Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୁଲିସ କର୍ମୀ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କୋର୍ଟରେ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୪ ଜଣ ପୋଲିସକର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।…

ବିଜେଡି କଳି…କାହିଁକି ଆକ୍ସନ୍ ହେବନି କୁହ?

ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଭୁବନେଶ୍ବର ବିଜେଡିରେ କିଏ କରୁଛି ବିଶୃଙ୍ଖଳା? ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କଳି ତୁଟିବାର ନାଁ ନେଉନି । ପ୍ରଥମେ ଟିକେଟ୍ ଲବି ତ ପରେ କର୍ପୋରେଟର କଳିକୁ ନେଇ ବିସ୍ଫୋରକ ବୟାନ । ଭୁବନେଶ୍ବର ବିଜେଡିରେ ଅନ୍ତକନ୍ଦଳ ବିଭିନ୍ନ ସମୟରେ…

ଯାଜପୁର ରଣକ୍ଷେତ୍ର…ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ କିଏ?

ଭୁବନେଶ୍ବର: ବିକାଶ ଆଳରେ ହରିଲୁଟ୍ । ପ୍ରାଚ୍ୟୁର୍ଯ୍ୟ ଭରା ଯାଜପୁରରେ ନଗଡା ଭଳି ଗାଁ। ଯାଜପୁରକୁ ଲୁଟିଛନ୍ତି ୩ପରିବାର । ବିକାଶ ନାଁରେ ଚାଲିଥିଲା ବିନାଶ । ଯାଜପୁର ଜିଲ୍ଲା ବଡ଼ଚଣାରୁ ପୂର୍ବ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ସମାଲୋଚନାର ତୀର ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ଜାଣନ୍ତୁ ଆଇପିଏସ୍ ଦେବଦତ୍ତ ସିଂହଙ୍କ ସଫଳତାର କାହାଣୀ…

ଭୁବନେଶ୍ୱର: ଆଜିକାଲି ସୂଚନା ସଂଗ୍ରହର ଉତ୍ସ ବୃଦ୍ଧି ପାଇଛି। UPSC ପରୀକ୍ଷା ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ ଇଣ୍ଟରନେଟରେ ଉପଲବ୍ଧ କୋଚିଂ ଏବଂ ସାମଗ୍ରୀକୁ ନେଇ ସିଭିଲ ସର୍ଭିସେସ୍ ପାଇଁ ଭଲ ପ୍ରସ୍ତୁତ କରିପାରିବେ। କିନ୍ତୁ ପୂର୍ବରୁ ଏପରି ସୁବିଧା ନଥିଲା। ଓଡ଼ିଶା କ୍ୟାଡରରେ ନିଯୁକ୍ତ…

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଙ୍ଗନଓ୍ବାଡିରେ ପିଲାଙ୍କୁ ଦିଆଯାଉଥିବା ଛତୁଆକୁ ନେଇ ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ଅଙ୍ଗନଓ୍ବାଡି ମାନଙ୍କରେ ଛତୁଆ ବଳଦରେ ଦିଆଯାଇପାରେ ମାଣ୍ଡିଆ । ଉପମୁଖ୍ୟମନ୍ତ୍ରୀ…

ବିଜେଡି ବିବାଦରେ ଆକ୍ସନ: ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ବିଜେଡି ଭିତର ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏବେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର…

ରାଜଧାନୀରୁ ଜବତ ହେଲା କୋକେନ୍ ସହ ବିପୁଳ ଗଞ୍ଜେଇ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଜବତ ହେଲା ୫୦୦ କୋଟିର କୋକେନ୍ । ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ କରିଛି ଦିଲ୍ଲୀ ଟିମ୍ । ଖାଲି କୋକେନ୍ ନୁହେଁ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ତେବେ ଦିଲ୍ଲୀ ନାର୍କୋର ସ୍ବତନ୍ତ୍ର ଟିମର ଚଢାଉ ବେଳେ ଘଟଣାସ୍ଥଳରୁ…

ଧରାପଡ଼ିବ କିଏ କହୁଛି ମିଛ ? ୫ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ଧରାପଡ଼ିବ କିଏ କହୁଛି ମିଛ ? ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ। ଏଥିନିମନ୍ତେ ସେମାନଙ୍କୁ ଧରି ଆଜି…

ଲବଣଗିରି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଲବଣଗିରି ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏଥିଲାଗି ଡିସେମ୍ବର ୧୨ରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଐତିହାସିକ ଲବଣଗିରି ପାହାଡ଼ ଶୀର୍ଷରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର…

ବଦଳିଲେ ବହୁ ଜିଲ୍ଲାର ଏସ୍‌ପି, ପିନାକ ମିଶ୍ର ହେଲେ ଭୁବନେଶ୍ୱରର ନୂଆ ଡିସିପି

ଭୁବନେଶ୍ୱର: ଆଜି ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୨୦ଟି ଜିଲ୍ଲାର ଏସ୍‌ପିଙ୍କ ବଦଳି ହୋଇଛି। ବ୍ରହ୍ମପୁର ଓ ରାଉରକେଲାକୁ ମଧ୍ୟ ମିଳିଛନ୍ତି ନୂଆ ଏସ୍‌ପି। ଆଉ ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି। କଟକ ଡିସିପିଙ୍କର ମଧ୍ୟ…