Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାପର ବାଦଶାହଙ୍କ ବଢିଲା ଅଡୁଆ: ଗାୟକଙ୍କ ବିରୋଧରେ ଏତଲା

ମୁମ୍ବାଇ: ରାପର ବାଦଶାହଙ୍କ ବଢିଲା ଅଡୁଆ। ଲୋକପ୍ରିୟ ରାପର ତଥା ଗାୟକ ବାଦଶାହଙ୍କ ବିରୋଧରେ ଏତଲା। ଆଇନଗତ ଚୁକ୍ତିନାମାକୁ ସମ୍ମାନ ନକରିବା ଅଭିଯୋଗରେ ଏକ ମିଡିଆ କମ୍ପାନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। କମ୍ପାନୀ ଦାବି କରିଛି ଯେ 'ବାବଲା' ନାମକ ଟ୍ରାକର ନିର୍ମାଣ ଏବଂ ପଦୋନ୍ନତି ସହ…

ଥିଏଟରରେ ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’

ମୁମ୍ବାଇ: ଆଜି ଥିଏଟରକୁ ଆସୁଛି ଏକତା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଫିଲ୍ମର କାହାଣୀ ୨୦୦୨ ମସିହାର ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମେସି, ରାଶି ଖନ୍ନା ଓ ରିଦ୍ଧି ଡୋଗରା। ସେହି ଅଗ୍ନିକାଣ୍ଡର ବାସ୍ତବତାକୁ…

ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ଜାଣନ୍ତୁ କିଏ ପାଇଲା କେଉଁ ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଏକାଥରକେ ତିନି ବର୍ଷ ଯଥା, ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର । ୨୦୨୦ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିଶ୍ୱନାଥ ପଟ୍ଟନାୟକଙ୍କ ଫିଲ୍ମ ‘ସହିଦ୍‌ ରଘୁ ସର୍ଦ୍ଦାର’କୁ ମନୋନିତ…

ପଞ୍ଜାବୀ ଗାୟକ ଦଲଜିତ ଦୋସାଞ୍ଜଙ୍କୁ ନୋଟିସ୍

ହାଇଦ୍ରାବାଦ: ପଞ୍ଜାବୀ ଗାୟକ ଦଲଜିତ ଦୋସାଞ୍ଜ ବର୍ତ୍ତମାନ ଦିଲ-ଲୁମିନାଟି ଟୁରର ଭାରତ ଗସ୍ତରେ ଅଛନ୍ତି। ଏହାରି ମଧ୍ୟରେ ହାଇଦ୍ରାବାଦ କନସର୍ଟ ନଭେମ୍ବର ୧୫ରେ ହେବାକୁ ଥିବାବେଳେ ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇଦ୍ରାବାଦରେ ହେବାକୁ ଥିବା ଲାଇଭ୍ ସୋରେ 'ପଟିଆଲା ପେଗ୍' ସମେତ କିଛି ଗୀତ…

କାହିଁକି ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ଟାଇଟଲ?

ମୁମ୍ଵାଇ: ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ 'ଲାପତା ଲେଡିଜ୍'ର ନାଁ। ଅମୀର ଖାନ ଏବଂ କିରଣ ରାଓଙ୍କ ପ୍ରଶଂସିତ ଚଳଚ୍ଚିତ୍ର ଲାପତା ଲେଡିଜ୍ ର ଟାଇଟଲ ପରିବର୍ତ୍ତନ ହୋଇଛି। 'ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ' କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ଆୱାର୍ଡ…

ଦୀପିକା-ରଣବୀରଙ୍କ ବିବାହକୁ ପୁରିଲା ୬ ବର୍ଷ, ଭିନ୍ନ ଅନ୍ଦାଜରେ ପାଳନ କରୁଛନ୍ତି ଦମ୍ପତ୍ତି

ମୁମ୍ବାଇ: ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଆଜି ତାଙ୍କର ଷଷ୍ଠ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ନଭେମ୍ବର ୧୪, ୨୦୧୮ରେ ବିବାହ କରିଥିବା ଏହି ବଲିଉଡ ଦମ୍ପତି ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହି ବିଶେଷ ଅବସରରେ ରଣବୀର ସିଂ ତାଙ୍କ ପତ୍ନୀ ଦୀପିକାଙ୍କ କିଛି ଅନସିନ ଫଟୋ…

ଗୁଜୁରାଟରେ ଚତୁର୍ଥ ଶୋ’ କରିବ କୋଲ୍ଡପ୍ଲେ

ଅହମ୍ମଦାବାଦ: ବିଶ୍ୱର ଲୋକପ୍ରିୟ ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲ୍ଡପ୍ଲେ ଏହାର 'ମ୍ୟୁଜିକ୍ ଅଫ୍ ଦି ସ୍ପିୟର୍ସ ୱାର୍ଲ୍ଡ ଟୁର'ର ଅଂଶ ଭାବରେ ଗୁଜୁରାଟର ଅହମ୍ମଦାବାଦରେ ଏହାର ଚତୁର୍ଥ କନ୍ସର୍ଟ ତାରିଖ ଘୋଷଣା କରିଛି। ଏହି ଶୋ’ ଜାନୁଆରୀ ୨୫, ୨୦୨୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।…

ବିଜେପିର ନିର୍ବାଚନୀ ରାଲିରେ ମିଥୁନଙ୍କ ପର୍ସ ଚୋରି

ଧାନବାଦ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ସୂଚନା ଅନୁଯାୟୀ, ସେ ଧନବାଦ୍ ଜିଲ୍ଲାର ନିର୍ସା ବିଧାନସଭାରୁ ବିଜେପି ପ୍ରାର୍ଥୀ ଅପର୍ନା ସେନ୍ ଗୁପ୍ତାଙ୍କ ପାଇଁ ପ୍ରଚାର କରିବାକୁ…

ଫିଲ୍ମ ‘ପୁଷ୍ପା’ ପାଇଁ ଅଲୁ ଅର୍ଜୁନ ନୁହଁ, ବରଂ ଏହି ଅଭିନେତା ଥିଲେ ପ୍ରଥମ ପସନ୍ଦ…

ହାଇଦ୍ରାବାଦ: ପୁଷ୍ପା ୨ ରିଲିଜ୍ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଡିସେମ୍ବର ୫ରେ ରିଲିଜ ହେବାକୁ ଯାଉଛି । ନଭେମ୍ବର ୧୭ରେ ଫିଲ୍ମର ଟ୍ରେଲର ରିଲିଜ ହେବାର ସମ୍ଭାବନା ଅଛି । ଫିଲ୍ମଟି ବକ୍ସ ଅଫିସରେ ବମ୍ପର ରୋଜଗାର କରିବ ବୋଲି ଆଶା କରାଯାଉଛି । ଏହାର…

କିଙ୍ଗଖାନଙ୍କୁ ଧମକ: ଅଭିଯୁକ୍ତ ଗିରଫ

ମୁମ୍ବାଇ: ଗତ କିଛି ଦିନ ତଳେ କିଙ୍ଗଖାନ ତଥା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା l ଏପରିକି ତାଙ୍କ ଘରର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିଲା । ସେବେଠାରୁ ମୁମ୍ବାଇ ପୋଲିସ କରୁଥିବା ବେଳେ ଏହି ମାମଲାରେ ଏବେ ଦୃଢ…