Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….

ମୁମ୍ବାଇ; ଶେଷରେ ପୁଅ ଓ ବୋହୂଙ୍କ ଛାଡପତ୍ର ଗୁଜବକୁ ନେଇ ମୁହଁ ଖୋଲିଲେ ଶଶୁର l ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ବର୍ଯ୍ୟା ରାଏଙ୍କ ସମ୍ପର୍କରେ ଫାଟକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଏନେଇ ମୁହଁ ଖୋଲିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ l ସୋସିଆଲ ମିଡିଆରେ…

ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ

ମୁମ୍ବାଇ; ଦିଲ-ଲୁମିନିଟି ଇଣ୍ଡିଆ ଟୁର୍ ପାଇଁ ଭାରତ ଗସ୍ତରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟକ ଦିଲଜିତ ଦୋସାଞ୍ଜ l ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ କନସର୍ଟ ପରେ ଏବେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଗାୟକ ଦିଲଜିତ l ସେଠାରେ ଚାଲିଥିବା କନସର୍ଟର ଏକ ଭିଡିଓ ଭାଇରଲ ହେବାରେ…

ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ୨୦୨୨ ମସିହାରେ ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରିବା ପରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ।…

ଫିଲ୍ମ ସେଟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭୁମି ପେଡନେକର କଲେ ବଡ ଖୁଲାସା..

ମୁମ୍ବାଇ: ନିକଟରେ ଗୋଆରେ ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଅନେକ ତାରକା ଅଂଶଗ୍ରହଣ କରିଥିଲେ । ଏଥିରେ 'ଦମ୍ ଲଗା କେ ହଇଶା' ଅଭିନେତ୍ରୀ ଭୁମି ପେଡନେକର ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ୟାନେଲ ଆଲୋଚନାରେ ଅଭିନେତ୍ରୀ ଅନେକ…

ଏହି କାରଣରୁ ରାଜନୀତିକୁ ଆସିଲେନି ରବିନା, ଜାଣନ୍ତୁ କାରଣ

ମୁମ୍ବାଇ: ନିଜର ବକ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବଲିଉଡର ଜଣେ ସଫଳ ଅଭିନେତ୍ରୀ ରବିନା ଟଣ୍ଡନ୍ l ନିଜର ଆକର୍ଷଣୀୟ ଅଭିନୟରେ ଏକଦା ପୁରା ବଲିଉଡ ଜଗତର କୁଇନ ସାଜିଥିବା ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି l ଯେଉଁଥିରୁ ତାଙ୍କର ରାଜନୀତି…

ନିଜ ରିଲେସନସିପକୁ ନେଇ ମୁହଁ ଖୋଲିଲେ ବିଜୟ ଦେବରାକୋଣ୍ଡା, କହିଲେ ମୁଁ…

ହାଇଦ୍ରାବାଦ: ଦକ୍ଷିଣ ହିରୋ ବିଜୟ ଦେବରାକୋଣ୍ଡାଙ୍କ ନାମ ଦୀର୍ଘ ଦିନ ଧରି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଚର୍ଚ୍ଚାରେ ରହିଆସୁଛି । ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ଏବଂ ପ୍ରଶଂସକ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ ମଧ୍ୟ କରନ୍ତି । ରଶ୍ମିକାଙ୍କ ସହ ସମ୍ପର୍କ ଥିବା…

ଆର୍ଯ୍ୟାନ ଖାନଙ୍କ ଡେବ୍ୟୁକୁ ନେଇ କଙ୍ଗନାଙ୍କ ବଡ଼ ବୟାନ: କହିଲେ, ଫିଲ୍ମ ଫ୍ୟାମିଲିର ଛୁଆ ଏବେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅଭିନେତା ପରିବର୍ତ୍ତେ ନିର୍ଦ୍ଦେଶକ ତଥା ଲେଖକ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି। ଶାହାରୁଖ ମଙ୍ଗଳବାର ତାଙ୍କ ପୁଅର ନିର୍ଦ୍ଦେଶକ ଡେବ୍ୟୁ…

ବିବାହର ୨୯ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ ଏ.ଆର୍.ରେହମାନ, ଜାଣନ୍ତୁ କାରଣ

ମୁମ୍ବାଇ: ଏ.ଆର୍.ରେହମାନ l ଆଜି ତାଙ୍କୁ କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି । ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଷ୍ଟୁଡ଼ିଓ…

ବିବାଦ ମଧ୍ୟରେ ନୟନତାରାଙ୍କୁ ମିଳିଲା ଜାହ୍ନବୀ କପୁରଙ୍କ ସମର୍ଥନ

ମୁମ୍ବାଇ: ଗତକିଛି ଦିନ ହେବ ନୟନତାରା-ଧନୁଷଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଉଣ୍ଡ୍ ଫେରି ଟେଲ୍' ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ…

କାହିଁକି ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା?

ଭୁବନେଶ୍ୱର: ପୋଲିସ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ସହାୟତା ପାଇଁ ଫୋନ୍ କଲେ ପୋଲିସ କିଛି ଶୁଣୁନି ବୋଲି ଅଭିଯୋଗ କରିଛନ୍ତି ଅସୀମା। ମହିଧରପୁର ବିଚ ହାଉସ ଓ ବଁଅରପାଳ ଥାନା ନାଁରେ ଅଭିଯୋଗ ଆଣିଛନ୍ତି କଣ୍ଠଶିଳ୍ପୀ ଅସୀମା। ସୂଚନା…