉତ୍ସାହିତ ଅଛନ୍ତି । ଖୁବ ଶୀଘ୍ର ଏହାର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ ସୂଚନା ଦେଇଛନ୍ତିି । ବର୍ଡର ୨ର…

ଏହି ଗ୍ଲୋବାଲ ଷ୍ଟାରଙ୍କୁ ହାର୍ଭାର୍ଡରୁ ନିମନ୍ତ୍ରଣ…

ମୁମ୍ବାଇ: ଆଲିଆ ଭଟ୍ଟ, ଦୀପିକା ପାଦୁକୋଣଙ୍କ ଭଳି ଅନେକ ଭାରତୀୟ ଅଭିନେତ୍ରୀ ଲୋକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ଯିଏକି କେବଳ ଭାରତରେ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ପରିଚୟ ସୃଷ୍ଟି…

ଚଳଚ୍ଚିତ୍ର ‘ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା’ ପାଇଁ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ…

ଭୁବନେଶ୍ୱର: ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ "ଦ ପ୍ରେମିୟର ମିଡ଼ିଆ" ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର 'ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା' ପାଇଁ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି। ସନ୍ତୋଷ ପଣ୍ଡାଙ୍କ ଦ୍ବାରା ଲିଖତ ଏବଂ…

Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…

ନୂଆଦିଲ୍ଲୀ: ୨୬ ଜାନୁଆରୀ ୨୦୨୬ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୫ ଜଣ ପଦ୍ମ ବିଭୂଷଣ, ୧୩ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ…

Abhijit Majumdar Passes Away: ଆଉ ନାହାଁନ୍ତି ପ୍ରସିଦ୍ଧ ଓଡ଼ିଆ ସଂଗୀତ ରଚୟିତା ଅଭିଜିତ ମଜୁମଦାର, ଦୀର୍ଘ ଦିନର…

ଭୁବନେଶ୍ୱର: ପ୍ରବୀଣ ଓଡ଼ିଆ ସଂଗୀତ ରଚୟିତା ଅଭିଜିତ ମଜୁମଦାରଙ୍କ ରବିବାର ଦିନ ଏମ୍ସ ଭୁବନେଶ୍ୱରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ବର୍ଷ ଶେଷ ଆଡ଼କୁ ସ୍ୱାସ୍ଥ୍ୟଗତ ସମସ୍ୟା ପରେ ସେ ପ୍ରମୁଖ ମେଡିକାଲ ଇନଷ୍ଟିଚ୍ୟୁଟ ଏମ୍ସରେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। ଆଜି ପ୍ରାୟ ସକାଳ ୯…

ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ

ମୁମ୍ବାଇ: ଗିରଫ ହେଲେ ବିବାଦୀୟ ଅଭିନେତା ତଥା ଫିଲ୍ମ ସମାଲୋଚକ କମଲ ଆର ଖାନ । ମୁମ୍ବାଇର ଅନ୍ଧେରିର ଓଶିୱାରାରେ ଏକ ଆବାସିକ କୋଠାରେ ଚାରି ରାଉଣ୍ଡ ଗୁଳି ଚଳାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ଘଟଣାରେ ବ୍ୟବହୃତ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଜବତ କରିଛି । ଜାନୁଆରୀ…

Border 2 Tribute To Dharmendra:ବଢୁଛି ‘ବର୍ଡର ୨’ କ୍ରେଜ୍, ପ୍ରବୀଣ ଅଭିନେତା ଧର୍ମେନ୍ଦ୍ରଙ୍କୁ…

ମୁମ୍ବାଇ: ଫିଲ୍ମ 'ବର୍ଡର' ୧୯୯୭ରେ ମୁକ୍ତିଲାଭ କରିଥିଲା, ଏବଂ ଏହାର ସିକ୍ୱେଲ୍ ୨୯ ବର୍ଷ ପରେ ପୁଣି ପରଦାକୁ ଆସିଛି। 'ବର୍ଡର ୨'କୁ ନେଇ ବହୁତ ଉତ୍ସାହ ରହିଛି, ଯାହା ଏବେ ଥିଏଟରରେ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଫ୍ୟାନଙ୍କ କ୍ରେଜ ବଢ଼ିବାରେ ଲାଗିଛି। ଏହି ଫିଲ୍ମରେ ଅନେକ ସୈନିକଙ୍କ ପ୍ରକୃତ…

‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…

ମୁମ୍ବାଇ: ଜାନୁଆରୀ ୨୩ରେ ରିଲିଜ୍ ହୋଇଥିବା ଫିଲ୍ମ "ବର୍ଡର" ୨କୁ ନେଇ ଇମୋସନାଲ ନୋଟ ସେୟାର କରିଛନ୍ତି ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝ। ଇନଷ୍ଟାଗ୍ରାମରେ ଏକ ୫୮ ସେକେଣ୍ଡର ଭିଡିଓ ଅପଲୋଡ୍ କରି ଦିଲଜିତ୍ କହିଛନ୍ତି ଯେ "ବର୍ଡର" ମୁକ୍ତିଲାଭ କରିବା ସମୟରେ ସେ ଟଙ୍କା…

ପଲାଶଙ୍କ ବିରୋଧରେ ୪୦ ଲକ୍ଷର ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କ ସହ ବିବାହ ଭାଙ୍ଗିବା ପରେ ସଂଗୀତଜ୍ଞ ତଥା ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଛଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବିରୋଧରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି। ତେବେ ପଲାଶ ଏହି ମାମଲାରେ ନିଜର ନୀରବତା ଭାଙ୍ଗିବା ସହ ପ୍ରତିକ୍ରିୟା ରଖିଛନ୍ତି।…

Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର

ଭୁବନେଶ୍ବର:ଓଲିଉଡର ଷ୍ଟାର ଦମ୍ପତି ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି ଏକ ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି। ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ ଆସିଲା ବୋଲି…