Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ବୋଲି ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଲେ ପ୍ରବୀର ପଟ୍ଟନାୟକ

ଭୁବନେଶ୍ବର: ସମଗ୍ର ବିଶ୍ବରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ବୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନକୁ ନେଇ ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଛନ୍ତି ଓଡ଼ିଶାର ବିଶିଷ୍ଟ ଗବେଷକ ପ୍ରବୀର ପଟ୍ଟନାୟକ । ହେଲେ ବିଭିନ୍ନ ତଥ୍ୟ ଓ ପ୍ରମାଣ ସହ ଏକ ବ୍ୟାଖ୍ୟାନ ରଖି ସେ…

ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ l ଏନେଇ ଗୃହରେ ସୂଚନା ଦେଇଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ମନ୍ତ୍ରୀଙ୍କ କହିବାନୁସାରେ, କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ଼ରେ ୨୦୨୦ ଶିଳ୍ପ ବନ୍ଦ ପଡିଛି l ସେହିପରି ଖୋର୍ଦ୍ଧାରେ ୧୫୦୪…

ସାବଧାନ୍ ମଣିଷ ଦେହରେ ବାର୍ଡ ଫ୍ଲୁ!

ଭୁବନେଶ୍ବର: ବାର୍ଡ ଫ୍ଲୁ ବଢାଇଲା ଚିନ୍ତା । ମଣିଷ ଦେହରେ ବାର୍ଡ ଫ୍ଲୁ ! ପୁରୀ ଜିଲ୍ଲା ମଙ୍ଗଳପୁର ସିଏଚସିରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଜଣାପଡିଛି। ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ରିପୋର୍ଟ ଆସିବା ପାଇଁ…

କାହିଁକି ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ମନା?

ଭୁବନେଶ୍ବର: ଏଥର ବିଧାନସଭା ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନେଇ ଲାଗିଲା ରୋକ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଖବର ମୁତାବକ, ଆଜି ଗୃହ…

ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ମାଈ ହାତୀ 'ମାମା'ର ମୃତ୍ୟୁ ଘଟିଛି । ୭ ବର୍ଷର ହାତୀ ଛୁଆ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ଡିଏଫଓ । ତେବେ ହାର୍ପିସ୍‌‌ ଭୂତାଣୁ ଆକ୍ରାନ୍ତରେ 'ମାମା'ର ମୃତ୍ୟୁ ହୋଇଥିବା ସନ୍ଦେହ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି । ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି । ତେବେ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଆସିଥିବା ଅତିଥି ମାନେ ହେଲେ…

ସିଏଚଏସଇ ଅଧିକାରୀଙ୍କ ଘରେ ରେଡ୍, ୩ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଭୁବନେଶ୍ବରରେ ୨ଟି ଓ…

‘ଯୁବପିଢ଼ି ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ ହେଲେ ବିଲୁପ୍ତପ୍ରାୟ ଶସ୍ୟ ଗୁଡ଼ିକୁ ପୁନର୍ଜୀବିତ…

ଭୁବନେଶ୍ୱର: ଚଳିତ ନଭେମ୍ବର ୧୦ ତାରିଖରେ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଅନୁଷ୍ଠିତ ହେବ । ସେନେଇ ଆଜି ଏକ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହଜିଯାଉଥିବା…

ମହଙ୍ଗା ପଡିଲା ମହିଳାଙ୍କ ସହ ସଂପର୍କ, ଚାକିରିରୁ ବିଦା ହେଲେ ଏମ୍ସ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାରା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀ ବ୍ଲଡ଼ କ୍ୟାନ୍‌ସରରେ ଚିକିତ୍ସିତ ହେଉଥିବା ବେଳେ ଶାରିରୀକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏପରି ଏକ ସାଂଘାତିକ ଅଭିଯୋଗ ପରେ…

‘ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ ଜଳଧାରା-ପୋଖରୀ ଖନନ କରାଯିବ’

ଭୁବନେଶ୍ୱର: ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ ନୂତନ ଜଳଧାରା-କ୍ଷେତ ପୋଖରୀ ନିର୍ମାଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନସ୍ଥିତ ବୋର୍ଡରୁମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…