Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୈଫଙ୍କ ଚିକିତ୍ସା ଖର୍ଚ୍ଚ; କିଛି ଘଣ୍ଟା ମଧ୍ୟରେ ଇନସୁରାନ୍ସ ଟଙ୍କା ମିଳିବା ନେଇ ବିବାଦ…

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଦୁବୁର୍ତ୍ତ ଛୁରୀରେ ଆକ୍ରମଣ କରିଥିଲା। ଯାହା ପରେ ତାଙ୍କୁ ୫ ଦିନ ପାଇଁ ହସ୍ପିଟାଲରେ ରହିବାକୁ ପଡିଥିଲା। ବର୍ତ୍ତମାନ ସୈଫ୍ ଘରକୁ ଫେରିଥିବା ବେଳେ ବିଭିନ୍ନ ଘଟଣାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିବା ବୁପା ଦ୍ୱାରା ଚିକିତ୍ସା…

ସୈଫଙ୍କୁ ଆକ୍ରମଣ ଘଟଣା; ମୁମ୍ବାଇ ପୋଲିସର ଭୁଲ୍ ପାଇଁ ଚାକିରି ହରାଇଲେ ଯୁବକ, ଭାଙ୍ଗିଗଲା ବାହାଘର

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସର ଭୁଲ୍ ପାଇଁ ଚାକିରି ହରାଇଲେ ଯୁବକ। ସୂଚନା ଅନୁଯାୟୀ, ଛତିଶଗଡ଼ର ଦୁର୍ଗରୁ ସନ୍ଦିଗ୍ଧ ଭାବରେ ଗିରଫ ବ୍ୟକ୍ତି ଜଣକ ପୋଲିସର ଭୁଲ୍ ପାଇଁ ବ୍ୟକ୍ତି ଜଣକ ସର୍ବସ୍ବ ହରାଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ କହିଛନ୍ତି…

ସୈଫଙ୍କୁ ଛୁରାମାଡ଼ ଘଟଣାରେ ଟ୍ବିଷ୍ଟ; ମ୍ୟାଚ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ଟ୍ବିଷ୍ଟ। ଅଭିନେତାଙ୍କ ଘରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ବାଂଲାଦେଶୀ ଶରିଫୁଲ ଇସଲାମ ଶାହଜାଦର ଫିଙ୍ଗରପ୍ରିଣ୍ଟ ସହିତ ମେଳ ଖାଉନାହିଁ। ସୈଫଙ୍କୁ ଆକ୍ରମଣ ଅଭିଯୋଗରେ ତାଙ୍କୁ ଜାନୁଆରୀ ୧୬ରେ ଗିରଫ କରାଯାଇଥିଲା। ରିପୋର୍ଟ…

ମହାମଣ୍ଡଳେଶ୍ବର ହେବା ପରେ ଅଭିନୟକୁ ଫେରିବା ନେଇ ମମତା କୁଲକର୍ଣ୍ଣୀଙ୍କ ପ୍ରତିକ୍ରିୟା…

ପ୍ରୟାଗରାଜ: ପ୍ରାୟ ଏକ ଦଶନ୍ଧି ଧରି ଫିଲ୍ମ କ୍ୟାରିୟର ଏବଂ ଦୁଇ ଦଶନ୍ଧି ଧରି ସିନେମା ଜଗତରୁ ଉଭାନ ଥିବା ମମତା କୁଲକର୍ଣ୍ଣୀ ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ ମମତା ମହାକୁମ୍ଭରେ ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ। ଏପରିକି ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା…

ସରକାରଙ୍କ ଭୁଲ, ଶାହାରୁଖଙ୍କୁ ଲାଭ: ବଙ୍ଗଳା ‘ମନ୍ନତ’ ପାଇଁ ମିଳିବ ୯ କୋଟି ଟଙ୍କା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗଳା 'ମନ୍ନତ' ମଧ୍ୟ ତାଙ୍କ ପରି ବହୁତ ଲୋକପ୍ରିୟ। ପ୍ରତି ସପ୍ତାହରେ ହଜାର ହଜାର ପ୍ରଶଂସକ ଶାହରୁଖଙ୍କୁ ଦେଖିବା ପାଇଁ ଏହି ବଙ୍ଗଳାକୁ ଆସନ୍ତି। ଶାହରୁଖ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରନ୍ତି ନାହି। ଶାହରୁଖଙ୍କର ଗୋଟିଏ ଝଲକ…

କପିଲଙ୍କ ‘କିସ୍ କିସକୋ ପ୍ୟାର୍ କରୁ ୨’ ଫିଲ୍ମର ସୁଟିଂ ଆରମ୍ଭ

ମୁମ୍ବାଇ: ୨୦୧୫ ମସିହାରେ କମେଡିଆନ କପିଲ ଶର୍ମାଙ୍କ ଫିଲ୍ମ 'କିସ୍ କିସ୍ କୋ ପ୍ୟାର୍ କରୁଁ' ମୁକ୍ତିଲାଭ କରିଥିଲା। ଏବେ ଏହି ଫିଲ୍ମର ପାର୍ଟ ୨ ଆସିବାକୁ ଯାଉଛି। ଫିଲ୍ମର ସୁଟିଂ ମଧ୍ଯ ଆରମ୍ଭ ହୋଇଯାଇଛି। କପିଲ ଶର୍ମା 'କିସ୍ କିସ୍ କୋ ପ୍ୟାର୍ କରୁଁ' ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ…

ବ୍ୟବସାୟରେ ହିଟ୍ ହେବାକୁ ଚାହାଁନ୍ତି ଅକ୍ଷୟ, ରିଅଲ୍ ଇଷ୍ଟେଟ୍‌ରୁ କରୁଛନ୍ତି ରୋଜଗାର

ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ପରେ ଏବେ ଅକ୍ଷୟ କୁମାର ମଧ୍ୟ ରିଅଲ୍ ଇଷ୍ଟେଟ୍ ରୁ ରୋଜଗାର କରୁଛନ୍ତି। ସେ ମୁମ୍ବାଇର ବୋରିବଲି ପୂର୍ବରେ ଥିବା ତାଙ୍କର ଆପାର୍ଟମେଣ୍ଟକୁ ୪.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହା ପୂର୍ବରୁ ଅମିତାଭ ବଚ୍ଚନ ଅନ୍ଧେରୀର ତାଙ୍କର ଫ୍ଲାଟକୁ ୮୩ କୋଟି…

କିଏ ଏହି କାର୍ଲା ସୋଫିଆ? ଓସ୍କାରରେ ପ୍ରଥମ ଟ୍ରାନ୍ସଜେଣ୍ଡର ଅଭିନେତ୍ରୀ…

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ଼ ଓସ୍କାର ପୁରସ୍କାର ପାଇଁ ନୋମିନେସନ ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରଶଂସକମାନେ ଓସ୍କାର ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏବେ ୨୩ ଜାନୁଆରୀରେ ନାମାଙ୍କନ ଘୋଷଣା ହୋଇଛି । ଏଥିରେ ପ୍ରଥମ ଟ୍ରାନ୍ସ ଜେଣ୍ଡର ଅଭିନେତ୍ରୀ ଭାବେ ନୋମିନେଟ…

ରିଲିଜ ପୂର୍ବରୁ ବିବାଦ ମଧ୍ୟରେ ବିକିଙ୍କ “ଛାବା”

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ଛାବା' । ଫିଲ୍ମ "ଛାବା" ୧୪ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ ଥିବା ବେଳେ ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ…

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବଢିଲା ଅଡୁଆ; ଏଫଆଇଆର ରୁଜୁ ନେଇ ଆଦେଶ ଦେଲେ କୋର୍ଟ

ଗାଜିଆବାଦ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଯୁଟ୍ୟୁର ଏଲଭିଶ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ନିକଟରେ, ଗାଜିଆବାଦ କୋର୍ଟ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଉପରେ ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ ଫର୍ ଆନିମଲ୍ସ (ପିଏଫଏ)ର ସଦସ୍ୟ ସୌରଭ…