Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ

ନୂଆଦିଲ୍ଲୀ: ଓସ୍କାର ୨୦୨୬ରେ ଭାରତ ବଡ ଝଟକା ଲାଗିଛି । ଜାନୁୟାରୀ ୨୨ରେ ଓସ୍କାରର ନୋମିନେଶନ ଘୋଷଣା କରାଯାଇଛି । ଭାରତର ହୋମବାଉଣ୍ଡ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀ ରହିଥିଲା । ଏହା ଉପରେ ସମସ୍ତଙ୍କ ଆଶା ଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି । ୨୦୦୧ରେ ଅମୀର ଖାଁଙ୍କ…

Son hits Anupam Kher on face: ଅନୁପମ ଖେରଙ୍କୁ ଚାପୁଡ଼ା ମାରିଲେ ପୁଅ ସିକନ୍ଦର, ଭାଇରାଲ ହେଉଛି ଭିଡିଓ…

ମୁମ୍ବାଇ: ବଲିଉଡର ପ୍ରମୁଖ ଅଭିନେତା ଅନୁପମ ଖେର ଦୀର୍ଘ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛନ୍ତି। ଅଭିନେତା ତାଙ୍କ କାମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ଫିଲ୍ମ ବ୍ୟତୀତ, ସେ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କର ମନୋରଞ୍ଜନ କରିବାର ସୁଯୋଗ ମଧ୍ୟ ହାତଛଡ଼ା କରନ୍ତି…

ରେକର୍ଡ ଭାଙ୍ଗୁଛି ବର୍ଡର ୨; ଆଡଭାନ୍ସ ବୁକିଂରେ କଲା ଏତିକି ଆୟ…

ମୁମ୍ବାଇ: "ବର୍ଡର ୨" ରିଲିଜ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଏହି ଯୁଦ୍ଧ ଭିତ୍ତିକ ଚଳଚ୍ଚିତ୍ରଟି ଆଡଭାନ୍ସ ବୁକିଂରେ ଧମାଲ କରୁଛି। ସନି ଦେଓଲ, ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରଟି ଜାନୁଆରୀ ୨୩ରେ ମୁକ୍ତିଲାଭ କରିବ। ଏକ ରିପୋର୍ଟ…

ପୁଷ୍ପା ୩ରେ ହେବ କି ସଲମାନଙ୍କ ଏଂଟ୍ରି

ମୁମ୍ବାଇ: ପୁଷ୍ପା ଫିଲ୍ମର ତୃତୀୟ ସଂସ୍କରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଲ୍ଲୁ ଅର୍ଜୁନ ଅଭିନୀତ ଏହି ଫିଲ୍ମର ପୂର୍ବ ୨ଟି ସଂସ୍କରଣ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ପୁଷ୍ପା ୨ ଓଭରାଲ ୧୮୭୧ କୋଟିର କାରୋବାର କରିଥିଲା । ରିପୋର୍ଟ ମୁତାବକ ଏହାର ମେକର୍ସ ପୁଷ୍ପା ୩କୁ ଆହୁରି ଭବ୍ୟ…

ଲଭ ଆଣ୍ଡ ୱାର: ଲିକ ହେଲା ରଣବୀର-ଆଲିଆଙ୍କ ଲୁକ

ମୁମ୍ବାଇ: ଆନିମଲର ସଫଳତା ପରେ ଏବେ ରଣବୀର କାପୁରଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାର ଉପରେ ସମସ୍ତଙ୍କ ନଜର ରହିଛି । ମଙ୍ଗଳବାର ରଣବୀର ଓ ଆଲିଆ ଭଟ୍ଟଙ୍କ ଲୁକ ଲିକ ହୋଇଛି । ଯାହାକି ଖୁବ କମ ସମୟରେ ଭାଇରାଲ ହୋଇଛି । ସଞ୍ଜୟ ଲୀଲା ଭନ୍ସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମର…

SRK Viral Video: ମଞ୍ଚ ଉପରେ ଶାହରୁଖ ଖାନଙ୍କ ସହ ଏକ ସେଲଫି ନେବାକୁ ଚାହୁଁଥିଲେ ପ୍ରଶଂସକ, କିନ୍ତୁ ହାତରୁ ଫୋନ୍…

ମୁମ୍ବାଇ: ଶାହାରୁଖ ଖାନ ସମ୍ପ୍ରତି ସାଉଦି ଆରବର ରିୟାଦରେ ଜୟ ପୁରସ୍କାରରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୋଇଥିଲା। ଏକ କ୍ଲିପ୍ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ ସୁପରଷ୍ଟାର ଷ୍ଟେଜରେ ଜଣେ ପ୍ରଶଂସକଙ୍କ ଫୋନ୍…

ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ

ମୁମ୍ବାଇ: ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ଭୂତ ବଙ୍ଗଳା ଶୁଟିଂରେ ବ୍ୟସ୍ତ ଅଛନ୍ତି । ମେ ୧୫ରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଛି । ରିପୋର୍ଟ ମୁତାବକ ଅନୀସଙ୍କ ଆଗାମୀ ଫିଲ୍ମରେ ଅକ୍ଷୟ ଓ ବିଦ୍ୟା ବାଲାନ ଅଭିନୟ କରିବାକୁ ଯାଉଛନ୍ତି । ପୂର୍ବରୁ ଅକ୍ଷୟଙ୍କ ସହ ଅନୀସ ୨୦୧୧ରେ…

ପ୍ରଶଂସକଙ୍କ ଚିନ୍ତାରେ ପକାଇଲା ନେହାଙ୍କ ବ୍ରେକ ନେବା ପୋଷ୍ଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ତଥା ଚୁଲବୁଲି ଗାୟିକା ନହା କକ୍କର ସର୍ବଦା ବିଭିନ୍ନ କାରଣ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କର କ୍ୟାଣ୍ଡି ସପ ଗୀତ ରିଲିଜ ହୋଇଥିଲା । ଏହି ଗୀତ ଯୋଗୁ ନେହାଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡିଥିଲା । ଏବେ ହଠାତ ନେହା ଇନଷ୍ଟାଗ୍ରାମରେ ଏ ଭଳି ଏକ…

ମୋ ବିରୋଧରେ ଷଡଯନ୍ତ୍ର ରଚାଯାଉଛି: ଗୋବିନ୍ଦା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କ ବିବାଦ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । କିଛି ଦିନ ତଳେ ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କ ନେଇ ବୟାନ ଦେଇଥିଲେ । ଏବେ ଗୋବିନ୍ଦା ମୁହଁ ଖୋଲିଛନ୍ତି । ସେ କହିଛନ୍ତି ୬୩ ବର୍ଷ ବୟସରେ ଏ ଭଳି…

ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ

ମୁମ୍ବାଇ: ୨୦୨୪ରେ ରିଲିଜ ହୋଇଥିବା ଡଙ୍କି ପରେ ଶାହାରୁଖ ଖାଁଙ୍କ ଆଉ କୌଣସି ଫିଲ୍ମ ରିଲିଜ ହୋଇନି । ଏବେ ଶାହାରୁଖ କିଙ୍ଗ ଫିଲ୍ମର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । କିଙ୍ଗ ଫିଲ୍ମ ୨୦୨୬ରେ ପରଦାକୁ ଆସିବ । ଏହାର ରିଲିଜ ତାରିଖ ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ଏବେ କିନ୍ତୁ ଦର୍ଶକଙ୍କୁ ଆଉ କିଛି…