Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆଜିଠୁ ୩ ଦିନ ପାଇଁ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ…

ମା’ ଦୁର୍ଗାଙ୍କ ଶରଣରେ ମୋହନ, ନବୀନ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ଜମୁଛି ପୂଜା ବଜାର। ଏହାରି ଭିତରେ ଆଜି ମହାଅଷ୍ଟମୀରେ ଭୁବନେଶ୍ଵରରେ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ଵରର ଓଲ୍ଡ ଟାଉନ ସ୍ଥିତ ପାଟଣା ସାହି ପୂଜା ପେଣ୍ଡାଲ ବୁଲି ଦେଖିଛନ୍ତି। ଏହାପରେ ରସୁଲଗଡ, ନୟାପଲ୍ଲୀ,…

ରାଜଧାନୀରେ ପର୍ଯ୍ୟଟକଙ୍କ ମନମୋହୁଛି ଦୁବାଇର ମିରାକଲ୍ ଗାର୍ଡେନ

ଭୁବନେଶ୍ଵର: ମଣ୍ଡପେ ବିରାଜମାନ କରିଛି ମାଆ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱରରୁ ପୁରପଲ୍ଲୀର କୋଣ ଅନୁକୋଣ । ଆଜି ଶାରଦୀୟ ଦୁର୍ଗାପୂଜାରେ ପୀଠରେ ମହାନବମୀ ଚାଲିଥିବା ବେଳେ ମଣ୍ଡପମାନଙ୍କରେ ମୁଣ୍ମୟୀ ଦେବୀ ପ୍ରତିମାଙ୍କର ମହାଷ୍ଟମୀ ଚାଲିଛି । ବେଦମନ୍ତ୍ରରେ ପ୍ରକମ୍ପିତ ହେଇଛି…

‘ଭଡାରେ ଲାଗିଥିବା ରାଜୀବ ଆବାସ ଯୋଜନା ଘର ଲାଇସେନ୍ସ ହେବ ବାତିଲ’

ଭୁବନେଶ୍ୱର: ଦୀର୍ଘ ଦିନ ଧରି ରାଜୀବ ଆବାସ ଯୋଜନରେ ନିଜ ଘର ଥିବା ସତ୍ତ୍ବେ ନିଜକୁ ଭୂମିହୀନ, ଗୃହହୀନ ଓ ଗରିବ କହିବା ପଡିଲା ମହଙ୍ଗା । ୨୫୦ ବେଆଇନ ହିତାଧିକାରୀଙ୍କୁ ଠାବ କରିଛି ବିଏମସିର ଏକାଧିକ ଟିମ୍ । ରାଜଧାନୀର ୮ଟି ସ୍ଥାନରେ ରେଡ୍ କରି ଏମାନଙ୍କୁ ଚିହ୍ନଟ କରିଛି ଏହି ଟିମ୍ । ତେଣୁ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଗତ ନିର୍ବାଚନରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ । ଗତ ନିର୍ବାଚନରେ କଟକ-ବାରବାଟୀରୁ ସେ ପ୍ରାର୍ଥୀ ହୋଇଥିଲେ…

ବିଜେଡିରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ବିଜେଡି ଭିତରେ କୁହୁଳୁଛି ଅସନ୍ତୋଷ। ବଡ଼ଚଣାରୁ କଟକ, ଜଳଜଳ ଦିଶୁଛି ଫାଟ । କେଉଁଠି ନେତା ଖୋଲାଖୋଲି ଇଙ୍ଗିତ କଲେଣି ତ ବରିଷ୍ଠ ନେତା ଦଳର କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେଣି। ଅକ୍ଟୋବର ୨ରୁ ବିଜେଡି ସାରା ରାଜ୍ୟରେ ଜନସଂପର୍କ ପଦଯାତ୍ରା କରିଥିବା ବେଳେ ନିଜ ଦଳର ନେତାଙ୍କ…

ମଣ୍ଡପେ ମା’ ଦଶଭୁଜା: ଦୃଷ୍ଟି ଆକର୍ଷଣ କରୁଛି ତୋରଣ ସାଙ୍ଗକୁ ମେଢ ସଜା

ଭୁବନେଶ୍ବର: ମଣ୍ଡପେ ବିରାଜିତ ହୋଇଛନ୍ତି ମା ଦଶଭୂଜା । ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି। ମା’ଙ୍କର ଚକ୍ଷୁଦାନ ନୀତି ସମ୍ପର୍ଣ୍ଣ ହୋଇଛି । ମା’ ଆଖି ପଡିବା ମାତ୍ରେ ଧରାପୃଷ୍ଠରୁ ନାଶ ହୋଇଛି ସବୁ ପାପ । ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର ।…

ପୁଣି ସାଲିଆ ସାହିରେ ଠାବ ହେଲା ଶହ ଶହ ମଦ ପୋଚ

ଭୁବନେଶ୍ବର: ପୁଣି ସାଲିଆ ସାହିରେ ଶହ ଶହ ଲିଟର ଦେଶୀ ମଦ ଠାବ କଲା ଅବକାରୀ ବିଭାଗ । ସାଲିଆସାହି ନୀଳଚକ୍ର ନଗରରେ ଆଜି ଅବକାରୀ ବିଭାଗର ରେଡ୍‌ ପରେ ପାଖାପାଖି ୫ ହଜାର ଲିଟର ପୋଚ ନଷ୍ଟ କରିବା ସହିତ ଦେଶୀ ମଦ ଜବତ  ହୋଇଛି । ଏଥିସହିତ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ଦୁର୍ଗା ପୂଜା ଅବସରରେ ରାଜ୍ୟବାସୀଙ୍କୁ ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମାତୃଶକ୍ତି ଆରାଧନାର ଏ ମହାନ ପର୍ବ ଆମ ଆଧ୍ୟାତ୍ମିକ ସଂସ୍କୃତିକୁ ଗରୀୟାନ କରିଛି। ଆଦ୍ୟାଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଓ…

ବନ୍ଧା ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗିରଫ ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ରମେଶଚନ୍ଦ୍ର…