Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କେନ୍ଦ୍ରକୁ ସୁପ୍ରିମ ଛାଟ…ଓଡିଶା ହେବ ମାଲେମାଲ

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଆଉ ଫାଙ୍କି ପାରିବନି କେନ୍ଦ୍ର । ଖଣିଜ ସଂପଦରେ ଭରପୂର ଓଡିଶା ହେବ ମାଲେମାଲ୍। ପୂର୍ବରୁ ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ସେସରୁ କେନ୍ଦ୍ର ବିପୁଳ ଲାଭ ପାଉଥିବା ବେଳେ ରାଜ୍ୟ କାଣି କଉଡିଟିଏ ବି ପାଉନଥିଲେ। ହେଲେ ଏବେ ସର୍ବୋଚ୍ଚ କୋର୍ଟଙ୍କ…

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ…

ଦୁର୍ଗାପୂଜା ପାଇଁ ଆସନ୍ତାକାଲିଠୁ ଟୁଇନ ସିଟିରେ ଟ୍ରାଫିକ କଟକଣା

ଭୁବନେଶ୍ଵର: ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେଲା ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୪ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହୋଇଛି । ୧୨ଟି ରୁଟ୍‌ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏନେଇ ବିଜ୍ଞପ୍ତି ଜାରି କରିଛି…

ଇତିହାସ ରଚିବ ସୁଭଦ୍ରା: ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ପ୍ରତ୍ୟେକ ଦିନ ୩୦ ହଜାର ମହିଳା ଏହି ଯୋଜନାରେ ଯୋଡ଼ି ହେଉଛନ୍ତି । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ରାଜଧାନୀରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର: ଦଶହରା ପାଇଁ ରାଜଧାନୀରେ ଫ୍ଲାଗ ମାର୍ଚ୍ଚ। ପୂଜା ପେଣ୍ଡାଲ ଓ ପୂଜା ମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ଫ୍ଲାଗ ମାର୍ଚ୍ଚ। ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ଓ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା।…

ଆନ୍ଦୋଳନରୁ ଓହରିଲେ ଆର. ଆଇ, ଅମୀନ ଓ  ଆଇସିଡିଏସ  ପରୀକ୍ଷାର୍ଥୀ; କାଲି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ଆନ୍ଦୋଳନରୁ ହଟିଛନ୍ତି ଆର ଆଇ, ଏ ଆର ଆଇ, ଅମୀନ ଓ  ଆଇସିଡିଏସ  ପରୀକ୍ଷାର୍ଥୀ। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି। ମଙ୍ଗଳବାର ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବ। ପ୍ରକାଶଥାଉକି, ଆର ଆଇ, ଏ ଆର ଆଇ, ଅମୀନ ଓ  ଆଇସିଡିଏସ ଆଦି…

ଚକଧର ଜଳସେଚନ ପ୍ରକଳ୍ପକୁ ରାଜନୈତିକ ରୂପ ଦିଆଯାଉଛି: ସତ୍ୟବ୍ରତ ପଣ୍ଡା 

ଭୁବନେଶ୍ୱର: ଚକଧର ଜଳସେଚନ ପ୍ରକଳ୍ପକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ।  ଏନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ  ଜାଣିଶୁଣି ସୃଷ୍ଟି କରାଯାଉଛି ଅଶାନ୍ତି । ସମ୍ବେଦନଶୀଳ ସମସ୍ୟାକୁ ବିରୋଧୀ ଦଳ ରାଜନୈତିକ ରଙ୍ଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ…

ବିଜେପି ସରକାର କପି ପେଷ୍ଟ ସରକାର: ବିଜେଡ଼ି

ଭୁବନେଶ୍ୱର: ବିଜେପି ସରକାର କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଯୋଜନା ଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି। ଏମିତି କିଛି ଅଭିଯୋଗ କରିଛି ବିଜେଡି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ…

ଆସନ୍ତାକାଲି ଓୟୁଟିଆର ପାଳିବ ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର୍) ଆସନ୍ତାକାଲି ପାଳନ କରିବ ତୃତୀୟ ପ୍ରତିଷ୍ଠା ଦିବସ । ବିଶ୍ଵବିଦ୍ୟାଳୟ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି । ଏହି ଅବସରରେ କୃତୀ ଅଧ୍ୟାପକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ । ନୂତନ…

ସର୍ବୋଚ୍ଚ ରେକର୍ଡ କଲା ସୁନା ଦର, ଚିନ୍ତାରେ ଗ୍ରାହକ

ଭୁବନେଶ୍ବର: ଚାଲିଛି ପାର୍ବଣର ଋତୁ । ଏହାରି ଭିତରେ ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର । ଆଜି ସୁନାର ଦାମ ସର୍ବୋଚ୍ଚ ରେକର୍ଡ କରିଛି । ଆହୁରି ୨୫୦ ଟଙ୍କା ବଢିଛି । ଯାହାକୁ ମିଶାଇ ୧୦ ଗ୍ରାମ ସୁନାର ଦାମ ୭୮ ହାଜର ୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗ୍ରାହକଙ୍କ ମୁଣ୍ଡ ବିନ୍ଧାର ବିଷୟ…