Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବଢୁଛି ଡେଙ୍ଗୁ: ଦିନକେ ୫୦ ପାର୍, ରାଜଧାନୀରେ ରୋଗୀ ସଂଖ୍ୟା ୧୦୦୬

ଭୁବନେଶ୍ୱର: ରାଜଧାନୀକୁ ଡରାଇଲାଣି ଡେଙ୍ଗୁ। ଦିନକରେ ୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଭୟଭୀତ ରାଜଧାନୀବାସୀ। ପ୍ରତି ଗଳିକନ୍ଦିରେ ଡେଙ୍ଗୁ ମଶାର ରାଜୁତି ବଢିଚାଲିଛି। ମଶା କାମୁଡାରେ ପଟିଆଠାରୁ ଆରମ୍ଭ କରି ଖଣ୍ଡଗିରି ଏବଂ ନୟାପଲ୍ଲୀଠାରୁ ସହିଦନଗର ସବୁଠି ଲୋକେ କଲବଲ। ସେହିପରି…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଅଛି, ଶାନ୍ତି ବଜାୟ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜବାବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀଦଳ ନେତା ପ୍ରଶ୍ନ କରି ଉତ୍ତର ଶୁଣିବାକୁ ଗୃହରେ ଉପସ୍ଥିତ ନାହାନ୍ତି । ବୋଧହୁଏ ତାଙ୍କର ବିଧାନସଭାଠୁ ଅନ୍ୟକିଛି…

ଆସନ୍ତା କାଲିଠୁ ‘ସୁଭଦ୍ରା‘ ପଞ୍ଜୀକରଣ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି

ଭୁବନେଶ୍ଵର: ଆସନ୍ତା କାଲିଠୁ ‘ସୁଭଦ୍ରା‘ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ସୁଭଦ୍ରା ଫର୍ମ ମିଳିବ । ଏଥିସହ ମୋ ସେବା…

ବଢିଲା ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାର ଅବଧି

ଭୁବନେଶ୍ଵର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ…

ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ…

ମୋହନ ସରକାରକୁ ବିରୋଧି ନେତାଙ୍କ ଟାର୍ଗେଟ୍‌

ଭୁବନେଶ୍ଵର: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ନେତା । ବାଲେଶ୍ବର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ବିରୋଧ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏଥିସହ ରଥଯାତ୍ରା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା ଘଟଣା, ଚିକିଟି…

ଭୁବନେଶ୍ବର ମେୟରଙ୍କୁ ଅସମ୍ମାନ !

ଭୁବନେଶ୍ବର: ନିମନ୍ତ୍ରଣ କଲେ, ବସିବାକୁ ଚେୟାର ଦେଲେନି । ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ବିଜେପି ସରକାର ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମକୁ ମେୟରଙ୍କୁ ନିମନ୍ତ୍ରଣ କରି ଚେୟାର ଦିଆଯାଇନଥିବା ସୁଲୋଚନା ଦାସ କହିଛନ୍ତି ।…

ପୁଣି ବିଚ୍ ସାକ୍ସ ପୁଣି ବିବାଦ !

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନୀତି। ଗଞ୍ଜାମ ମଦମୃତ୍ୟୁ ମାମଲାରେ ବ୍ୟାକଫୁଟକୁ ଯାଇଥିବା ବିଜେପି ସରକାର ନୂଆ ଅବକାରୀ ନୀତି ଲାଗୁ କରି ନିଜ ଇମେଜ୍ ସଫା କରିବାକୁ ଉଦ୍ୟମ କରିଛନ୍ତି । ନୂଆ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବନି ।…

ହରିଦାସପୁର- ପାରାଦ୍ବୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ

ଭୁବନେଶ୍ୱର: ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍‌ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ l ଏନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବୈଜୟନ୍ତ l ବୈଜୟନ୍ତଙ୍କ ଉଦ୍ୟମରେ ହରିଦାସପୁର-ପାରାଦୀପ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ହୋଇଥିଲା l ଦୀର୍ଘବର୍ଷରୁ…

ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ; ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ । ଫଳରେ ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟରାତିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ…