Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୫ଟି ଓଡ଼ିଆ ଚଳଚ୍ଚିତ୍ରକୁ ମିଳିବ ସବ୍‌ସିଡି

କଟକ: ଦୀର୍ଘ ଦିନ ପରେ ଏବେ ୫ଟି ଓଡ଼ିଆ ଫିଲ୍ମକୁ ମିଳିବ ସବ୍‌ସିଡି। ସବ୍‌ସିଡି ଅର୍ଥ ଦେବାକୁ ଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିସ୍ କରିଛି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) । ଏ ନେଇ ଆଜି ଓଏଫ୍‌ଡ଼ିସି ପକ୍ଷରୁ ଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିସ୍ କରାଯାଇଛି । ୨୦୧୯ ଚଳଚ୍ଚିତ୍ର…

କୁମାର ସାନୁଙ୍କ ପୁଅ କୋଭିଡ ପଜିଟିଭ, ହସ୍ପିଟାଲରୁ ସେୟାର କଲେ ମଜାଦାର ଭିଡିଓ

ମୁମ୍ବାଇ: ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ COVID-19 ପଜିଟିଭ୍ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାନୁ ମଧ୍ୟ ଜଣେ ଗାୟକ ହୋଇଥିବା ବେଳେ ହସ୍ପିଟାଲରୁ ଏକ ଭିଡିଓ ସେୟାର କରିଛନ୍ତି। ନିକଟରେ ଆନ୍ଧ୍ର ପ୍ରଦେଶର କଡାପା ଜିଲ୍ଲାରେ…

“ଶ୍ରୀ ରାମଭୂମି” ଫିଲ୍ମର ଫାଷ୍ଟ ଲୁକ୍ ସେୟାର କଲେ ଅନୁପମ ଖେର

ନୂଆଦିଲ୍ଲୀ: "ଶ୍ରୀ ରାମଭୂମି" ଫିଲ୍ମର ଝଲକ ସେୟାର କରିଛନ୍ତି ଅଭିନେତା ଅନୁପମ ଖେର। ଅଭିନେତା ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ଲୁକ୍ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ସେ ସ୍ୱର୍ଗତ VHP ନେତା ଅଶୋକ ସିଂଘଲଙ୍କ ଭୂମିକାରେ ଅଭିନୟ କରିବେ। ସେ ଏହାକୁ ତାଙ୍କ କ୍ୟାରିୟରର ସବୁଠାରୁ…

‘ପାଣ୍ଡ୍ୟା ଷ୍ଟୋର’ ଫେମ୍ ରୋହିତ ଚାଣ୍ଡେଲ ଗିରଫ, ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ପାଣ୍ଡ୍ୟା ଷ୍ଟୋର ଏବଂ ସାଇରାବ ଭଳି ଟିଭି ଶୋ’ରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ରୋହିତ ଚାଣ୍ଡେଲଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଟିଭି ଷ୍ଟାର ରୋହିତ ଚାଣ୍ଡେଲଙ୍କୁ POCSO ଆଇନ ଅନୁଯାୟୀ ଗିରଫ କରାଯାଇଛି। କାରଣ ଅଭିନେତାଙ୍କ ବିରୋଧରେ ଜଣେ ୧୬ ବର୍ଷୀୟ…

ଆଉ ବର୍ତ୍ତିବେନି ରାଜପାଲ? ଚେକ୍ ବାଉନ୍ସ ମାମଲାରେ ବଲିଉଡ୍ କମେଡିଆନଙ୍କ ପାଇଁ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ନିଜର ଦମଦାର ଅଭିନୟ ଓ କମେଡି ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିବା ବଲିଉଡ୍ ଅଭିନେତା ରାଜପାଲ ଯାଦବ ଏବେ ଆଇନଗତ ଜଟିଳତାରେ ଫସିଛନ୍ତି। ଏକ ବହୁ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଅଭିନେତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ କାଏମ ରଖିଛନ୍ତି। ମାମଲାର ଶୁଣାଣି କରି…

ଆସନ୍ତୁ ଜାଣିବା ୨୦୦୦ କୋଟି ବଜେଟର ଫିଲ୍ମ କେବେ ହେବ ରିଲିଜ

ମୁମ୍ବାଇ: ହଲିଉଡ ଫିଲ୍ମମେକର କ୍ରିଷ୍ଟୋଫର ନୋଲନ ଏବେ ତାଙ୍କ ଆଗାମୀ ଫିଲ୍ମ ଦି ଓଡିସେକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ରିପୋର୍ଟ ମୁତାବକ ଫିଲ୍ମର ବଜେଟ ୨୦୦୦କୋଟିରୁ ଊର୍ଦ୍ଧ୍ୱ ହେବ । ପୂର୍ବରୁ ସେ ଓପନହାଇମର ପରି ଫିଲ୍ମ କରି ସାରା ବିଶ୍ୱରେ ପ୍ରଶଂସା ସାଉଁଟିଥିଲେ । ଏହା ବକ୍ସ ଅଫିସରେ ସେ…

Aamir’s Wedding Ring: ତୃତୀୟ ପତ୍ନୀଙ୍କୁ ଆମିରଙ୍କ ୫ କୋଟିର ବିରଳ ଓ୍ବେଡିଂ ରିଙ୍ଗ?

ମୁମ୍ବାଇ: ୧୩୧ କାରିଗର, ୨୫୬ ଘଣ୍ଟା... ଆମିରଙ୍କ ରାଜକୀୟ ୱେଡିଂ ଗିଫ୍ଟ ରୁବି ରିଙ୍ଗର ଦାମ ଶୁଣିଲେ ଚକିତ ହେବେ… ବିବାହରେ କେହି ଫୁଲ ଦିଅନ୍ତି, କେହି ହୀରାର ଆଙ୍ଗୁଠି। କିନ୍ତୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ତାଙ୍କ ତୃତୀୟ ପତ୍ନୀ ଗୌରୀ ସ୍ପ୍ରାଟ୍‌ଙ୍କୁ ଏମିତି ଏକ…

Ranveer-Arjun Reunion: ୧୨ ବର୍ଷ ପରେ ପୁଣି ଜୀବନ୍ତ ହେଲା ‘ଗୁଣ୍ଡେ’ ମ୍ୟାଜିକ୍, ଅଂଶୁଲାଙ୍କ ରିସେପ୍ସନରେ…

ମୁମ୍ବାଇ: ବଲିଉଡ ଏବେ ଆଉ ଏକ ବିବାହ ଉତ୍ସବରେ ମଜିଛି । କପୂର ଫ୍ୟାମିଲିର ଆଉ ଜଣେ ଲାଡଲି ହାତକୁ ଦୁଇ ହାତ ହୋଇଛନ୍ତି । ଫିଲ୍ମ ମେକର ବୋନି କପୂରଙ୍କ ଝିଅ ତଥା ଅଭିନେତା ଅର୍ଜୁନ୍ କପୂରଙ୍କ ଭଉଣୀ ଅଂଶୁଲା କପୁର ଓ ରୋହନ ଠକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହ…

ଜୁନିୟର ଏନଟିଆରଙ୍କ ନୂଆ ଫିଲ୍ମକୁ ନେଇ ସୃଷ୍ଟି ହେଲା ବିବାଦ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ତେବେ ଏହି ଫିଲ୍ମକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଛି । ଏହା ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ଏହାର ମୋଶନ ପୋଷ୍ଟରରେ ଲେଖା ହୋଇଛି ଏହା ଏ ଭଳି ଏକ ଦେବତାଙ୍କ…

kankana:ଆସୁଛି ଆଉ ଏକ ହରର୍ ଫିଲ୍ମ ‘କଙ୍କଣ’; ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ଭୁବନେଶ୍ବର:ଆଉ ଏକ ହରର୍ ଓଡ଼ିଆ ଫିଲ୍ମ 'କଙ୍କଣ'ଆସୁଛି । ବର୍ତ୍ତମାନ ସମସ୍ତ ତାରକାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅଭିନେତ୍ରୀ ସୁପ୍ରିୟା ନାୟକ, ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଏହି ଫିଲ୍ମ ପରଦାକୁ ସେପ୍ଟେମ୍ୱର ୧୮ରେ ଆସିବ । 'କଙ୍କଣ' ଫିଲ୍ମ ବିଷୟରେ…