Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଅଗଷ୍ଟ ୧୪ରେ ଚନ୍ଦ୍ର ପଛରେ ଲୁଚିବ ଶନି 

ଭୁବନେଶ୍ବର: ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚିରହିବ । ଆକାଶ ମେଘମୁକ୍ତ ରହିଲେ ଭାରତ ତଥା ଓଡିଶାର ସବୁ ଅଞ୍ଚଳରୁ ଅଗଷ୍ଟ ୧୪…

ଜାଣନ୍ତୁ, ଭୁବନେଶ୍ବରରେ ଆଜି ରାବଣ ପୋଡ଼ି ଦେଖିବାକୁ କେଉଁଠାକୁ ଯିବେ……

ଭୁବନେଶ୍ବର: ଆଜି ଦଶହରା। ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ରାବଣ ପୋଡି ଅନୁଷ୍ଠିତ ହେବ । ଏଥିପାଇଁ ଭୁବନେଶ୍ବରର…

ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର: ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ…

ପୂଜା ମଣ୍ଡପ ପାଖ ଖାଦ୍ୟ ଷ୍ଟଲରେ ବିଏମସିର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ସ୍ଥାନର ପୂଜା ପେଣ୍ଡାଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏନେଇ ପୂଜା ପେଣ୍ଡାଲ ନିକଟରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଗୁଡିକ ମଧ୍ୟ ପଡିଛି । ହେଲେ ସେହି ଷ୍ଟଲ ଗୁଡିକରେ ମିଳୁଥିବା ଖାଦ୍ୟ ଗୁଡିକ କେତେ ସ୍ବାସ୍ଥ୍ୟକର ସେନେଇ ତାର ମାନ ଯାଞ୍ଚ କରିବାକୁ ଆଜି…

‘ଅପରେସନ ତ୍ରିଭୁଜ’: କମିଶନରେଟ ପୋଲିସର ନିଆରା ପ୍ରୟାସ

ଭୁବନେଶ୍ବର: ମଣ୍ଡପେ ପୂଜା ପାଉଛନ୍ତି ମା’ ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ସହର । ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ମୁଖ୍ୟତଃ ସନ୍ଧ୍ୟା ପରଠାରୁ ଜାମ୍ ହେଉଛି ଟ୍ରାଫିକ୍ । ଯାହାକୁ ଦୃଷ୍ଟିରେ ରଖି ପୂରା ସଜାଗ ରହିଛି…

ପୂଜାରେ ଆକର୍ଷିତ କରୁଛି ଦ୍ବୈତ ନଗରୀ: ୭ କୋଟିରେ ପହଞ୍ଚିଲା ବଜେଟ୍

ଭୁବନେଶ୍ବର: ଭଳିକି ଭଳିକି ତୋରଣ, ସୁନା ରୂପାରେ ଆଚ୍ଛାଦିତ ମେଢ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକୀକରଣ ଏବେ ଦ୍ବୈତ ନଗରୀକୁ ଆହୁରି ଆକର୍ଷିତ କରିଛି । ମା’ଙ୍କ ଆଗମନରେ ସତେ ଯେପରି ନାଚି ଉଠୁଛି ଧରା । ଯେଉଁ ଆଡକୁ ଚାହିଁଲେ ଆଖି ଝଲସିଯିବ । ତେବେ ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପ କମିଟି…

ଆଜିଠୁ ୩ ଦିନ ପାଇଁ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ…

ମା’ ଦୁର୍ଗାଙ୍କ ଶରଣରେ ମୋହନ, ନବୀନ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ଜମୁଛି ପୂଜା ବଜାର। ଏହାରି ଭିତରେ ଆଜି ମହାଅଷ୍ଟମୀରେ ଭୁବନେଶ୍ଵରରେ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ଵରର ଓଲ୍ଡ ଟାଉନ ସ୍ଥିତ ପାଟଣା ସାହି ପୂଜା ପେଣ୍ଡାଲ ବୁଲି ଦେଖିଛନ୍ତି। ଏହାପରେ ରସୁଲଗଡ, ନୟାପଲ୍ଲୀ,…

ରାଜଧାନୀରେ ପର୍ଯ୍ୟଟକଙ୍କ ମନମୋହୁଛି ଦୁବାଇର ମିରାକଲ୍ ଗାର୍ଡେନ

ଭୁବନେଶ୍ଵର: ମଣ୍ଡପେ ବିରାଜମାନ କରିଛି ମାଆ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱରରୁ ପୁରପଲ୍ଲୀର କୋଣ ଅନୁକୋଣ । ଆଜି ଶାରଦୀୟ ଦୁର୍ଗାପୂଜାରେ ପୀଠରେ ମହାନବମୀ ଚାଲିଥିବା ବେଳେ ମଣ୍ଡପମାନଙ୍କରେ ମୁଣ୍ମୟୀ ଦେବୀ ପ୍ରତିମାଙ୍କର ମହାଷ୍ଟମୀ ଚାଲିଛି । ବେଦମନ୍ତ୍ରରେ ପ୍ରକମ୍ପିତ ହେଇଛି…

‘ଭଡାରେ ଲାଗିଥିବା ରାଜୀବ ଆବାସ ଯୋଜନା ଘର ଲାଇସେନ୍ସ ହେବ ବାତିଲ’

ଭୁବନେଶ୍ୱର: ଦୀର୍ଘ ଦିନ ଧରି ରାଜୀବ ଆବାସ ଯୋଜନରେ ନିଜ ଘର ଥିବା ସତ୍ତ୍ବେ ନିଜକୁ ଭୂମିହୀନ, ଗୃହହୀନ ଓ ଗରିବ କହିବା ପଡିଲା ମହଙ୍ଗା । ୨୫୦ ବେଆଇନ ହିତାଧିକାରୀଙ୍କୁ ଠାବ କରିଛି ବିଏମସିର ଏକାଧିକ ଟିମ୍ । ରାଜଧାନୀର ୮ଟି ସ୍ଥାନରେ ରେଡ୍ କରି ଏମାନଙ୍କୁ ଚିହ୍ନଟ କରିଛି ଏହି ଟିମ୍ । ତେଣୁ…