Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କ’ଣ କରିବେ ଅମର ଶତପଥୀ?

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର…

ସଂଶୋଧନ ହେବ ରେରା ଆଇନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ସଂଶୋଧନ ହେବ ରେରା ଆଇନ l ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି l ତେଣୁ ରେରା ଆଇନରେ ସଂଶୋଧନର ଆବଶ୍ୟକ ହେଉଛି l ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ l ଆଲୋଚନା…

ମା’ଙ୍କୁ ବିଦାୟ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି: ଜାଣନ୍ତୁ କେଉଁଠି ରହିଛି ଟ୍ରାଫିକ୍ କଟକଣା…

ଭୁବନେଶ୍ବର: ଆଜି ମେଲାଣି ନେବେ ଜଗତ ଜନନୀ ମା' ଦୁର୍ଗା । ୯ ଦିନ ଧରି ମଣ୍ଡପରେ ଭକ୍ତଙ୍କୁ ନିଜର ଦୁର୍ଲଭ ରୂପର ଦର୍ଶନ କରାଇବା ପରେ ଆଜି ବିଦାୟ ନେବେ ମା’ ଦୁର୍ଗତୀନାଶିନୀ । ମା’ଙ୍କୁ ମେଲାଣି ଦେବାରେ ମନରେ ଯେତିକି ଦୁଃଖ ରହିଛି, ବିଦାୟ ନେଲେ ପୁଣି ଆର ବରଷକୁ ମା’ ଆସିବେ ତା’ର ଉତ୍କଣ୍ଠା…

ଅଗଷ୍ଟ ୧୪ରେ ଚନ୍ଦ୍ର ପଛରେ ଲୁଚିବ ଶନି 

ଭୁବନେଶ୍ବର: ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚିରହିବ । ଆକାଶ ମେଘମୁକ୍ତ ରହିଲେ ଭାରତ ତଥା ଓଡିଶାର ସବୁ ଅଞ୍ଚଳରୁ ଅଗଷ୍ଟ ୧୪…

ଜାଣନ୍ତୁ, ଭୁବନେଶ୍ବରରେ ଆଜି ରାବଣ ପୋଡ଼ି ଦେଖିବାକୁ କେଉଁଠାକୁ ଯିବେ……

ଭୁବନେଶ୍ବର: ଆଜି ଦଶହରା। ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ରାବଣ ପୋଡି ଅନୁଷ୍ଠିତ ହେବ । ଏଥିପାଇଁ ଭୁବନେଶ୍ବରର…

ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର: ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ…

ପୂଜା ମଣ୍ଡପ ପାଖ ଖାଦ୍ୟ ଷ୍ଟଲରେ ବିଏମସିର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ସ୍ଥାନର ପୂଜା ପେଣ୍ଡାଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏନେଇ ପୂଜା ପେଣ୍ଡାଲ ନିକଟରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଗୁଡିକ ମଧ୍ୟ ପଡିଛି । ହେଲେ ସେହି ଷ୍ଟଲ ଗୁଡିକରେ ମିଳୁଥିବା ଖାଦ୍ୟ ଗୁଡିକ କେତେ ସ୍ବାସ୍ଥ୍ୟକର ସେନେଇ ତାର ମାନ ଯାଞ୍ଚ କରିବାକୁ ଆଜି…

‘ଅପରେସନ ତ୍ରିଭୁଜ’: କମିଶନରେଟ ପୋଲିସର ନିଆରା ପ୍ରୟାସ

ଭୁବନେଶ୍ବର: ମଣ୍ଡପେ ପୂଜା ପାଉଛନ୍ତି ମା’ ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ସହର । ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ମୁଖ୍ୟତଃ ସନ୍ଧ୍ୟା ପରଠାରୁ ଜାମ୍ ହେଉଛି ଟ୍ରାଫିକ୍ । ଯାହାକୁ ଦୃଷ୍ଟିରେ ରଖି ପୂରା ସଜାଗ ରହିଛି…

ପୂଜାରେ ଆକର୍ଷିତ କରୁଛି ଦ୍ବୈତ ନଗରୀ: ୭ କୋଟିରେ ପହଞ୍ଚିଲା ବଜେଟ୍

ଭୁବନେଶ୍ବର: ଭଳିକି ଭଳିକି ତୋରଣ, ସୁନା ରୂପାରେ ଆଚ୍ଛାଦିତ ମେଢ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକୀକରଣ ଏବେ ଦ୍ବୈତ ନଗରୀକୁ ଆହୁରି ଆକର୍ଷିତ କରିଛି । ମା’ଙ୍କ ଆଗମନରେ ସତେ ଯେପରି ନାଚି ଉଠୁଛି ଧରା । ଯେଉଁ ଆଡକୁ ଚାହିଁଲେ ଆଖି ଝଲସିଯିବ । ତେବେ ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପ କମିଟି…

ଆଜିଠୁ ୩ ଦିନ ପାଇଁ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ…