Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଚାଲିଛି ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ। ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ନନ୍ଦନକାନନ ପୁଲିସ ଜଣେ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଦେଶ…

ଫସିଯିବେ ଅଭିନେତ୍ରୀ ରିୟା ଦେ !

ଭୁବନେଶ୍ବର: ବଢିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ସୁନିଲ ଦଳାଇ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଘରୋଇ ସହାୟିକା ଚନ୍ଦ୍ରଶେଖରପୁର…

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି: ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ତାହା ସୁନିଶ୍ଚିତ କରିବାକୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ସେନେଇ ସୁନିଶ୍ଚିତ କରିବାକୁ ଅନୁରୋଧ କଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି,…

ଜୟନାରାୟଣଙ୍କୁ କେମିତି ମନାଇବ ବିଜେପି ?

ଭୁବନେଶ୍ବର: ବିଜେପି ବିରୋଧୀ ସିଟରେ ଥିବା ବେଲେ ଗର୍ଜୁଥିଲେ ଜୟନାରାୟଣ । କଥା କଥାରେ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କୁ ଦେଉଥିଲେ କଡା ଟକ୍କର । ବିରୋଧୀ ଦଳ ନେତା ଭାବେ ବିଜେଡି ଟାର୍ଗେଟରେ ବି ରହିଥିଲେ। ବିଜେପି ସରକାର କ୍ଷମତାକୁ ଆସିବାର ବହୁ ପୂର୍ବରୁ ବିଜେପିର ସ୍ବର ପାଲଟିଥିଲେ ।…

ହ୍ୟୁମାନ ସାଗର ବିବାଦରେ ମନୋଜ ମିଶ୍ର ଟୁଇଷ୍ଟ

ଭୁବନେଶ୍ବର: ହ୍ୟୁମାନ ସାଗର ବିବାଦରେ ନୂଆ ଟୁଇଷ୍ଟ। ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋସିଆଲ୍ ମିଡିଆରେ ବି ଉଭୟ କଣ୍ଠଶିଳ୍ପୀଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏପରିକି ସେମାନଙ୍କୁ ବୟକଟ୍ ଓ…

ଓଡିଶାରେ କାମ କଲେ ଓଡିଆ ଶିଖ

ଭୁବନେଶ୍ବର: ଓଡିଶାରେ କାମ କରିବାକୁ ହେଲେ ଶିଖିବାକୁ ପଡିବ ଓଡିଆ ଭାଷା । ଗାଁ ଗହଳି ଲୋକ ହିନ୍ଦୀ ବୁଝନ୍ତିନି । ଗାଁରୁ ଜଣେ କେହି ଆସିଲେ ସେ କେମିତି ଶିଖିବ? ଏମିତି ଚାଲିବନି, ଓଡିଆ ଶିଖିବାକୁ ପଡିବ ବୋଲି ସିଧା ସିଧା କହିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟର…

ସରିଲା କ୍ୟାବିନେଟ୍ ବୈଠକ, ୫ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ୫ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ବଢ଼ିଲା ସର୍ବନିମ୍ନ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିବା ଉପରେ ବାଜିଲା କ୍ୟାବିନେଟ୍ ମୋହର। ପୂର୍ବରୁ ଅଣକୁଶଳୀ ମଜୁରୀ ୩୫୨ ଥିବା…

ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଦେଉଛି: ମେୟର

ଭୁବନେଶ୍ବର: ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲା ବିଜେଡି। ଏହା ଲଜ୍ଜାଜନକ, ଅକ୍ଷମଣୀୟ ତ୍ରୁଟି ବୋଲି କହିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ। ଏହି ଘଟଣା ସାଢ଼େ ୪ କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି। ତା ଭିତରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ…

ରାଜ୍ୟର ୪ ଜିଲ୍ଲାରେ ହେବ ଫିସିଂ ହବ୍, ଘୋଷଣା କଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ, ପୁରୀ, ବାଲେଶ୍ୱର ଓ ଗଞ୍ଜାମରେ ହେବ ଫିସିଂ ହବ । ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅବସରରେ ଏହା ଘୋଷଣା କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ରହିବ ସୁବିଧା। ବାଲେଶ୍ୱର ବସ୍ତାରେ ହୋଲସେଲ ମାର୍କେଟ ପାଇଁ ୭୮…

ଧର୍ମଶାଳାରେ ବଲ୍ଲେ ବଲ୍ଲେ ପରେ ରାଜନଗରରେ ସ୍ବାଦ !

ଭୁବନେଶ୍ବର: ବଲ୍ଲେ ବଲ୍ଲେ ପରେ ସ୍ବାଦ । ଯାଜପୁର ପରେ କେନ୍ଦ୍ରାପଡା ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଆସିଛି ଅଭିଯୋଗ । ଧ୍ରୁବ ସାହୁଙ୍କ ପୃଷ୍ଠପୋଷକତାରେ ଭିତରକନିକାଠାରୁ ମାତ୍ର ୬ଶହ ମିଟର ଦୂରରେ ଦେଢ ଏକର ଜଙ୍ଗଲ ଜମିରେ ହୋଟେଲ ଓ ଲଜ୍ ତିଆରି ହୋଇଥିବା ଅଭିଯୋଗ କରିଥିଲେ…