Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସମ୍ବାଦ-ନବୀନ ସଂପର୍କ…କେବେ ଖଟା କେବେ ମିଠା

ଭୁବନେଶ୍ବର: ସମ୍ବାଦ ଗ୍ରୁପ ସହ ନବୀନଙ୍କ ସଂପର୍କରେ ଟୁଇଷ୍ଟ ! ଦିନେ ସମ୍ବାଦ ସଂପାଦକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିକୁ ପାଛୋଟି ନେଇଥିଲେ । ପରେ ସଂପାଦକୀୟକୁ ନେଇ ଦଳରୁ କଲେ ବିଦା। ଏବେ ପୁଣି ସଂପର୍କ ଟ୍ରାକକୁ ଫେରାଇବାକୁ ଉଦ୍ୟମ ! ସମ୍ବାଦ ଗ୍ରୁପ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼

ଭୁବନେଶ୍ୱର: ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼। ଗଣ୍ଡଗୋଳର ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ…

ଏହି ସ୍ଥାନରେ ମା’ ଦୁର୍ଗାଙ୍କ ପରିବର୍ତ୍ତେ ପୂଜା ପାଏ ମହିଷାସୁର

ଭୁବନେଶ୍ୱର: ଦୁର୍ଗା ପୂଜାରେ ସବୁ ସ୍ଥାନରେ ପୂଜା ପାଆନ୍ତି ମା' ଦୁର୍ଗା । ସାରା ଦେଶ ମା'ଙ୍କ ଆଗମନର ଉଲ୍ଲାସ ମନାଇଥାଏ । କିନ୍ତୁ ଆମ ଦେଶରେ କିଛି ସ୍ଥାନରେ ଦୁର୍ଗା ପୂଜା ଅବସରରେ ମା' ଦୁର୍ଗା ନୁହନ୍ତି, ବରଂ ଆସୁରରାଜ ମହିଷାସୁରକୁ ପୂଜା କରା ଯାଇଥାଏ । ଅସୁର ରାଜ ମହିଷାସୁରକୁ ଦେବୀ…

ନୂଆ ସ୍ପର୍ଶ ପାଇବ ରାଜ୍ୟର ମୁଖ୍ୟ ବିମାନ ବନ୍ଦର, ଖୁବ୍ ଶୀଘ୍ର ରନୱେ କ୍ୟାଟ୍‌ ଟୁ ଲାଇଟ୍

ଭୁବନେଶ୍ବର: ନୂଆ ସ୍ବର୍ଶ ପାଇବ ଭୁବନେଶ୍ବର ବିମାନ ବନ୍ଦର । ପୁରୁଣା ଟର୍ମିନାଲ ପାଖରେ ତିଆରି ହେବ ନୂଆ ଟର୍ମିନାଲ । ଭୁବନେଶ୍ବର ବିମାନ ବନ୍ଦରରେ ପରିଦର୍ଶନ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଏନେଇ କେନ୍ଦ୍ରମନ୍ତ୍ରୀ…

ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀ ମାନଙ୍କୁ ବୋନସ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ନିକଟରେ ଛତିଶଗଡ଼ ଗସ୍ତ କରିଥିଲେ । ସେଠାରେ କ୍ଷେତ୍ର ପରିଦର୍ଶନ ସହ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ, ଧାନ ସଂରକ୍ଷଣ ଏବଂ…

ପୂଜା ପେଣ୍ଡାଲରେ ଆଦୌ ବ୍ୟବହାର ହେବନି ପ୍ଲାଷ୍ଟିକ: ମେୟର

ଭୁବନେଶ୍ବର: ଆଜିଠୁ ପୀଠରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ, ମଣ୍ଡପ ଗୁଡିକରେ ପୂଜା ପାଇଁ ଜୋରଦାର ଚାଲିଛି ସାଜସଜ୍ଜା । କମିଟି ଅଧ୍ୟକ୍ଷ ମାନେ ନିଜ ମଣ୍ଡପକୁ ଆକର୍ଷଣୀୟ ଓ ମନୋରମ କରିବାକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇ ଚାଲିଛନ୍ତି । ଭୁବନେଶ୍ୱରରେ ଯେପରି ପୂଜା ଅବସରରେ…

ଓଡିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍ !

ଭୁବନେଶ୍ବର: ରାଜଭବନ ହୋଇଛି କି ପଲିଟିକାଲ୍ ହବ୍? ପାଲଟିଛି କି ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍? କାହିଁକି ବିଜେପି ନେତା ରାଜ୍ୟପାଳଙ୍କୁ ଭେଟୁଛନ୍ତି ? କାରଣ ବ୍ୟକ୍ତିଗତ ନା ରାଜନୈତିକ? ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିକୁ ଫେରିବା ଚର୍ଚ୍ଚା ଭିତରେ ଏଭଳି ପ୍ରଶ୍ନ ପଚାରିଛି…

ବବିଙ୍କ ବୟାନ…ସରକାରୀ ଚାପ ନା ବିଜେଡିରେ କୋଣଠେସା?

ଭୁବନେଶ୍ବର: ଦଶରଥପୁରରେ ବବିଙ୍କ ବୟାନ। ମାଆ ପାଖକୁ ପୁଅ ଆସିଲେ କେହି ଅଟକାଇ ପାରିବେନି । ଯାଜପୁର ବିକାଶ କରିବା ଯଦି ପାପ, ହଜାରେ ପାପ କରିବି । ପୁଣି ଲଢିବାକୁ ପ୍ରସ୍ତୁତ ଅଛି । ଯାଜପୁର ଜିଲ୍ଲା ଦଶରଥପୁରରେ ବିଜେଡି ଜନସଂପର୍କ ପଦଯାତ୍ରା ଅବସରରେ ପ୍ରଣବ ପ୍ରକାଶ ଦାସଙ୍କ ଏହି ବୟାନକୁ ନେଇ…

ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର । ଆଇପିଏସ୍‌ ପ୍ରତୀକ ସିଂଙ୍କ ସ୍ଥାନ ନେଲେ ଡିସିପି ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୋଲିସ କମିଶନର ପିନାକ ମିଶ୍ରଙ୍କୁ…

ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ: ଓଡ଼ିଶାର ସ୍ୱାର୍ଥ ପାଇଁ ଦଳର ରଣହୁଙ୍କାର

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ। ଓଡ଼ିଶାର ସ୍ୱାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ…