Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହି ଅବସରରେ ସୁଭଦ୍ରା ଯୋଜନାକୁ ନେଇ ବଜେଟ୍ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥର ବଜେଟ୍ ରେ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ କରାଯାଇଥିବା…

ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ; ୪ ଲେନ୍ ହେବ ସବୁ ରାଜ୍ୟ ରାଜପଥ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୋମବାର ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ରାଜ୍ୟରେ ପରିବହନ ବ୍ୟବସ୍ଥା ଉପରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଥିବା ସମସ୍ତ ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍‌ ବିଶିଷ୍ଟ କରାଯିବ । ଏହା ସହିତ ନୂଆ କରି ୩ ହଜାର…

ରାଜ୍ୟ ବଜେଟ୍‌ ୨୦୨୫-୨୬: ହୀରାକୁଦ ଡ୍ୟାମ୍‌ ନବୀକରଣ ପାଇଁ ୮୫୦ କୋଟି

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସୋମବାର ବିଧାନସଭାରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ବଜେଟରେ ୨ ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି । ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ବ୍ୟୟ ଅଟକଳ…

ବଢିଲା ଇଗ୍ନୋ ନାମଲେଖା ଅବଧି

ଭୁବନେଶ୍ଵର: ବଢିଲା ଇଗ୍ନୋ ନାମଲେଖା ଅବଧି । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଗ୍ନୋ କର୍ତ୍ତୃପକ୍ଷ ଇଗ୍ନୋ ନାମଲେଖା ଅବଧିକୁ ଫେବୃଆରୀ ୨୮କୁ ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗ୍ରହୀ ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର…

ସମଗ୍ର ରାଜ୍ୟରୁ ନୂଆ ଥାନା ଏବଂ ଫାଣ୍ଡି ପ୍ରତିଷ୍ଠା ପାଇଁ ୨୭ଟି ପ୍ରସ୍ତାବ ଆସିଛି: ମନ୍ତ୍ରୀ

ଭୁବନେଶ୍ବର: ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ଟି ପ୍ରସ୍ତାବ ଆସିଛି ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ ବିଭାଗ ତା ଉପରେ ନିଷ୍ପତ୍ତି ନେବ । ଯେଉଁ ଯେଉଁ ସ୍ଥାନରେ ସମ୍ଭାବନା ଅଛି ଥାନା ଏବଂ ଫାଣ୍ଡି ନିର୍ମାଣ ପାଇଁ ସେଗୁଡ଼ିକ ଉପରେ ବିଭାଗ ବିଚାର କରିବ…

୧୨ ହସ୍ପିଟାଲରରେ ନାହିଁ ଆଇସିୟୁ ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏପରିକି ରାଜ୍ୟର ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ରାଉରକେଲାରେ ଆଇସିୟୁ ନିମାଣାଧୀନ ରହିଛି । ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆଇସିୟୁ…

ମୋ ବସ୍‌ ଦୁର୍ଘଟଣା: ଝିଅ ପରେ ମାଆର ମୃତ୍ୟୁ

ଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଝିଅ ପରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ଆଜି ମୃତ୍ୟୁ ଘଟିଛି। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ…

ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଆଜି ସକାଳୁ ସକାଳୁ ଏନକାଉଣ୍ଟର ହୋଇଛି। ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର ହୋଇଛି। ଭୋର୍‌ରେ ଲୁଟ୍ ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର କରିଛି। ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି। ସୂଚନା ଅନୁସାରେ…

ଭୁବନେଶ୍ୱର ରାସ୍ତାରେ ରୋଡ ରୋମିଓଙ୍କ ଉତ୍ପାତ, ସିସିଟିଭିରେ କଏଦ ହେଲା ଅସଦାଚରଣ ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ରୋଡ଼ ରୋମିଓଙ୍କ ଉତ୍ପାତ । କର୍ମଜୀବୀ ଯୁବତୀଙ୍କୁ ରାସ୍ତାରେ ଅସଦାଚରଣ କରିତିବା ଆସିଲା ଅଭିଯୋଗ। ସିସିଟିଭିରେ କଏଦ ହେଲା ଅସଦାଚରଣ ଦୃଶ୍ୟ ! ସକାଳୁ ଅଫିସ ଯାଉଥିବା ବେଳେ ଯୁବକ ଜଣଙ୍କ ଅସଦାଚରଣ କରିଥିଲେ। ଓଢଣୀ ଟାଣିବା ସହ ଟଣା ଓଟରା କରୁଥିବା ନେଇ…

୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ: ମୁଣ୍ଡପିଛା ଆୟ ହିସାବରେ ଓଡିଶାର ସ୍ଥାନ ଏକାଦଶ

ଭୁବନେଶ୍ୱର: ସୋମବାର ବିଧାନସଭାରେ ୨୦୨୫-୨୬ ବର୍ଷ ନିମନ୍ତେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ ଗୃହରେ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୧୦ ପ୍ରତିଶତ ବଢି ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଯାହା…