Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାରରେ ପହଞ୍ଚିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସି.ଇ.ଓ ଶ୍ରୀ ବି.ଭି.ଆର୍ ସୁବ୍ରମନିୟମ୍ ଙ୍କ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୀତି ଆୟୋଗ ସହଯୋଗରେ ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି…

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ

ଭୁବନେଶ୍ଵର: ଦଳ ଛାଡିବା ପରେ ବିଜେଡି ବିରୋଧରେ ମମତା ମହାନ୍ତଙ୍କ ବିସ୍ଫୋରକ ବୟାନ । ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ । ୪ରେ ତୁମ ହିସାବ କରାଯିବ ବୋଲି ମମତାଙ୍କୁ ବବି କହିଥିଲେ ବୋଲି କହିଛନ୍ତି ମମତା । ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ ଥିଲା,…

ପୁଣି ବଢିଲା ଆଳୁ ଦର, ବୈଠକ ଡାକିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆଳୁ ଦର ସାମାନ୍ୟ ଖସିଥିବା ବେଳେ ଏବେ ପୁଣି ଥରେ ବଢିଛି ଆଳୁ ଦର । ପୁଣୀ ଥରେ ଆଳୁ ଦର ବଢ଼ିବା ପରେ ଜରୁରୀ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ, ଖୁଚୁରା ବ୍ୟବସାୟୀଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ ।…

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଉକ୍ତ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ ଦଶମ…

ନବଘନ ପାଟ୍ଟଶାଣୀ ହତ୍ଯା ମାମଲା, ମୁଖ୍ୟ ଅଭିଯୁକ୍ତକୁ ବନ୍ଧିଲା ପୋଲିସ

ଭୁବନେଶ୍ୱର: ବରମୁଣ୍ଡା ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ହତ୍ୟା ମାମଲା l ୨ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ l ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କଲା ପୋଲିସ l ଏଥିସହ ମୃତଦେହ ନେଇଥିବା ଇନୋଭା କାର୍‌କୁ ଜବତ କଲା ପୋଲିସ l ଟଙ୍କା କାରବାରକୁ ନେଇ ନବଘନକୁ ହତ୍ୟା…

ବିଜେଡିକୁ ‘ନୀଳଗିରି’ ଟେନସନ୍

ଭୁବନେଶ୍ବର: ନିର୍ବାଚନ ବେଳେ ଦଳବଦଳର ସାଇଡ୍ ଇଫେକ୍ଟ । ବିଜେଡିକୁ ମହଙ୍ଗା ପଡିପାରେ ଟିକେଟ ନିଷ୍ପତ୍ତି। ଟଳମଳ ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ପଦ । ଅନାସ୍ଥା ପ୍ରସ୍ତାବ ଆଗତ କଲେ ଦଳୀୟ କାଉନସିଲର । ବାଲେଶ୍ବର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜନୀତି ନେଇଛି ନୂଆ ମୋଡ଼ ।…

ନବୀନଙ୍କ ନୂଆ କମିଟିରେ ବଡ଼ ସଂକେତ

ଭୁବନେଶ୍ବର: ନବୀନଙ୍କ ନୂଆ କମିଟିରେ ବିଜେଡି ରାଜନୀତିକୁ ନେଇ ବଡ ସଂକେତ । ମମତା ମହନ୍ତ ବିଜେଡି ଛାଡିବା ପରଠୁ ଦଳକୁ ଏକଜୁଟ୍ କରିବାକୁ ଦମ୍ ଲଗାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା ଓ ତଦାରଖ କରିବା ପାଇଁ ଗଠନ କରିଛନ୍ତି କମିଟି । ଦେବୀ…

ଖୋଲିବ କେଳେଙ୍କାରୀ ଗୁମର; ୨ ଦିନିଆ ରିମାଣ୍ଡରେ ଧୋକାବାଜ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ବର: ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ । ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଖୋଳତାଡ଼ ପରେ ଖୋଲିବ ରସିକିଆ ପ୍ରେମିକର ସମସ୍ତ ଗୁମର । ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ୫ ଜଣ ମହିଳାଙ୍କୁ ବିବାହ କରିଥିଲା ସତ୍ୟଜିତ । ଖାଲି ସେତିକି…

ନିଟ୍-ୟୁଜି ପେପର ଲିକ୍ ମାମଲା, ଭୁବନେଶ୍ବରରୁ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଭୁବନେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ। ଭୁବନେଶ୍ବରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ। ପ୍ରଶ୍ନପତ୍ର ବିତରଣରେ ସଂମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ।…

ଆଜିଠୁ ୯ ତାରିଖ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ହେବ। ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ରେ ଏହା ଲଘୁଚାପ ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ତେବେ ପାଣିପାଗ ବିଭାଗ ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା…